"ଅବସାଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ fixing spaces
୨୩ କ ଧାଡ଼ି:
| deaths =
}}
'''ଅବସାଦ'''({{lang-en|[[:en:Depression|'''Depression''']]}}) ହେଉଛି ମନର ଏକ ପ୍ରକାର ଭାବ ବା ଅବସ୍ଥା ଯେଉଁଥିରେ କିଛି କାମଦାମ କରିବାକୁ ଇଛା ହୁଏନାହିଁ , ମନ ଉଦାସ ରହେ ଇତ୍ୟାଦି ଯାହାକି ଜଣେ ମନୁଷ୍ୟର ଚିନ୍ତାଧାରା, ବ୍ୟବହାର, ପ୍ରବୃତ୍ତି, ଭାବନା ଏବଂ ଭଲ କଥା ଭାବିବା ଆଦିକୁ ପ୍ରଭାବିତ କରିପାରେ । ଗୋଟିଏ ଅବସାଦ ମନ ସାଧାରଣତଃ ନିଜ ଲୋକ କାହାକୁ ହରେଇବାର ଏକ କ୍ଷଣସ୍ଥାୟୀ ପ୍ରତିକ୍ରିୟା ହୋଇଥାଏ । ଆହୁରି କୌଣସି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାରେ ବି ହୋଇପାରେ କିମ୍ବା କୌଣସି ଶାରୀରିକ ରୋଗ ଯୋଗୁଁ ମଧ୍ୟ ହୋଇପାରେ । ଗୋଟିଏ ଅବସାଦ ମନ ମଧ୍ୟ କିଛି ମନ ରୋଗ, [[ପ୍ରମୁଖ ଅବସାଦ ବେମାରୀ]]<nowiki/>ର ଲକ୍ଷଣ ହୋଇଥାଏ । <ref name="DSM-5(2013)">{{cite book |title=Diagnostic and Statistical Manual of Mental Disorders, Fifth Edition (DSM-5) |year=2013 |publisher=American Psychiatric Association}}</ref>
 
== କାରକ ==
 
=== ଜୀବନ ଘଟଣାବଳୀ ===
ବାଲ୍ୟକାଳରେ କିଛି ଅଘଟଣ ଘଟିଥିଲେ ଯଥା: କୌଣସି ନିଜର ଲୋକଙ୍କର ବିୟୋଗ, ଅନ୍ୟମାନଙ୍କର ହତାଦର, ମାନସିକ, ଶାରୀରିକ ଓ ଯୌନ ଶୋଷଣ ଏବଂ ପାତର ଅନ୍ତର କରି ସନ୍ତାନଙ୍କୁ ମାତାପିତାଙ୍କର ଲାଳନ ପାଳନ ଯୋଗୁଁ ପରେ ପ୍ରାପ୍ତ ବୟସରେ ଅବସାଦ ହୋଇପାରେ । <ref>{{cite journal |last=Christine Heim |author2=D. Jeffrey Newport |author3=Tanja Mletzko |author4=Andrew H. Miller |author5=Charles B. Nemeroff |title=The link between childhood trauma and depression: Insights from HPA axis studies in humans |journal=Psychoneuroendocrinology |volume=33 |issue=6 |pages=693–710 |url=http://www.sciencedirect.com/science/article/pii/S0306453008000693 |accessdate=20 April 2014 |doi=10.1016/j.psyneuen.2008.03.008 |pmid=18602762 |date=July 2008}}</ref><ref>{{cite journal |doi=10.1111/j.1741-3737.2010.00703.x |title=Mothers' Differentiation and Depressive Symptoms Among Adult Children |year=2010 |last1=Pillemer |first1=Karl |last2=Suitor |first2=J. Jill |last3=Pardo |first3=Seth |last4=Henderson Jr |first4=Charles |journal=Journal of Marriage and Family |volume=72 |issue=2 |pages=333–345 |pmid=20607119 |pmc=2894713}}</ref> ବାଲ୍ୟକାଳରେ ମୁଖ୍ୟତଃ ଶାରୀରିକ ଓ ଯୌନ ଉତ୍ପୀଡ଼ନ ଭବିଷ୍ୟତରେ ଅବସାଦଗ୍ରସ୍ତ କରିବାରେ କାରକ ସାଜିଥାଏ ।<ref>{{cite journal |vauthors=Lindert J, von Ehrenstein OS, Grashow R, Gal G, Braehler E, Weisskopf MG |title=Sexual and physical abuse in childhood is associated with depression and anxiety over the life course: systematic review and meta-analysis |journal=Int J Public Health |volume=59 |issue=2 |pages=359–72 |date=April 2014 |pmid=24122075 |doi=10.1007/s00038-013-0519-5}}</ref>
 
