"ଓଁକାରେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ପୃଷ୍ଠାଟିକୁ ଓଁକାରେଶ୍ବରରୁ ଓଁକାରେଶ୍ୱରକୁ ଘୁଞ୍ଚାଇଲେ: Bot: Moved page
ଟିକେ Bot: Automated text replacement (-ମ୍ୱ +ମ୍ବ)
୩୫ କ ଧାଡ଼ି:
 
'''ଓଁକାରେଶ୍ୱର''', ଦ୍ୱାଦଶ [[ଜ୍ୟୋତିର୍ଲିଙ୍ଗ]] ମଧ୍ୟରେ ଅନ୍ୟତମ । [[ମଧ୍ୟ ପ୍ରଦେଶ]]ର [[ନର୍ମଦା ନଦୀ]] ମଧ୍ୟସ୍ଥଳରେ ଓଁ ଆକାରର ମାନ୍ଧାତା ନାମକଏକ ଦ୍ୱୀପରେ ବିରାଜମାନ।
==କିମ୍ବଦନ୍ତୀ==
==କିମ୍ୱଦନ୍ତୀ==
ଏହି ଦ୍ୱୀପଟିର ଆକାର ଦେଖିବାକୁ ହିନ୍ଦୁଧର୍ମର ଓଁ ପ୍ରତୀକ ପରି । ଖାସ ସେଇଥିପାଇଁ ଏହା ମଧ୍ୟରେ ଥିବା ସହରଟିର ନାମ ଓଁକାରେଶ୍ୱର ରଖାଯାଇଥିଲା । ତା'ଛଡା ଏଠାରେ ଯେଉଁ ମୂଖ୍ୟ ଶୈବ ମନ୍ଦିର ରହିଛି , ତାହାର ନାମ ମଧ୍ୟ ଓଁକାରେଶ୍ୱର ରଖାଯାଇଛି । ତେବେ ଏଠାରେ ଅମକାରେଶ୍ୱର ନାମରେ ଆଉ ଏକ ଶୈବପୀଠ ମଧ୍ୟ ରହିଛି ।
==ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ==