"ଥୋମାସ ଆଲଭା ଏଡ଼ିସନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Bot: Automated text replacement (-ଲ୍ୱ +ଲ୍ବ)
୨୩ କ ଧାଡ଼ି:
[[File:A day with Thomas A. Edison.webm|thumb|thumbtime=1|upright=1.1| ''A Day with Thomas Edison'' (1922)]]
 
'''ଥୋମାସ ଆଲଭା ଏଡ଼ିସନ'''({{lang-en|Thomas Alva Edison}}) (ଫେବୃଆରୀ ୧୧, ୧୮୪୭ – ଅକ୍ଟୋବର ୧୮, ୧୯୩୧) ଜଣେ [[ଯୁକ୍ତରାଷ୍ଟ୍ର ଆମେରିକା|ଆମେରିକୀୟ]] ଉଦ୍ଭାବକ, ବୈଜ୍ଞାନିକ ଓ ବାବସାୟୀ ଥିଲେ । ସେ ଅନେକ ଯନ୍ତ୍ର ବାହାର କରିଥିଲେ ଯାହାକି ସାରା ବିଶ୍ୱଜୀବନକୁ ବହୁତ ପ୍ରଭାବିତ କରିଥିଲା । ଫୋନୋଗ୍ରାଫ , ଚଳଚ୍ଚିତ୍ର କ୍ୟାମେରା , ବହୁତ ଦିନ ଚାଲିପାରୁଥିବା ବିଦ୍ୟୁତ ବଲ୍ୱବଲ୍ବ ଇତ୍ୟାଦି ତାଙ୍କରି ଅବଦାନ<ref>[http://www.thomasedison.com/Inventions.htm ଥୋମାସ ଏଡିସନଙ୍କ ଉଦ୍ଭାବନ ସମୂହ]</ref> । ଜଣେ ଖବରକାଗଜ ସାମ୍ବାଦିକ ତାଙ୍କୁ ମେନଲୋପାର୍କର (ଏବେ ଏଡ଼ିସନ, ନିଉ ଜର୍ସି) ଯାଦୁକର ଭାବେ ସମ୍ବୋଧନା କରିଥିଲେ । ସେ ପ୍ରଥମ ଉଦ୍ଭାବକ ଥିଲେ ଯିଏକି ସମୂହ ଉତ୍ପାଦନର ତତ୍ତ୍ୱ (the principles of mass production) ଓ ବହୁ ପରିମାଣରେ ଏକତ୍ର କାମ କରି(large-scale teamwork) ଉଦ୍ଭାବନ କରିବା ସୂତ୍ର ବ୍ୟବହାର କରିଥିଲେ । ଏଣୁ ତାଙ୍କୁ ପ୍ରଥମ ଶିଳ୍ପ ଭିତ୍ତିକ ଗବେଷଣାଗାରର ନିର୍ମାତା ବୋଲି ମଧ୍ୟ କୁହାଯାଏ । <ref>[http://www.time.com/time/specials/packages/article/0,28804,1910417_1910419_1910460,00.html Walsh, Bryan. "The Electrifying Edison." Web: ''Time'' July 5, 2010]</ref>