[[ପ୍ରସବ]], [[ଋତୁବନ୍ଦ]], ଆର୍ଥୀକ ଅଭାବ ଅନଟନ, ବେରୋଜଗାରୀ, ଚିନ୍ତା, [[କର୍କଟ ରୋଗ|କର୍କଟ]]/[[ଏଚଆଇଭି/ଏଡସ|ଏଚଆଇଭି]] ଭଳି ବଡ଼ ରୋଗ, ଅନ୍ୟ କାହାର ଡର ବା ଧମକ, ନିକଟତର ଲୋକଙ୍କର ପରଲୋକ ଗମନ, ପ୍ରାକୃତିକ ବିପର୍ଯ୍ୟାୟ, ସାମାଜିକ ବାଛନ୍ଦ ବା ଏକଘରିକିଆ ହେଇଯିବା, [[ଧର୍ଷଣ]], ସମ୍ପର୍କରେ ତିକ୍ତତା, ଈର୍ଷା, କାହାର ଛାଡ଼ି ପଳାଇବା ଏବଂ ଭୟାନକ ଆଘାତ ଲାଗିବ ପରି କେତେକ ଜୀବନର ଘଟଣା ମଧ୍ୟ ଅବସାଦ ଆଣିଦେଇପାରେ । <ref>{{cite journal |last=Schmidt |first=Peter |year=2005 |pmid=16414327 |title=Mood, Depression, and Reproductive Hormones in the Menopausal Transition |journal=The American Journal of Medicine |volume=118 Suppl 12B |pages=54–8 |doi=10.1016/j.amjmed.2005.09.033 |issue=12}}</ref><ref>{{cite journal |last1=Rashid |first1=T. |last2=Heider |first2=I. |title=Life Events and Depression |year=2008 |journal=Annals of Punjab Medical College |volume=2 |issue=1 |url=http://www.pmc.edu.pk/Downloads/apmc/apmc_v2n1/Life%20Events%20And%20Depression.pdf |accessdate=15 October 2012}}</ref><ref>{{Cite journal |title=Prevalence of Depression and Depressive Symptoms Among Resident Physicians: A Systematic Review and Meta-analysis |journal=[[JAMA (journal)|JAMA]] |volume=314 |issue=22 |pages=2373–2383 |year=2015 |doi=10.1001/jama.2015.15845 |pmid=26647259 |pmc=4866499 |author1=Mata |first1=D. A. |last2=Ramos |first2=M. A. |last3=Bansal |first3=N |last4=Khan |first4=R |last5=Guille |first5=C |last6=Di Angelantonio |first6=E |last7=Sen |first7=S}}</ref> ପ୍ରାପ୍ତ ବୟସ୍କ ବ୍ୟକ୍ତିମାନେ ଧମକ, ସାମାଜିକ ବାଛନ୍ଦ ଓ ସମାନ ବର୍ଗର ଲୋକମାନଙ୍କର ପ୍ରତ୍ୟେକ୍ଷ ବା ଅପ୍ରତ୍ୟେକ୍ଷ ବାଧ୍ୟତାରେ ପଡ଼ି ଅବସାଦଗ୍ରସ୍ତ ହୋଇଥାନ୍ତି । <ref>{{Cite journal |pmid=17570526 |year=2008 |author1=Davey |first1=C. G. |title=The emergence of depression in adolescence: Development of the prefrontal cortex and the representation of reward |journal=Neuroscience & Biobehavioral Reviews |volume=32 |issue=1 |pages=1–19 |last2=Yücel |first2=M |last3=Allen |first3=N. B. |doi=10.1016/j.neubiorev.2007.04.016}}</ref>
 
