"ମାଟିର ମଣିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୭ କ ଧାଡ଼ି:
}}
 
'''ମାଟିର ମଣିଷ''', ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite web|title=Matira Manisha (Two Brothers)|url=http://mrinalsen.org/matira_manisha.htm|publisher=mrinalsen.org|accessdate=8 July 2016}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । ଗୋପାଳକାଳିନ୍ଦୀ ଛୋଟରାୟଚରଣ ଏହି କଥାଚିତ୍ରଟିରଉପନ୍ୟାସର ଚିତ୍ରନାଟ୍ୟଚଳଚ୍ଚିତ୍ର ରଚନାରୂପାନ୍ତରଣ କରିଥିଲେପାଇଁ ବାବୁଲାଲ ଦୋଶୀଙ୍କ ପାଖରେ ସର୍ତ୍ତ ରଖିଥିଲେ ଯେ, [[ସତ୍ୟଜିତ ରାୟ]] କିମ୍ବା [[ମୃଣାଳ ସେନ]] ଏହାର ନିର୍ଦ୍ଦେଶନା କରନ୍ତୁ । ସତ୍ୟଜିତ ରାୟଙ୍କ ସମୟ ଅଭାବରୁ, ବାବୁଲାଲ ମୃଣାଳ ସେନଙ୍କୁ ଏହାର ନିର୍ଦ୍ଦେଶନା ପାଇଁ ବାଛିଥିଲେ ।<ref>{{cite web |title=ପରଦା 75 |url=http://archive.ph/W6IPV |website=ଦ ସଣ୍ଡେ ଇଣ୍ଡିୟାନ |accessdate=31 December 2018}}</ref> ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ନିର୍ଦ୍ଦେଶନାଚିତ୍ରନାଟ୍ୟ ଦେଇଥିଲେରଚନା କରିଥିଲେ <ref>{{cite journal |last1=ହାଲି |first1=ଦିଲୀପ |title=୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା |journal=ଉତ୍କଳ ପ୍ରସଙ୍ଗ |date=1 August 2006 |url=http://magazines.odisha.gov.in/utkalprasanga/August2006/oriyapdf/63-65.pdf |accessdate=28 August 2018}}</ref><ref>{{cite journal |last1=ହାଲି |first1=ଦିଲୀପ |title=ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ |journal=ଉତ୍କଳ ପ୍ରସଙ୍ଗ |date=1 January 2008 |url=http://magazines.odisha.gov.in/utkalprasanga/2008/jan-2008/oriyapdf/22-24.pdf |accessdate=28 August 2018}}</ref> ଏହି ଚଳଚ୍ଚିତ୍ରଟି ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବମାନଙ୍କରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଥିଲା ।
 
== ଅଭିନୟ ==