"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
୪୦ କ ଧାଡ଼ି:
<p>୧. '''ଚାହିଦା ହିସାବରେ ନିଜସ୍ୱ ସେବା''' - ଯେ କୌଣସି ଗ୍ରାହକ ନିଜ ଦରକାର ହିସାବରେ ନିଜର କ୍ଲାଉଡ଼ର ଷ୍ଟୋରେଜ, କଂପ୍ୟୁଟିଂଗ୍ କ୍ଷମତା, ସର୍ଭରର ଟାଇମ ଓ ଅନ୍ୟ ବ୍ୟବହାରକାରୀଙ୍କ ସହିତ ପାରସ୍ପରିକ କ୍ରିୟାର କ୍ଷମତାକୁ ଉନ୍ନତମାନ କରାଯାଇପାରିବ ଅନ୍ୟଥା ବଦଳ ମଧ୍ୟ କରାଯାଇପାରିବ ।
<br>
୨. '''ପ୍ରସସ୍ତ ନେଟବାର୍କ୍ ପ୍ରବେସ ସୁବିଧା''' - ଇଣ୍ଟରନେଟରେ କ୍ଲାଉଡ଼ ପାଇଁ ଅନେକ କ୍ଷମତା ଯୁକ୍ତ ଗୁଣ ରହିଛି ଏବଂ ତାହା ଷ୍ଟାଣ୍ଡାର୍ଡ ଜଂତ୍ରକ୍ରିୟା ଦ୍ୱାରାଜଂତ୍ରକ୍ରିୟାଦ୍ୱାରା ଆଗକୁ ବଢା ଯାଇପାରିବ । ଏହା ଛୋଟ ଓ ବଡ କ୍ଲାଏଣ୍ଟ ପ୍ଲାଟଫର୍ମ ରୂପରେ ବୃଦ୍ଧି ହୋଇପାରିବ ।
<br>
୩. '''ସାଧନ ପାଇବା''' - ପ୍ରୋଭାଇଡରଙ୍କ କମ୍ପ୍ୟୁଟିଂ ସାଧନ ଅନେକ ଗ୍ରାହକଙ୍କ ସହିତ ଯୋଡ଼ା ଯାଇପାରିବ । ଏହା ଗ୍ରାହକଙ୍କ ଡିମାଣ୍ଡ ପୂର୍ଣ୍ଣ କରିବାକୁ ସହାୟତା ଦେବ ।