"କେନ୍ଦରା ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Ssgapu22 Kendara Gita ପୃଷ୍ଠାଟି କେନ୍ଦରା ଗୀତକୁ ଲେଉଟାଇଲେ
ଟିକେ Bot: Automated text replacement (-ମ୍ୱ +ମ୍ବ)
୪ କ ଧାଡ଼ି:
 
==କେନ୍ଦରା ତିଆରି ପ୍ରଣାଳୀ==
ମୁଖ୍ୟତଃ କେନ୍ଦରା ତିଆରି କରିବା ପାଇଁ ଗୋଟିଏ ଶୁଖିଲା ନଡ଼ିଆ ଷଢ଼େଇର ଆବଶ୍ୟକ ହୋଇଥାଏ ଯାହାର ଖୋଲା ଅଂଶକୁ ଗୋଧି ଚମଡ଼ାଦ୍ୱାରା ଘେରାଯାଇ ବନ୍ଦ କରାଯାଏ । ଏହି ଷଢ଼େଇରେ ଗୋଟିଏ କ୍ଷୁଦ୍ର କଣାଟିଏ କରି ବାଉଁଶଟିଏ ଯୋଡ଼ାଯାଏ ଏବଂ ଘୋଡ଼ାକେଶକୁ ସୂତା ଭାବରେ ବ୍ୟବ‌ହାର କାରଯାଇଥାଏ । ଅନ୍ୟ ଏକ ଘୋଢ଼କେଶକୁ ଶକ୍ତ କରି ବାଉଁଶକାଠି କିମ୍ୱାକିମ୍ବା ଅନ୍ୟ କୌଣସି ବସ୍ତୁରେ ଧନୁ ଆକରରେ ବନ୍ଧାଯାଏ ଏବଂ ସେହି ଧନୁ ଆକରରେ ବନ୍ଧାଯାଇଥିବା ଘୋଡ଼ାକେଶକୁ କେନ୍ଦରରେ ଲାଗିଥିବା ଘୋଡ଼ାକେଶ ଉପରେ ଘସିଲେ ସେଥିରୁ ଏକ କରୁଣ ସ୍ୱର ବାହାରିଥାଏ ।<ref>{{cite news|title=ସ୍ୱର ଆଉ ଶୁଭୁନାହିଁ|url=http://epaper.prameyanews.com/59991-5049498-1-article.html|accessdate=18 July 2016|newspaper=[[ପ୍ରମେୟ]]|archiveurl=http://epaper.prameyanews.com/archives.aspx?editioncode=9|archivedate=22 May 2016|location=[[ଭୁବନେଶ୍ୱର]]|page=୪|pages=୩|language=[[ଓଡ଼ିଆ]]}}</ref>
 
==ବ୍ୟବ‌ହାର==