"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
{{Infobox person
|honorific_prefix = ପଦ୍ମଶ୍ରୀ
| name = ଡ଼ଃ ସତ୍ୟନାରାୟଣ ରାଜଗୁରୁ
| image =
| imagesize =
| alt =
| caption =
| birth_name = ପାରଳାଖେମୁଣ୍ଡି ,ଚିତ୍ରକାର ସାହି
| birth_name =
| birth_date = {{Birth date|df=y|1903|08|19}}
| birth_place = [[ପାରଳାଖେମୁଣ୍ଡି]], [[ଗଜପତି ଜିଲ୍ଲା]]
| death_date = {{Death date and age|df=y|1997|06|11|1903|08|19}}
| death_place = ପାରଳାଖେମୁଣ୍ଡି
| resting_place =
| occupation = ଐତିହାସିକ
| education = ସ୍ନାତକ (ଓଡ଼ିଆ, ସଂସ୍କୃତ ଓ ଇଣ୍ଡୋଲୋଜି)
| alma_mater = ବିଶାଖାପାଟଣା ବିଶ୍ୱବିଦ୍ୟାଳୟ
୨୫ କ ଧାଡ଼ି:
୧୯୪୭ ମସିହାରେ ସେ ଚାକିରି କ୍ଷେତ୍ରରେ ପ୍ରବେଶକରି ‘କଳିଙ୍ଗ ଐତିହାସିକ ଗବେଷଣା ସମିତି’ରେ ଯୋଗ ଦେଇଥିଲେ । ୧୯୫୦ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ‘[[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]’ର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଏପିଗ୍ରାଫିଷ୍ଟ ଦାୟିତ୍ୱ ସମ୍ଭାଳିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।<ref>{{cite web|title=EMINENT PERSONS|url=http://gajapati.nic.in/sonsofsoil/eminent%5Cemiperson.htm|accessdate=30 April 2014}}</ref>
ଉତ୍କଳ ସାହିତ୍ୟ, ସହକାର, ନବଭାରତ ପ୍ରଭୃତି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଛି । 'ଉତ୍କଳ ହିତୈଷିଣୀ' ନାମକ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ସେ କାର୍ଯ୍ୟ କରିଥିଲେ ।
 
==ପ୍ରକାଶିତ ପୁସ୍ତକ==
{{Multicol}}