"ଅସହଯୋଗ ଆନ୍ଦୋଳନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଏକ ଛବି ଦିଆହେଲା
ଟ୍ୟାଗ: 2017 source edit
ଟିକେ Regular Character Changes
୧୯ କ ଧାଡ଼ି:
# ଛାତ୍ରମାନେ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ନିଜକୁ ପ୍ରତ୍ୟାହାର କରିବେ।
# ସମ୍ମାନସୂଚକ ପଦବୀ ଓ ଉପାଧିଗୁଡିକ ଫେରସ୍ତ ଦିଆଯିବ।
# ସରକାରଙ୍କ ଦ୍ୱାରାସରକାରଙ୍କଦ୍ୱାରା ଆୟୋଜିତ ଦରବାର ଓ ଉତ୍ସବାଦି ବର୍ଜନ କରାଯିବ।
# ସୈନ୍ୟ, କିରାଣି ଓ ଶ୍ରମିକମାନେ ମେସୋପଟାମିଆ ସରକାରୀ କାର୍ଯ୍ୟରେ ଯୋଗ ଦେବେ ନାହିଁ।
# ଏବଂ ପରିଶେଷରେ ବିଦେଶୀ ଦ୍ରବ୍ୟ ବର୍ଜନ କରାଯିବ।
୩୬ କ ଧାଡ଼ି:
* [[ମୋତିଲାଲ ନେହେରୁ]], [[ବିଠଲ ଭାଇ ପଟେଲ]], [[ଚିତରଞ୍ଜନ ଦାସ]], [[ରାଜେନ୍ଦ୍ରପ୍ରସାଦ]], [[ବଲ୍ଲଭଭାଇ ପଟେଲ]] ଓ ଅନ୍ୟାନ୍ୟ କେତେଚ ଖ୍ୟାତିନାମା ଆଇନଜୀବୀ ନିଜ ନିଜର ଲାଭଜନକ ଓକିଲାତି [[ବ୍ୟବସାୟ]] ବର୍ଜନ କରିଥିଲେ।
* ଓକିଲାତି ବର୍ଜନ କରିଥିବା ଆଇନଜୀବୀମାନଙ୍କ ପାଇଁ ଶେଠ୍ ଯମୂନା ଲାଲ୍ ବଜାଜ୍ ବାର୍ଷିକ ଏକ ଲକ୍ଷ [[ଟଙ୍କା]] ଦାନ ଦେବା ପାଇଁ ଘୋଷଣା କରିଥିଲେ।
* [[ବିଦ୍ୟାଳୟ]] ଓ [[ମହାବିଦ୍ୟାଳୟ]] ଛାତ୍ରଛାତ୍ରୀମାନଙ୍କ ଦ୍ୱାରାଛାତ୍ରଛାତ୍ରୀମାନଙ୍କଦ୍ୱାରା ବର୍ଜନ କରାଯାଇଥିଲା।
* ଅଧିକାଂସ ସ୍ଥାନରେ [[ଇଂରେଜ]] ତିଆରି ବସ୍ତ୍ରଗୁଡିକ ସର୍ବସାଧାରଣରେ ପୋଡି ଦିଆଯାଇଥିଲା।
* ସମ୍ମାନସୂଚକ ଉପାଧିଗୁଡିକ ମଧ୍ୟ ଇଂରେଜ ସରକାରଙ୍କୁ ଫେରସ୍ତ ଦିଆଯାଇଥିଲା। [[ଗାନ୍ଧିଜୀ]] ନିଜେ ତାଙ୍କର [[କିଇଜର-ଇ-ହିନ୍ଦ]] ଉପାଧି ଫେରସ୍ତ ଦେଇଥିଲେ।