=== ବ୍ୟକ୍ତିତ୍ୱ ===
ମନ ବିକ୍ଷୁବ୍ଧତାରେ ଅଧିକ ମୂଲ୍ୟ ଆସିଲେ, ଅବସାଦ ଜନିତ ଲକ୍ଷଣ ହୋଇଥାଏ ଏବଂ ଏହା ଭଲ ମଧ୍ୟ ହୋଇଯାଇଥାଏ ।<ref name="NeuroticismMA">{{cite journal |author=Jeronimus |displayauthors=etal |year=2016 |title=Neuroticism's prospective association with mental disorders: A meta-analysis on 59 longitudinal/prospective studies with 443 313 participants |journal=Psychological Medicine |volume=46 |issue=14 |pages=2883–2906 |doi=10.1017/S0033291716001653 |pmid=27523506}}</ref> <ref>{{cite journal |author=Kotov |displayauthors=etal |year=2010 |title=Linking "big" personality traits to anxiety, depressive, and substance use disorders: a meta-analysis |journal=Psychological Bulletin |volume=136 |issue=5 |pages=768–821 |pmid=20804236 |doi=10.1037/a0020327}}</ref> ଅନ୍ୟ ବ୍ୟକ୍ତିତ୍ୱ ପରିବର୍ତ୍ତନଗୁଡ଼ିକ ଯଥା କ୍ଷଣସ୍ଥାୟୀ କିନ୍ତୁ ହଠାତ ଭାବ ପରିବର୍ତ୍ତନ, କିଛି ସମୟ ପାଇଁ ଆଶା ଭରସା ହରାଇବା, ପୂର୍ବରୁ କରୁଥିବା ପ୍ରିୟ କାର୍ଯ୍ୟକ୍ରମଗୁଡ଼ିକ ଉପରୁ ହଠାତ ଇଚ୍ଛା ଛାଡ଼ିଯିବା, ନିଦ୍ରା ହୀନତା, ପୂର୍ବ ସାମାଜିକ ଜୀବନରୁ ଦୂରେଇଯିବା, ଭୋକ ନଲାଗିବା ବା ଅଧିକ ଭୋକ ଲାଗିବା ଏବଂ ଧ୍ୟାନ କେନ୍ଦ୍ରୀଭୂତ କରିବାରେ ଅସୁବିଧା ହବା ଆଦି ଅସୁବିଧା ହୋଇପାରେ । <ref name="healthline.com">{{cite web|title=Signs and Symptoms of Mild, Moderate, and Severe Depression|url=https://www.healthline.com/health/depression/mild-depression|date=2017-03-27}}</ref>
 
=== ଲିଙ୍ଗଗତ ବିବିଧତା ===
 
ଗବେଷଣାକାରୀମାନେ କହିଛନ୍ତିଯେ ଅନ୍ୟାନ୍ୟ ଲିଙ୍ଗଗତ ଅଧିକାରୀ (ଯଥା [[ଏଲଜିବିଟି]]) ମନୁଷ୍ୟମାନେ ଅବସାଦଗ୍ରସ୍ତ ହେବା ଅଧିକ । <ref>{{cite journal|last1=Plöderl|first1=M|last2=Tremblay|first2=P|title=Mental health of sexual minorities. A systematic review|journal=International Review of Psychiatry (Abingdon, England)|date=2015|volume=27|issue=5|pages=367–85|doi=10.3109/09540261.2015.1083949|pmid=26552495}}</ref>
 
=== ଡାକ୍ତରୀ ଚିକିତ୍ସା ===
୪୪ କ ଧାଡ଼ି:
 
=== ମାଦକ ଦ୍ରବ୍ୟ ===
କେତେଆଙ୍କ ଡ୍ରଗ୍ସ ସେବନ (ଡ୍ରଗ୍ସ ଛାଡ଼ିଲାବେଳେ, ଛାଡିସାରିବାପରେ, ଅଳ୍ପ ମାତ୍ରାରେ ନେଲେ) ଯୋଗୁଁ ମଧ୍ୟ ଅବସାଦ ହୋଇପାରେ । ଏହି ବର୍ଗରେ ମଦ୍ୟପାନ, ଶାନ୍ତ କରିବା ନିମିତ୍ତ ଔଷଧ, ପେନ କିଲର, ହେରୋଇନ, କୋକେନ, ହାଲୁସିନୋଜେନ ମଧ୍ୟ ଅନ୍ତର୍ଗତ । <ref name=":0">{{Cite book |title=Diagnostic and statistical manual of mental disorders, fifth edition. |last=American Psychiatric Association |first= |publisher=American Psychiatric Association |year=2013 |isbn= |location=Arlington, VA |pages=}}</ref>
 
