"ବଡ଼ ଏରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଖାଲି ଆଧାର ହଟାଗଲା
ଟିକେ File:Flamants rose lac de Tunis.jpg
୧ କ ଧାଡ଼ି:
The '''ବୃହତ୍ ଫ୍ଲେମିଙ୍ଗୋ''' (''Phoenicopterus roseus'') ସର୍ବାଧିକ ଦେଖା ଯାଉଥିବା ଫ୍ଲେମିଙ୍ଗୋ ପ୍ରଜାତି । ଏମାନେ ମୁଖ୍ଯତଃ ଆଫ୍ରିକା ମହାଦେଶ , ଭାରତୀୟ ଉପମହାଦେଶ ଓ ମଧ୍ୟ ପ୍ରାଚ୍ୟ ତଥା ଦକ୍ଷିଣ ଇଉରୋପରେ ଦେଖା ଯାଇଥାନ୍ତି । 
[[File:Flamants rose lac de Tunis.jpg|thumb]]
 
== ବର୍ଣ୍ଣନା ==
ଏହି ପ୍ରଜାତିର ଫ୍ଲେମିଙ୍ଗୋ ହାରାହାରି ୧୧୦-୧୫୦ ସେଣ୍ଟିମିଟର ଉଛ ହେଇଥିବା ବେଳେ ୨ରୁ ୪ କିଲୋଗ୍ରାମ ଯାଇ ଓଜନ ହେଇଥାନ୍ତି । ସବୁଠାରୁ ବୃହତ ଫ୍ଲେମିଙ୍ଗୋ ୧୮୭ ସେଣ୍ଟିମିଟର ଓ ୪,୯ କିଲୋଗ୍ରାମ ହେଇଥିବାର ରେକର୍ଡ କରାଯାଇଛି । ଏହି ପ୍ରଜାତି ଫ୍ଲେମିଙ୍ଗୋ ଆମେରିକା ଓ ଚିଲିରେ ଦେଖା ଯାଉଥିବା ଫ୍ଲେମିଙ୍ଗୋ ସହ ସାମଞ୍ଜସ୍ଯ ରହିଥାଏ । 
"https://or.wikipedia.org/wiki/ବଡ଼_ଏରା"ରୁ ଅଣାଯାଇଅଛି