"କ୍ୟାମେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
ଟ୍ୟାଗ: Reverted
୮ କ ଧାଡ଼ି:
କ୍ୟାମେରା ଏମିତି ଏକ ବାକ୍ସ ଯାହା ମଧ୍ୟକୁ ନ ଚାହିଁଲା ପର୍ଯ୍ୟନ୍ତ ଆଲୋକ ପ୍ରବେଶ କରିପାରେ ନାହିଁ । କ୍ୟାମେରାର ଏକ ପାର୍ଶ୍ୱରେ ଆଲୋକ ପ୍ରବେଶ ପାଇଁ ଏକ ଛିଦ୍ର ଥାଏ, ଯାହାକୁ ଆପେରେଚର୍‌ କୁହାଯାଏ । ଅନ୍ୟ ପାର୍ଶ୍ୱରେ ଏମିତି ଏକ ବସ୍ତୁ ଥାଏ ଯିଏ ଆପେରେଚର୍‌ ମଧ୍ୟ ଦେଇ ଆସୁଥିବା ଛବିକୁ ଧରିରଖେ । ଆନାଲଗ୍‌ କ୍ୟାମେରାରେ ଏହା ଫିଲ୍ମ୍‌ ହୋଇଥିବା ସ୍ଥଳେ ଡିଜିଟାଲ୍‌ କ୍ୟାମେରାରେ ଇଲେକ୍ଟ୍ରୋନିକ୍‌ ସେନ୍‌ସର୍ ଥାଏ । ସଟର୍‌ ନାମକ ଅନ୍ୟ ଏକ ଅଂଶ ଛବି ନେବା ପର୍ଯ୍ୟନ୍ତ ଆଲୋକକୁ ରୋକେ ।
 
ଛବି ନେଲାବେଳେ ସଟର୍‌ ଆଲୋକକୁ ରାସ୍ତା ଛାଡ଼ିଦିଏ । ଏହା ଦ୍ୱାରାଏହାଦ୍ୱାରା ଆଲୋକ ଫିଲ୍ମ୍‌ ବା ଇଲେକ୍ଟ୍ରୋନିକ୍‌ ସେନ୍‌ସର୍‌ରେ ଛବି ତିଆରି କରେ । ଅନେକ କ୍ୟାମେରାରେ ଆଲୋକର ମାତ୍ରା କମ୍‌ ବେଶି କରିବା ପାଇଁ ଆପେରେଚର୍‌ ଆକାର ବଦଳାଇ ହୁଏ । ଆଲୋକ ପ୍ରବେଶ ପାଇଁ ସଟର୍‌ ଖୋଲିବାର ସମୟ ମଧ୍ୟ ବଦଳା ଯାଇପାରେ । ଏହା ମଧ୍ୟ ଆଲୋକର ମାତ୍ରାକୁ କମ୍‌ ବେଶି କରେ । ଅନେକ ସମୟରେ କ୍ୟାମେରାସ୍ଥ ଇଲେକ୍ଟ୍ରୋନିକ୍‌ ଏ ସବୁ ନିୟନ୍ତ୍ରଣ କରୁଥିବା ବେଳେ ସ୍ଥଳ ବିଶେଷରେ କ୍ୟାମେରା ବ୍ୟବହାରକାରୀ ମଧ୍ୟ ନିୟନ୍ତ୍ରଣ କରେ ।
==ଇତିହାସ==
ଲାଟିନ ଭାଷା କ୍ୟାମେରା ଅବସ୍କୁରା (ଅନ୍ଧାର କୋଠରୀ)ରୁ କ୍ୟାମେରା ଶବ୍ଦର ଉତ୍ପତ୍ତି। କୌଣସି ଅନ୍ଧାର କୋଠରୀରେ ଗୋଟିଏ ପିନ୍‌କଣା କରିଲେ କୋଠରୀର ବିପରୀତ ପାର୍ଶ୍ୱରେ ବାହାରର ଏକ ଓଲଟା ପ୍ରତିଛବି ସୃଷ୍ଟି ହୋଇଥାଏ। ଏହି ନିୟମକୁ ଆଧାର କରି କ୍ୟାମେରାର ଯାତ୍ରା ଆଜି ପର୍ଯ୍ୟନ୍ତ୍ ପହଞ୍ଚିଛି। ପ୍ରଥମେ ପ୍ରଥମେ ଚିତ୍ରକୁ ସ୍ଥାୟୀ କରିବା ପାଇଁ ଅନେକ ଗବେଷଣା ପରେ ୧୮୨୬ରେ ହିଁ ସଫଳତା ମିଳିଥିଲା। [[ଫାଇଲ:View from the Window at Le Gras, Joseph Nicéphore Niépce.jpg|thumb|right|ସବୁଠୁ ପୁରୁଣା ଫଟୋ (୧୮୨୬)]]
"https://or.wikipedia.org/wiki/କ୍ୟାମେରା"ରୁ ଅଣାଯାଇଅଛି