"ଗୌରହରି ପରିଚ୍ଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୭ କ ଧାଡ଼ି:
| caption =
| birth_date = ମାଘ ମାସ ତିଳ ସପ୍ତମୀ ୧୭୯୪
| birth_place = [[ପାରଳାଖେମୁଣ୍ଡି,ଗୋପିନୀ ସାହି]], [[ଗଞ୍ଜାମ ଜିଲ୍ଲା]],ବର୍ତ୍ତମାନ ରବର୍ତ୍ତମାନର ଗଜପତି ଜିଲ୍ଲା ,ଓଡ଼ିଶା
| death_date = ବୈଶାଖ ମାସ ଦଶମୀ ୧୮୮୪
| death_place = ପାରଳାଖେମୁଣ୍ଡି
୨୫ କ ଧାଡ଼ି:
 
== ଜୀବନ ==
ସାଧକ କବି ଗୌରହରି ପରିଚ୍ଛା ପାରଳାଖେମୁଣ୍ଡିର ଗୋପିନୀ ସାହିରେ ଜନ୍ମଗ୍ରହଣ କରିଥିଲେ । ଗୌରହରି ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ଗୌରହରିଙ୍କ ସମସାମୟିକ ରଘୁନାଥ ପରିଚ୍ଛା ''ଗୋପୀନାଥ ବଲ୍ଲଭ ନାଟକ'' ରଚନା କରିଥିଲେ । ଏହି ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ଜୀବନର ପ୍ରାୟ ୫୦ ବର୍ଷ ସେ ମଞ୍ଜୁଷାରେ କଟାଇଥିଲେ । ସେଠାରେ ସେ ବ୍ରହ୍ମ ଉତ୍ସବ ବେଳେ ସଂଗୀତ ସମାରୋହର ଆୟୋଜନ ପ୍ରଥମେ କରିଥିଲେ । ପରବର୍ତ୍ତୀ କାଳରେ ରାମାନନ୍ଦୀ ମତବାଦର ପ୍ରାବଲ୍ୟ ଘଟିବାରୁ ମଞ୍ଜୁଷା ଛାଡ଼ି ପାରଳା ଫେରି ଆସିଥିଲେ, ସେଠାରେ ରହି ସେ ମଞ୍ଜୁଷା ରାଜା ଜଗନ୍ନାଥ ରାଜମଣିଙ୍କ ନାମ ରେନାମରେ ଅନେକ ଗୀତ ଭଣିତା କରିଛନ୍ତି ।<ref name=":3">''ରାଜା ରାମକୃଷ୍ଣ ଛୋଟରାୟ ବିରଚିତ ପ୍ରହ୍ଲାଦ ନାଟକ'', ସୁରେଶ ବଳବନ୍ତରାୟ (ସମ୍ପା) । ପ୍ରଥମ ସଂସ୍କରଣ, ୨୦୦୬, ଊର୍ମିଳା ବଳବନ୍ତରାୟମ ବହିପତ୍ର ପ୍ରକାଶନ, ସୁନ୍ଦରପଡ଼ା, ଭୁବନେଶ୍ଢ଼ର - ୭୫୧୦୦୨ । </ref><ref name=":1" />
 
=== ସମୟ ===
୫୦ କ ଧାଡ଼ି:
 
==== ଅଷ୍ଟକାଲ ସେବା ====
ଏହା ଛଡ଼ା ସେ ଗୋଟିଏ ଗ୍ରନ୍ଥ ବଙ୍ଗଳା ଭାଷାରେ ଓଡ଼ିଆ ଲିପି ରେଲିପିରେ ରଚନା କରିଥିବା ଜଣାଯାଏ । ଏହି ଗ୍ରନ୍ଥଟିର ନାମ ''ଅଷ୍ଟକାଲ ସେବା'' ।<ref name=":0" />
 
==== ଲକ୍ଷଣ ଚନ୍ଦ୍ରୋଦୟ ====