"ଅପ‌ପଠନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ fixing spaces
୧୬ କ ଧାଡ଼ି:
|MeshID = D004410}}
<!-- ସଂଜ୍ଞା ଓ ଲକ୍ଷଣ -->
'''ଅପ‌ପଠନ''' ବା '''ଡିସଲେକସିଆ''' ବା '''ପଠନ ବିକାର''' ବା '''ଆଲେକସିଆ''' ([[lan:En|ଇଂରାଜୀ]]ରେ '''Dyslexia''', ବା '''reading disorder''' ବା '''alexia''')<ref name=NIH2014Def/> ଏକ [[ଶିକ୍ଷା କରିବା ଦୋଷ]] ଯେଉଁଥିରେ [[ପଠନ ପ୍ରକ୍ରିୟା|ପଢ଼ିବା]]ରେ ଅସୁବିଧା ହୁଏ ଯଦିଓ ବୁଦ୍ଧିମତା ସାଧାରଣ ଥାଏ । <ref name="ninds1">{{cite web |url=http://www.ninds.nih.gov/disorders/dyslexia/dyslexia.htm |title=NINDS Dyslexia Information Page |website=National Institute of Neurological Disorders and Stroke |publisher=National Institutes of Health |date=30 September 2011 |accessdate=29 April 2015}}</ref> ବିଭିନ୍ନ ଲୋକଙ୍କର ବିଭିନ୍ନ ସ୍ତରର ଅସୁବିଧା ଥାଏ । <ref name=NIH2014Def/> ଶବ୍ଦ ପ୍ରକାଶ କରିବା, ବନାନ କ‌ହିବା, ଶୀଘ୍ର ପଢ଼ିବା, ହସ୍ତାକ୍ଷର ଲେଖିବା, ବଡ଼ ପାଟିରେ ଉଚ୍ଚାରଣ କରି ପଢ଼ିବା ଓ ପାଠ ପଢ଼ି ବୁଝିପାରିବା ଇତ୍ୟାଦି ଅସୁବିଧାମାନ ଏହି ରୋଗରେ ହୁଏ । <ref name=NIH2014Def/><ref>{{cite web|url=http://www.nichd.nih.gov/health/topics/reading/conditioninfo/pages/symptoms.aspx|title=What are the symptoms of reading disorders?|publisher=National Institutes of Health|accessdate=15 March 2015}}</ref> ଅଧିକାଂଶ ସମୟରେ ବିଦ୍ୟାଳୟରେ ପ୍ରଥମେ ଏହି ଅସୁବିଧା ନ‌ଜରକୁ ଆସେ । <ref name=Lancet2012/> ଏହି ଅସୁବିଧା ଇଚ୍ଛାକୃତ ନୁହେଁ ଓ ଲୋକମାନଙ୍କର ଶିକ୍ଷା ଇଚ୍ଛା ଥିବା ସତ୍ତ୍ୱେ ଏହା ହୁଏ । <ref name=NIH2014Def>{{cite web|url=http://www.nichd.nih.gov/health/topics/reading/conditioninfo/pages/disorders.aspx|title=What are reading disorders?|publisher=National Institutes of Health|accessdate=15 March 2015}}</ref>
 
<!-- କାରଣ, କାର୍ଯ୍ୟକାରୀତା ଓ ରୋଗ ନିର୍ଣ୍ଣୟ -->
ଏହି ରୋଗ ସ‌ହିତ ଜେନେଟିକ ଓ ପରିବେଶ ଓତଃପ୍ରୋତ ଭାବରେ ଜଡ଼ିତ ଥିବା ବିଶ୍ୱାସ କରାଯାଏ&nbsp;। <ref name=Lancet2012/> କେତେକ ପରିବାରରେ ଏହି ରୋଗ ବଂଶାନୁକ୍ରିମିକ ଚାଲେ । <ref name=NIH2014Def/> ଯାହାର ଆଟେନସନ ଡେଫିସିଟ ହାଇପରାଅକ୍ଟିଭିଟି ଡିଜର୍ଡର ([[attention deficit hyperactivity disorder]] ବା ADHD) ଥାଏ ଓ [[ଡିସକାଲକୁଲିଆ|ଅଙ୍କ କସିବା ସମସ୍ୟା]] ଥାଏ ସେମାନଙ୍କର ଏହି ରୋଗ ହେବା ଦେଖାଯାଏ ।<ref name=Lancet2012/> [[ମସ୍ତିଷ୍କ ଆଘାତ]], [[ସ୍ଟ୍ରୋକ୍]] ଓ [[ଡିମେନସିଆ]] ରୋଗରେ ମଧ୍ୟ ଅପ‌ପଠନ ସମସ୍ୟା ହୁଏ । <ref name="ninds1"/> [[ମସ୍ତିଷ୍କ]]ର ଭାଷା ସଂସାଧନ ପ୍ରକ୍ରିୟାରେ ସମସ୍ୟା ଥିଲେ ଏହା ହୁଏ । <ref name=NIH2014Def/> ପର୍ଯ୍ୟାୟକ୍ରମେ ସ୍ମୃତିଶକ୍ତି, ବନାନ, ଦେଖିବା ଶକ୍ତି ଓ ପଢ଼ିବା ଦକ୍ଷତା ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । <ref>{{cite web|url=http://www.nichd.nih.gov/health/topics/reading/conditioninfo/pages/diagnosed.aspx|title=How are reading disorders diagnosed?|publisher=National Institutes of Health|accessdate=15 March 2015}}</ref> ଏହା ସାଧାରଣ ପଠନ ସମସ୍ୟା, ଦୃଷ୍ଟି ସମସ୍ୟା ଓ [[ଶିକ୍ଷାଦାନ]] ସମସ୍ୟାଠାରୁ ପୃଥକ୍ । <ref name=Lancet2012/>
 