=== ଅମାନସିକ ରୋଗ ===
ଅନେକ ଗୁଡିଏ ସ୍ନାୟବିକ, ଖାଦ୍ୟାଦ୍ୱାରା, ସଂକ୍ରମିତ ରୋଗଦ୍ୱାରା ମଧ୍ୟ ଅବସାଦ ହୋଇପାରେ । <ref>Murray ED, Buttner N, Price BH. (2012) Depression and Psychosis in Neurological Practice. In: Neurology in Clinical Practice, 6th Edition. Bradley WG, Daroff RB, Fenichel GM, Jankovic J (eds.) Butterworth Heinemann. 12 April 2012. {{ISBN|978-1437704341}}</ref> ଶାରୀରିକ ସମସ୍ୟା ଯଥା ପୁରୁଷଙ୍କ କ୍ଷେତ୍ରରେ [[ହାଇପୋଆନ୍ଦ୍ରୋଗେଞିମ]], [[ଆଡିସନ୍ ରୋଗ]], କାସିଙ୍ଗସ୍ ସିଣ୍ଡ୍ରୋମ, [[ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା]], [[ଲାଇମ ରୋଗ]], [[ମଲ୍ଟିପ୍ଲ ସ୍କ୍ଲେରୋସିସ]], [[ପାର୍କିନ୍‌ସନ୍ ରୋଗ]], ହାଲକା ଫୁଲ୍କା କଷ୍ଟ, ଷ୍ଟ୍ରୋକ,<ref name=Saravane>{{Cite journal |pmid=19748369 |year=2009 |last1=Saravane |first1=D |last2=Feve |first2=B |last3=Frances |first3=Y |last4=Corruble |first4=E |last5=Lancon |first5=C |last6=Chanson |first6=P |last7=Maison |first7=P |last8=Terra |first8=JL |last9=Azorin |first9=JM |title=Drawing up guidelines for the attendance of physical health of patients with severe mental illness |volume=35 |issue=4 |pages=330–9 |doi=10.1016/j.encep.2008.10.014 |journal=L'Encéphale|display-authors=8|author10=avec le soutien institutionnel du laboratoire Lilly}}</ref> , [[ମଧୁମେହ]] <ref>{{Cite journal |pmid=21474250 |year=2011 |last1=Rustad |first1=JK |last2=Musselman |first2=DL |last3=Nemeroff |first3=CB |title=The relationship of depression and diabetes: Pathophysiological and treatment implications |volume=36 |issue=9 |pages=1276–86 |doi=10.1016/j.psyneuen.2011.03.005 |journal=Psychoneuroendocrinology}}</ref> ଏବଂ [[କର୍କଟ ରୋଗ|କର୍କଟ]] ରୋଗ ହେଲେ ମଧ୍ୟ ଅବସାଦ ହୋଇପାରେ ।<ref>{{Cite journal |pmid=22412144 |year=2012 |last1=Li |first1=M |last2=Fitzgerald |first2=P |last3=Rodin |first3=G |title=Evidence-based treatment of depression in patients with cancer |volume=30 |issue=11 |pages=1187–96 |doi=10.1200/JCO.2011.39.7372 |journal=Journal of Clinical Oncology}}</ref>
 
