"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ବିଶ୍ବନାଥ କରରୁ ବିଶ୍ୱନାଥ କରକୁ ଘୁଞ୍ଚାଇଲେ: Bot: Moved page
ଟିକେ Bot: Automated text replacement (-ମ୍ୱ +ମ୍ବ)
୪୬ କ ଧାଡ଼ି:
{{Rquote|center|ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ । ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।|ବିଶ୍ୱନାଥ କର<ref name="sambad"/>}}
 
[[ବଙ୍ଗଭଙ୍ଗ]] କାଳୀନ ଆନ୍ଦୋଳନ, ଓଡ଼ିଶା ବ୍ୟବସ୍ଥାପକ ସଭା, ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଭାସମିତିରେ ସେ ଭାଷଣ ଦେଇଥିଲେ । [[ରବୀନ୍ଦ୍ର ନାଥ ଠାକୁର]] ଏବଂ [[ରାମାନନ୍ଦ ଚଟ୍ଟୋପାଧ୍ୟାୟ]] ବିଶ୍ୱନାଥଙ୍କ ବଙ୍ଗଭଙ୍ଗକାଳୀନ ଭାଷଣରେ ମୁଗ୍ଧ ହୋଇ ତାଙ୍କୁ "ଉତ୍କଳର ସୁରେନ୍ଦ୍ର ନାଥ' ବୋଲି ସମ୍ୱୋଧିତସମ୍ବୋଧିତ କରିଥିଲେ । ବ୍ରିଟିଶ ସରକାର ପ୍ରଦତ୍ତ "ରାୟ ସାହେବ' ଉପାଧିକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।<ref name="sambad"/>
 
୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା ।<ref name="sambad"/>