<!-- ଚକିତ୍ସା ଓ ରୋଗାନୁଶୀଳନ -->
ଲୋକର ଦରକାର ମୁତାବକ ଶିକ୍ଷା ପଦ୍ଧତି ବଦଳେଇ ଚିକିତ୍ସା କରାଯାଏ । <ref name="ninds1"/> ଏହିଦ୍ୱାରା ରୋଗ ଆରୋଗ୍ୟ ନ ହେଲେ ମଧ୍ୟ ଅସୁବିଧା ଗୁଡ଼ିକ କିଛି ପରିମାଣରେ ଦୂର ହୋଇଯାଏ । <ref>{{cite web|url=http://www.nichd.nih.gov/health/topics/reading/conditioninfo/pages/treatment.aspx|title=What are common treatments for reading disorders?|publisher=National Institutes of Health|accessdate=15 March 2015}}</ref> ଦୃଷ୍ଟି ଶକ୍ତି ନିମନ୍ତେ ଚିକିତ୍ସା ସଫଳ ହୁଏ ନାହିଁ । <ref name=Handler2011>{{cite journal|last1=Handler|first1=SM|last2=Fierson|first2=WM|last3=Section on|first3=Ophthalmology|last4=Council on Children with|first4=Disabilities|last5=American Academy of|first5=Ophthalmology|last6=American Association for Pediatric Ophthalmology and|first6=Strabismus|last7=American Association of Certified|first7=Orthoptists|title=Learning disabilities, dyslexia, and vision.|journal=Pediatrics|date=March 2011|volume=127|issue=3|pages=e818-56|pmid=21357342|doi=10.1542/peds.2010-3670}}</ref> ଅପ‌ପଠନ ରୋଗରେ ସବୁଠାରୁ ଅଧିକ ବିଦ୍ୟା ଶିକ୍ଷା ଅସୁବିଧା ହୁଏ,।<ref name="UmphredLazaro2013m">{{cite book|author1=Darcy Ann Umphred|author2=Rolando T. Lazaro|author3=Margaret Roller|author4=Gordon Burton|title=Neurological Rehabilitation|url=http://books.google.com/books?id=lVJPAQAAQBAJ&pg=PA383|year=2013|publisher=Elsevier Health Sciences|isbn=978-0-323-26649-9|page=383}}</ref> ଓ ଏହାଦ୍ୱାରା ୩ରୁ ୭ % ଲୋକ ପ୍ରଭାବିତ ହୁଅନ୍ତି । <ref name=Lancet2012/><ref name=Koo2013>{{cite book|last1=Kooij|first1=J. J. Sandra|title=Adult ADHD diagnostic assessment and treatment|date=2013|publisher=Springer|location=London|isbn=9781447141389|page=83|edition=3rd ed.|url=https://books.google.ca/books?id=JM_awX-mSPoC&pg=PA83}}</ref> ପୁରୁଷମାନଙ୍କର ରୋଗ ନିର୍ଣ୍ଣୟ ଅଧିକ ହେଲେ ମଧ୍ୟ<ref name=Lancet2012/> ଅନେକ ବିଶ୍ୱାସ କରନ୍ତି, ଏହା ପୁରୁଷ ଓ ମହିଳାମାନଙ୍କୁ ସମ ପରିମାଣରେ ହୁଏ । <ref name="UmphredLazaro2013m"/> ଏହି ରୋଗରେ ଲୋକସଂଖ୍ୟାର ୨୦ % ଲୋକଙ୍କର କେତେକ ଲକ୍ଷଣ ଥାଇପାରେ । <ref>{{cite web|url=http://www.nichd.nih.gov/health/topics/reading/conditioninfo/pages/risk.aspx|title=How many people are affected by/at risk for reading disorders?|publisher=National Institutes of Health|accessdate=15 March 2015}}</ref> ପୃଥିବୀରେ ସମସ୍ତ ସ୍ଥାନରେ ଏହି ରୋଗ ଦେଖାଯାଏ । <ref name=Lancet2012>{{cite journal|last1=Peterson|first1=RL|last2=Pennington|first2=BF|url=http://pediatrics.uchicago.edu/chiefs/DBP/documents/reading%20pdf/Dyslexia.Peterson.pdf |title=Developmental dyslexia.|journal=Lancet|date=26 May 2012|volume=379|issue=9830|pages=1997–2007|pmid=22513218|doi=10.1016/s0140-6736(12)60198-6}}</ref>
 
== ଆଧାର ==
"https://or.wikipedia.org/wiki/ଅପ‌ପଠନ"ରୁ ଅଣାଯାଇଅଛି