=== ମନୋବୈଜ୍ଞାନିକ ରୋଗ ଲକ୍ଷଣ ===
ଅବସାଦ ବିଭିନ୍ନ ପ୍ରକାରର ମନୋବୈଜ୍ଞାନିକ ରୋଗର ମୁଖ୍ୟ ଲକ୍ଷଣ ହୋଇପାରେ । ମନୋବସ୍ଥା ସମ୍ବଧିତ ବିକାରଗୁଡ଼ିକୁ ମନ ମଧ୍ୟରେ ହେଉଥିବା ଗଣ୍ଡଗୋଳକୁ କୁହାଯାଏ । କେତେକ ବିକାର ଯାହା ଏହି ବର୍ଗ ଅନ୍ତର୍ଗତ ହେଲା: [[ପ୍ରମୁଖ ଅବସାଦ ବେମାରୀ]], ଯେଉଁ ରୋଗରେ ଜଣେ ଅତି କମରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅବସାଦଗ୍ରସ୍ତ ରହିଥାଏ, କାମ କରିବାର ଇଚ୍ଛା, ଖୁଶିବାସୀ ଆଦି ସବୁ ଚାଲିଯାଏ । ଏବଂ ଡିସ୍ଥିମିଆ, ଏକ ହାଲକା ଅବସାଦଗ୍ରସ୍ତ ମନ ଏବଂ [[ବାଇପୋଲାର ଡିଜଅଡର]] । <ref>{{cite book |last=Gabbard |first=Glen O. |title=Treatment of Psychiatric Disorders |edition=3rd |volume=2 |publisher=American Psychiatric Publishing |location=Washington, DC |page=1296}}</ref> ଯଦି ଅବସାଦ ଗୁରୁତର ଭାବେ ଧାରାବାହିକଭାବେ ଲାଗିରୁହେ, ତାହାକୁ ସିଜନାଲ ଅଫେକ୍ତିଭ ଡିଜଅଡର କୁହାଯାଇଥାଏ । ମନର ବିକାର ଛଡ଼ା, [[ବର୍ଡର ଲାଇନ ପର୍ସନାଲିଟି ଡିଜଅର୍ଡ଼ର]] ସାଧାରଣତଃ ସାଙ୍ଘାତିକ ଅବସାଦଗ୍ରସ୍ତ ମନ ବୋଲି ଧରାଯାଏ । [[ଆଘାତୋତ୍ତର ଚାପ ବେମାରୀ]] ହେଉଛି ଏକ ଚିନ୍ତାଦକରୁ ପଡି ହେଉଥିବା ବେମାରୀକୁ କୁହାଯାଇଥାଏ, ଏହା ପରେ ପରେ ମାନସିକ ଆଘାତ ଲାଗିଥାଏ ଯାହାକି ସାଧାରଣତଃ ଏକ ଅବସାଦଗ୍ରସ୍ତ ମନ ସହ ଚାଲେ । <ref>{{cite journal |last1=Vieweg |first1=W. V. |last2=Fernandez |first2=D. A. |last3=Beatty-Brooks |first3=M |last4=Hettema |first4=J. M. |last5=Pandurangi |first5=A. K. |title=Posttraumatic Stress Disorder: Clinical Features, Pathophysiology, and Treatment |journal=Am. J. Med. |volume=119 |issue=5 |pages=383–90 |date=May 2006 |pmid=16651048 |doi=10.1016/j.amjmed.2005.09.027 |last6=Pandurangi |first6=Anand K.}}</ref>
 
=== ଐତିହାସିକ ===
ଐତିହାସିକବିତମାନେ କିଭଳି ସାମାଜିକ ଭେଦଭାବ ଓ ଉପନିଶେଦବାଦ କିଭଳି ମନୁଷ୍ୟକୁ ଅବସାଦ ଆଣିଥାଏ ସେହି କ୍ଷେତ୍ରରେ ଗବେଷଣା କରୁଛନ୍ତି । <ref>{{cite book |last1=Cvetkovich |first1=Ann |title=Depression: A Public Feeling |date=2012 |publisher=Duke University Press Books |location=Durham, NC |isbn=978-0822352389}}</ref><ref>{{cite journal |last1=Cox |first1=William T.L. |last2=Abramson |first2=Lyn Y. |last3=Devine |first3=Patricia G. |last4=Hollon |first4=Steven D. |title=Stereotypes, Prejudice, and Depression: The Integrated Perspective |journal=Perspectives on Psychological Science |volume=7 |issue=5 |pages=427–49 |date=2012 |doi=10.1177/1745691612455204 |pmid=26168502}}</ref>
 
== ଚିକିତ୍ସା ==
"https://or.wikipedia.org/wiki/ଅବସାଦ"ରୁ ଅଣାଯାଇଅଛି