"ବିଷ୍ଣୁ ଚରଣ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଆଧାର
ଟିକେ Regular Character Changes
୧୨ କ ଧାଡ଼ି:
}}
 
'''ବିଷ୍ଣୁ ଚରଣ ଦାସ''' (ଜନ୍ମ: {{Birth date|1954|10|09}}) ଜଣେ ଭାରତୀୟ ରାଜନେତା । ସେ [[ବିଜୁ ଜନତା ଦଳ]]ର ପ୍ରାର୍ଥୀ ଭାବରେ ଓଡ଼ିଶାରୁ [[ରାଜ୍ୟ ସଭା]]କୁ ଓ [[ଜଗତସିଂହପୁର ନିର୍ବାଚନ ମଣ୍ଡଳୀ]]ରୁ [[ଓଡ଼ିଶା ବିଧାନସଭାବିଧାନ ସଭା]]କୁ ନିର୍ବାଚିତ ହୋଇଛନ୍ତି ।
 
୨୦୧୬ ମସିହାରେ ରାଜ୍ୟ ସଭା ପାଇଁ ଓଡ଼ିଶାରୁ ପୁନଃନିର୍ବାଚନରେ ଶ୍ରୀ ଦାସ ନିର୍ବାଚନ ଲଢ଼ିଥିଲେ ଓ ବିନାପ୍ରତିଦ୍ୱନ୍ଦୀତାରେ [[ପ୍ରସନ୍ନ ଆଚାର୍ଯ୍ୟ]] ଓ [[ଏନ୍. ଭାସ୍କର ରାଓ]]ଙ୍କ ସ‌ହ ନିର୍ବାଚିତ ହୋଇଥିଲେ ।<ref>http://timesofindia.indiatimes.com/city/delhi/26-Rajya-Sabha-members-elected-unopposed-in-six-states-Roundup/articleshow/52577769.cms</ref> ସେ ୨୦୧୭ ମସିହାରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ ହେବାପରେ ୨୧ ମାର୍ଚ୍ଚ ୨୦୧୭ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ ।<ref>{{cite web |title=Bishnu Charan Das resigns as Rajya Sabha MP |url=http://indianexpress.com/article/india/bishnu-charan-das-resigns-as-rajya-sabha-mp/}}</ref>