"ଉଇକିପିଡ଼ିଆ:ଆରମ୍ଭ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
୧ କ ଧାଡ଼ି:
'''[[ମୂଳ_ଫରଦ|ଉଇକିପିଡ଼ିଆ]]''' ଏକ ଖୋଲା ଭାଷା କୋଷ ଯାହା ପୃଥିବିରପୃଥିବୀର ସବୁ ଜାଗାର ଲେଖାଳିଦାତା ମାନଙ୍କ ଦ୍ଵାରା ତିଆରି ।
 
== ଉଇକିପିଡ଼ିଆରେ ବୁଲାବୁଲିଲେଖିବା ==
 
[[ଓଡ଼ିଆ]] ଉଇକିପିଡ଼ିଆରେ କିଛି ଲେଖାଲେଖି କରିବା ପାଇଁ [[ମୂଳ ଫରଦ]]କୁ ଯାଆନ୍ତୁ ଆଉ ଆପଣଙ୍କୁ ଭଲ ଲାଗୁଥିବା ଲେଖାଟିଏ ଲେଖନ୍ତୁ, ଆପଣଙ୍କ ପାଇଁ କିଛି ଲେଖାର [[Wikipedia:ଦରକାରି ଫରଦଲେଖାର ତାଲିକା|ତାଲିକା]] ଆମେ ରଖିଛୁ, ସେଥିରୁ ଯେ କୌଣସି ଲେଖାଟିଏ ବାଛି ଆପଣ ଲେଖି ପାରନ୍ତି ।
 
ଯଦି କିଛି ଲେଖାରେ ଅଦଳ ବାଦଲବଦଳ କରିବାକୁ ଚାହାଁଟିଚାହାନ୍ତି ତେବେ ଡାହାଣ ଉପର ପାଟରେପଟରେ ଥିବା '''ଏଡ଼ିଟ'''କୁ ଦବାନ୍ତୁ ।
 
== ବଦଳାଇବା ==
୧୧ କ ଧାଡ଼ି:
ଉଇକିପିଡ଼ିଆର ଲେଖା ସବୁ କେହି ବି ବଦଳାଇ ପାରନ୍ତି । ଯଦି ଆପଣ ଲେଖାଟିଏକୁ ବଦଳାଇବାକୁ ଚାହାନ୍ତି ତେବେ ଉପରେ/ତଳେ ଥିବା '''ଏଡ଼ିଟ''' କୁ ବାଛନ୍ତୁ । ଆପଣ ଉଇକିପିଡ଼ିଆରେ [[Special:Userlogin|ଖାତାଟିଏ ଖୋଲି]]ନଥିଲେ ବି ନୂଆ ଲେଖା ଯୋଡ଼ି ପାରିବେ ବା ପୁରୁଣା ଲେଖାକୁ ବଦଳାଇ ପାରିବେ ।
 
ଉଇକିପିଡ଼ିଆରେ ଆପଣ ଲେଖୁଥିବା ସବୁଯାକ ଲେଖା ନିରପେକ୍ଷ ହେବା ଦରକାର । ଲେଖାଗୁଡ଼ିକ [[ଜିଏନଇଉ ମୁକ୍ତ ଦସ୍ତାବିଜ ଲାଇସେନ୍ସ]](GFDL) ଭିତରର ହେବା ଉଚିତ ।
 
== ଓଡ଼ିଆ ଉଇକିପିଡ଼ିଆ ସହ କେମିତି ଯୋଡ଼ିବେ ନିଜକୁ ==
୧୯ କ ଧାଡ଼ି:
== ଏସବୁ ବି ଦେଖନ୍ତୁ ==
 
ଇକିପିଡ଼ିଆରେ ଆହୁରି ଅଧିକ ଜାଣିବା ପାଇଁ [[ସାହାଯ୍ୟ:Contents|ସାହାଯ୍ୟ]] ଫରଦଟି ଦେଖନ୍ତୁ ।
 
[[af:Wikipedia:Welkom nuwelinge]]