୩୧,୯୫୬
ଗୋଟି ସମ୍ପାଦନା
ଟିକେ (ବ/ୱ ଫଳା ବଦଳ) |
ଟିକେ (fixing spaces) |
||
** ସ୍କାଫଏଡ(Scaphoid)
** ରୋଲାଣ୍ଡ(Roland)
** ବେନେଟ୍(Bennett's): ପ୍ରଥମ ମେଟାକାର୍ପାଲ ଅସ୍ଥି ଭାଙ୍ଗିଯାଇ ଗଣ୍ଠି ଭିତରକୁ ପ୍ରବେଶ କରିଥାଏ
** ବକ୍ସର୍(Boxer's)
*** ମେସୋନେଭ(Maisonneuve)
*** ଲେ ଫୋର୍ଟ୍(Le Forte fracture of ankle)<ref name="hunter">{{cite journal |author=Tim B Hunter, Leonard F Peltier, Pamela J Lund |year=2000 |title=Musculoskeletal Eponyms: Who Are Those Guys? |journal=RadioGraphics |volume=20 |page=829|url=http://radiographics.rsna.org/content/20/3/819.full.pdf |accessdate=2009-11-13}}</ref>
*** ବସବର୍ଥ(Bosworth)
** ଟିବିଆ ଓ ଫିବୁଲା ମିଶ୍ର ଭଗ୍ନ(Combined Tibia and Fibula fracture)
*** ଟ୍ରାଇମାଲିଓଲାର୍(Trimalleolar)
=== ଓଟିଏ(OTA)ବର୍ଗ କରଣ ===
ମୁଲର୍ ଓ ଏ.ଓ.(Muller and A.O.)ଫାଉଣ୍ଡେଶନଦ୍ୱାରା କରା ଯାଇଥିବା ଥିବା ବର୍ଗ କରଣକୁ ଗ୍ରହଣ ଓ ପରିବର୍ଦ୍ଧିତ କରି ଅର୍ଥୋପେଡିକ୍ ଟ୍ରମା ଆସୋସିଏସନ(Orthopaedic Trauma Association or OTA)ଗୋଟିଏ ନୂଆ ବର୍ଗ କରଣ ସୃଷ୍ଟି କଲେ । ଏହାଦ୍ୱାରା ପ୍ରତ୍ୟେକ ଅସ୍ଥି ଭଗ୍ନର ସଠିକ ନାମ କରଣ କରାଯାଏ ଓ ଚିକିତ୍ସାର ପଦ୍ଧତି ନିର୍ଣ୍ଣୟ କରାଯାଏ ।
* ଅସ୍ଥି କୋଡ୍: ବିଭିନ୍ନ ଅସ୍ଥି ନାମର କୋଡ:<br />
୧. ହ୍ୟୁମରସ୍ ଭଗ୍ନ, ୨. ରାଡିଅସ୍/ଅଲ୍ନା ଭଗ୍ନ, ୩. ଫିମର ଭଗ୍ନ, ୪. ଟିବିଆ/ଫିବୁଲା ଭଗ୍ନ, ୫. ମେରୁଅସ୍ଥି ଭଗ୍ନ, ୬. ପେଲ୍ଭିସ୍ ଭଗ୍ନ, ୨୪. କାର୍ପାଲ୍ ଭଗ୍ନ, ୨୫. ମେଟାକାର୍ପାଲ୍ ଭଗ୍ନ, ୨୬. ମେଟାକର୍ପାଲ୍ ଭଗ୍ନ, ୭୨.ଟାଲସ ଭଗ୍ନ, ୭୩. କାଲ୍ କାନିଅମ୍ ଭଗ୍ନ୍, ୭୪. ନାଭିକୁଲାର୍ ଭଗ୍ନ, ୭୫. କ୍ୟୁନିଫର୍ମ ଭଗ୍ନ୍, ୭୬. କ୍ୟୁବଏଅଡ୍ ଭଗ୍ନ, ୮୦. ଲିସ୍ ଫ୍ରାଙ୍କ ଭଗ୍ନ, ୮୧. ମେଟାଟାର୍ସାଲ୍ ଭଗ୍ନ୍, ୮୨. ପାଦ ଫାଲାଙ୍କ୍ସ ଭଗ୍ନ୍, ୪୫. ପାଟେଲା ଭଗ୍ନ୍, ୦୬. କ୍ଲାଭିକ୍ଲ ଭନ୍, ୦୯. ସ୍କାପୁଲାର୍ ଭଗ୍ନ୍<br />
|
ଗୋଟି ସମ୍ପାଦନା