"ଅପ‌ପଠନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ fixing spaces
ଟିକେ fixing spaces
୧୬ କ ଧାଡ଼ି:
|MeshID = D004410}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଅପ‌ପଠନ''' ବା '''ଡିସଲେକସିଆ''' ବା '''ପଠନ ବିକାର''' ବା '''ଆଲେକସିଆ''' ([[lan:En|ଇଂରାଜୀ]]ରେ '''Dyslexia''', ବା '''reading disorder''' ବା '''alexia''')<ref name=NIH2014Def/> ଏକ [[ଶିକ୍ଷା କରିବା ଦୋଷ]] ଯେଉଁଥିରେ [[ପଠନ ପ୍ରକ୍ରିୟା|ପଢ଼ିବା]]ରେ ଅସୁବିଧା ହୁଏ ଯଦିଓ ବୁଦ୍ଧିମତା ସାଧାରଣ ଥାଏ ।<ref name="ninds1">{{cite web |url=http://www.ninds.nih.gov/disorders/dyslexia/dyslexia.htm |title=NINDS Dyslexia Information Page |website=National Institute of Neurological Disorders and Stroke |publisher=National Institutes of Health |date=30 September 2011 |accessdate=29 April 2015}}</ref> ବିଭିନ୍ନ ଲୋକଙ୍କର ବିଭିନ୍ନ ସ୍ତରର ଅସୁବିଧା ଥାଏ ।<ref name=NIH2014Def/> ଶବ୍ଦ ପ୍ରକାଶ କରିବା, ବନାନ କ‌ହିବା, ଶୀଘ୍ର ପଢ଼ିବା, ହସ୍ତାକ୍ଷର ଲେଖିବା, ବଡ଼ ପାଟିରେ ଉଚ୍ଚାରଣ କରି ପଢ଼ିବା ଓ ପାଠ ପଢ଼ି ବୁଝିପାରିବା ଇତ୍ୟାଦି ଅସୁବିଧାମାନ ଏହି ରୋଗରେ ହୁଏ । <ref name=NIH2014Def/><ref>{{cite web|url=http://www.nichd.nih.gov/health/topics/reading/conditioninfo/pages/symptoms.aspx|title=What are the symptoms of reading disorders?|publisher=National Institutes of Health|accessdate=15 March 2015}}</ref> ଅଧିକାଂଶ ସମୟରେ ବିଦ୍ୟାଳୟରେ ପ୍ରଥମେ ଏହି ଅସୁବିଧା ନ‌ଜରକୁ ଆସେ ।<ref name=Lancet2012/> ଏହି ଅସୁବିଧା ଇଚ୍ଛାକୃତ ନୁହେଁ ଓ ଲୋକମାନଙ୍କର ଶିକ୍ଷା ଇଚ୍ଛା ଥିବା ସତ୍ତ୍ୱେ ଏହା ହୁଏ ।<ref name=NIH2014Def>{{cite web|url=http://www.nichd.nih.gov/health/topics/reading/conditioninfo/pages/disorders.aspx|title=What are reading disorders?|publisher=National Institutes of Health|accessdate=15 March 2015}}</ref>
 
<!-- କାରଣ, କାର୍ଯ୍ୟକାରୀତା ଓ ରୋଗ ନିର୍ଣ୍ଣୟ -->
ଏହି ରୋଗ ସ‌ହିତ ଜେନେଟିକ ଓ ପରିବେଶ ଓତଃପ୍ରୋତ ଭାବରେ ଜଡ଼ିତ ଥିବା ବିଶ୍ୱାସ କରାଯାଏ&nbsp;।<ref name=Lancet2012/> କେତେକ ପରିବାରରେ ଏହି ରୋଗ ବଂଶାନୁକ୍ରିମିକ ଚାଲେ ।<ref name=NIH2014Def/> ଯାହାର ଆଟେନସନ ଡେଫିସିଟ ହାଇପରାଅକ୍ଟିଭିଟି ଡିଜର୍ଡର ([[attention deficit hyperactivity disorder]] ବା ADHD) ଥାଏ ଓ [[ଡିସକାଲକୁଲିଆ|ଅଙ୍କ କସିବା ସମସ୍ୟା]] ଥାଏ ସେମାନଙ୍କର ଏହି ରୋଗ ହେବା ଦେଖାଯାଏ ।<ref name=Lancet2012/> [[ମସ୍ତିଷ୍କ ଆଘାତ]], [[ସ୍ଟ୍ରୋକ୍]] ଓ [[ଡିମେନସିଆ]] ରୋଗରେ ମଧ୍ୟ ଅପ‌ପଠନ ସମସ୍ୟା ହୁଏ ।<ref name="ninds1"/> [[ମସ୍ତିଷ୍କ]]ର ଭାଷା ସଂସାଧନ ପ୍ରକ୍ରିୟାରେ ସମସ୍ୟା ଥିଲେ ଏହା ହୁଏ । <ref name=NIH2014Def/> ପର୍ଯ୍ୟାୟକ୍ରମେ ସ୍ମୃତିଶକ୍ତି, ବନାନ, ଦେଖିବା ଶକ୍ତି ଓ ପଢ଼ିବା ଦକ୍ଷତା ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।<ref>{{cite web|url=http://www.nichd.nih.gov/health/topics/reading/conditioninfo/pages/diagnosed.aspx|title=How are reading disorders diagnosed?|publisher=National Institutes of Health|accessdate=15 March 2015}}</ref> ଏହା ସାଧାରଣ ପଠନ ସମସ୍ୟା, ଦୃଷ୍ଟି ସମସ୍ୟା ଓ [[ଶିକ୍ଷାଦାନ]] ସମସ୍ୟାଠାରୁ ପୃଥକ୍ ।<ref name=Lancet2012/>
 
<!-- ଚକିତ୍ସା ଓ ରୋଗାନୁଶୀଳନ -->
"https://or.wikipedia.org/wiki/ଅପ‌ପଠନ"ରୁ ଅଣାଯାଇଅଛି