"ପଞ୍ଚାୟତ ରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
୬ କ ଧାଡ଼ି:
ପଞ୍ଚାୟତ ରାଜର ପ୍ରଥମ ସ୍ତର ଗ୍ରାମ ପଞ୍ଚାୟତ ଏକ ବା ଏକାଧିକ ଗ୍ରାମକୁ ନେଇ ଗଠନ କରାଯାଇଥାଏ । ପ୍ରତି ଗ୍ରାମ ପଞ୍ଚାୟତକୁ କେତେଗୋଟି ୱାର୍ଡ ବା ଭାଗରେ ବିଭକ୍ତ କରାଯାଇଥାଏ । ଗୋଟିଏ ଗ୍ରାମ ପଞ୍ଛାୟତରେ ୧୧ରୁ ୨୫ଜଣ ପଞ୍ଚ ରହିଥାଆନ୍ତି । ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ବର୍ଷ । ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରେ ଆୟ-ବ୍ୟୟର ହିସାବ ରଖିବା ଓ ବିଭିନ୍ନ ପ୍ରକାର ଟିକସ ଆଦାୟ କରିବା ପାଇଁ ଜଣେ ବେତନପ୍ରାପ୍ତ ସମ୍ପାଦକ (ସେକ୍ରେଟାରୀ ବା ପି ଓ) ନିଯୁକ୍ତ ହୋଇଥାଆନ୍ତି ।
=== ଗ୍ରାମ ପଞ୍ଚାୟତର ସଭ୍ୟ ===
* ପଞ୍ଚ: ସିଧାସଳଖ ଭାବେ ଗୋଟିଏ ଭାଗ (ୱାର୍ଡ)ର ସମସ୍ତ ସାବାଳକ ଭୋଟଦାତାଙ୍କ ଦ୍ୱାରାଭୋଟଦାତାଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି ।
* ସରପଞ୍ଚ: ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ । ସେ ସିଧାସଳଖ ଭାବେ ଗ୍ରାମ ପଞ୍ଚାୟତର ସମସ୍ତ ସାବାଳକ ଭୋଟଦାତାଙ୍କ ଦ୍ୱାରାଭୋଟଦାତାଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ପଞ୍ଚାୟତର ଅଧିବେଶନରେ ସଭପତିତ୍ୱ କରନ୍ତି ।
* ନାଏବ ସରପଞ୍ଚ: ସରପଞ୍ଚଙ୍କୁ ସାହାଯ୍ୟ କରିବା ପାଇଁ ପଞ୍ଚମାନଙ୍କ ମଧ୍ୟରୁ ପଞ୍ଚମାନଙ୍କ ଦ୍ୱାରାପଞ୍ଚମାନଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତର ଅଧିବେଶନରେ ସଭପତିତ୍ୱ କରନ୍ତି ।
=== ଗ୍ରାମ ପଞ୍ଚାୟତର କାର୍ଯ୍ୟ ===
* ବାଧ୍ୟତାମୂଳକ କାର୍ଯ୍ୟ
୩୪ କ ଧାଡ଼ି:
ପଞ୍ଚାୟତିରାଜର ଦ୍ୱିତୀୟ ସ୍ତର ପଞ୍ଚାୟତ ସମିତି ଏକାଧିକ ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥାଏ । ଜିଲ୍ଲାର ପ୍ରତ୍ୟେକ ଉନ୍ନୟନ ବ୍ଲକ ପାଇଁ ଗୋଟିଏ ଲେଖାଏଁ ପଞ୍ଚାୟତ ସମିତିର ବ୍ୟବସ୍ଥା ଅଛି ।
=== ପଞ୍ଚାୟତ ସମିତିର ସଭ୍ୟ ===
* ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମପଞ୍ଚାୟତର ସମସ୍ତ ସାବାଳକ ଭୋଟଦାତାଙ୍କ ଦ୍ୱାରାଭୋଟଦାତାଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ବେସରକାରୀ ସଦସ୍ୟ ।
* ପଞ୍ଚାୟତ ସମିତି ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ।
* ବ୍ଲକ ଅନ୍ତର୍ଗତ ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ।
୪୭ କ ଧାଡ଼ି:
ପଞ୍ଚାୟତିରାଜର ତୃତୀୟ ସ୍ତର ଜିଲ୍ଲାପରିଷଦ ଏକାଧିକ ପଞ୍ଚାୟତ ସମିତିକୁ ନେଇ ଗଠିତ ହୋଇଥାଏ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ଜିଲ୍ଲାପରିଷଦର ବ୍ୟବସ୍ଥା ଅଛି ।
=== ଜିଲ୍ଲା ପରିଷଦର ସଭ୍ୟ ===
* ଜିଲ୍ଲା ପରିଷଦ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ ସମିତିର ସମସ୍ତ ସାବାଳକ ଭୋଟଦାତାଙ୍କ ଦ୍ୱାରାଭୋଟଦାତାଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ବେସରକାରୀ ସଦସ୍ୟ ।
* ଜିଲ୍ଲା ପରିଷଦ ଅଧୀନରେ ଥିବା ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ।
* ଜିଲ୍ଲା ପରିଷଦ ଅନ୍ତର୍ଗତ ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ।