"ଓଡ଼ିଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{under construction}}
[[File:Odissi dancer.jpg|thumb|୫୦୦px|right||ଓଡ଼ିଶିଓଡ଼ିଶୀ ନାଚ]]
 
<big>'''<big>ଓଡ଼ିଶୀ</big>'''<big> [[ଭାରତ]]ର ଆଠଟି [[ଶାସ୍ତ୍ରିୟ ନାଚ]] ଭିତରୁ ଗୋଟିଏ । ଏହା [[ଓଡ଼ିଶା]]ରୁ ଜନମଜନ୍ମ ଲାଭ କରିଛି । ପୁରାତନ ତତ୍ୱ ଅନୁସାରେ ଏହା ଭାରତର ଜିବନ୍ତ ନାଚକଳାନୃତ୍ୟକଳା ଭିତରୁ ଗୋଟିଏ ।</big> <ref>http://www.dancesofindia.co.in/classic-dances-india/odissi.html</ref><ref>http://odissi.itgo.com/</ref><big> [[ନାଟ୍ୟ ଶାସ୍ତ୍ର]], ଭାରତିୟଭାରତୀୟ ନାଚକଳାରନୃତ୍ୟକଳାର ପୋଥି ଏହାକୁ ''ଓଡ୍ର-ମାଗଧି'' ବୋଲି କହେ ୧କପ୍ରଥମ ଖ୍ରିଷ୍ଟପୁର୍ବଖ୍ରିଷ୍ଟପୂର୍ବ ବେଳକୁ [[ଭୁବନେଶ୍ୱର]] ର [[ଖଣ୍ଡଗିରି]] ଓ [[ଉଦୟଗିରି]] ଠାରେ ଓଡ଼ିଶିଓଡ଼ିଶୀ ଏକ ଉନ୍ନତ ନାଚକଳାନୃତ୍ୟକଳା ପରିଣତ ହୋଇସାରିଥିଲା ଯାହା ତାର ପୁରୁଣାପଣକୁ ପ୍ରମାଣିତ କରେ । ପରାଧିନ ଭାରତରେ ଫିରିଁଗି ମାନଙ୍କ ଦେଇ ଏହା କିଛି ପରିମାଣରେ ଦବିଯାଇଥିଲେ ହେଁ ସ୍ଵାଧିନତା ପରେ ଓଡ଼ିଶିଓଡ଼ିଶୀ ପୁଣି ତାର ଆଗର ଗଉରବ ଫେରିପାଇଥିଲା ।</big>
 
<big>ଏହାର ''<!-- [[ତ୍ରିଭଙ୍ଗିତ୍ରିଭଙ୍ଗୀ ଠାଣି|ତ୍ରିଭଙ୍ଗିତ୍ରିଭଙ୍ଗୀ ଠାଣି]] -->'' ବା ଦେହର ତିନୋଟି ଅଙ୍ଗ, ମୁଣ୍ଡ, ଛାତି ଓ ଅଁଟାରଅଣ୍ଟାର ସ୍ଵାଧିନ ଗତି ଏହାକୁ ବାକି ବାକି ଭାରତିୟଭାରତୀୟ ନାଚ ଠାରୁ ପୁରାପୁରି ନିଆରା କରି ଗଢ଼ିତୋଳିଛି</big> ।<ref><big>[http://chandrakantha.com/articles/indian_music/nritya/odissi.html ୨୦୦୮ର୍ଡେଏ ଭିଡି କଟିନିଙ୍କ ଏକ ଲେଖା]</ref><ref name="hi">{{cite book|last=ସେହେଗାଲ|first=ସୁନିଳ |title=ହିନ୍ଦୁଧରମରହିନ୍ଦୁଧର୍ମର ଭାଷାକୋଷ: (H - Q).|url=http://books.google.co.in/books?id=wNQ82_yYeK8C&pg=PA868&dq=Tribhanga&hl=en&ei=zDW_TOrnLY2ycaXx4PIN&sa=X&oi=book_result&ct=result&resnum=9&ved=0CEcQ6AEwCA#v=onepage&q=Tribhanga&f=false|year=1999|publisher=Sarup & Sons|isbn=8176250643|page=868}}</ref> ଆଉ ମୌଳିକ ଚଉକୋଣ ନାଚକୁ ''ଚଉକା'' କୁହାଯାଏ ।</big>
 
===ଆରମ୍ଭ ଓ ଇତିହାସ===
[[File:Temple-Jagannath.jpg|thumb|୫୦୦px|[[ଜଗନ୍ନାଥ ମନ୍ଦିର]] ନିତିରେ ଓଡ଼ିଶିଓଡ଼ିଶୀ]]
<big>[[ଖାରବେଳ]]ଙ୍କ ସମୟରେ ଅଙ୍କାଯାଇଥିବା [[ଉଦୟଗିରି]]ର ମଞ୍ଚପୁରି ଗୁଁଫାରେଗୁମ୍ଫାରେ ସବୁଠୁ ପୁରୁଣା ଓଡ଼ିଶିଓଡ଼ିଶୀ ନାଚର ଚିତ୍ରଛବି ଦେଖିବାକୁ ମିଳିଥାଏ । ନାରିନାରୀମାନଙ୍କ ବାଦ୍ୟଯନ୍ତ୍ର ବାଜଣା ସହ ଓଡ଼ିଶିଓଡ଼ିଶୀ ନର୍ତକିମାନଙ୍କରନର୍ତକୀମାନଙ୍କର ନାଚକୁ ଖାରବେଳ ଉପଭୋଗ କରୁଥିଲେ । ତେଣୁ ଆରମ୍ଭରେ ଏହା ଧରମଧର୍ମ ସହ ଯୋଡ଼ା ନଥିଲା, ପରେ ଏହା ମନ୍ଦିର ଚଳଣିରେ ଯୋଡ଼ିହେଲା । [[ଜଗନ୍ନଥ ମନ୍ଦିର]]ରୁ ପ୍ରଥମେ ଆରମ୍ଭ କରି ତା ପରେ ବାକି ଶିବ ଓ ବିଷ୍ନୁ ମନ୍ଦିର ମାନଙ୍କରେ ଆରମ୍ଭ ହେଲା । ଗୋଟିଏ ପୁରୁଣା ପୋଥି ଦେବଦାସିମାନେଦେବଦାସୀମାନେ ଜୈନ ଓ ବଉଧବୌଧ ସଁଘସଙ୍ଘ ମାନଙ୍କରେ ନାଚିବାର ପ୍ରମାଣ ଦିଏ । ଓଡ଼ିଶିଓଡ଼ିଶୀ, ପ୍ରଥମେ ମନ୍ଦିର ମାନଙ୍କରେ 'ମାହାରି' ମାନେ ନିଜ ଜୀବନ ଭଗବାନଙ୍କ ପାଖରେ ଅର୍ପଣ କରିବାର ଚଳଣି ଆରମ୍ଭ କରିଥିଲେ ଯାହା ଓଡ଼ିଶାର ମନ୍ଦିର କାନ୍ଥରେ ଥିବା ମୁରତିରୁମୂର୍ତ୍ତୀରୁ ଜଣାପଡ଼େ ।<ref name="nadanam.com">[http://www.nadanam.com/odissi/o_index.htm ଓଡ଼ିଶିଓଡ଼ିଶୀ]</ref>
ଖ୍ରିଷ୍ଟପୁର୍ବ ୨କରଦ୍ଵିତୀୟର ଓଡ଼ିଶିରଓଡ଼ିଶୀର ଇତିହାସ [[ଉଅଦୟଗିରିଉଦୟଗିରି]]ର ରାଣିଗୁଁଫାରୁରାଣୀଗୁମ୍ଫାରୁ ମିଳିଥିବା ପୋଥିରୁ ଜଣାଯାଏ । ତେଣୁ ଇତିହାସ, ରିତିନିତିରିତିନୀତି ଓ ଚଳଣିକୁ ଆଖିରେ ରଖି ଓଡ଼ିଶିକୁଓଡ଼ିଶୀକୁ ସବୁଠୁ ପୁରୁଣା ଶାସ୍ତ୍ରିୟଶାସ୍ତ୍ରୀୟ ନାଚର ମାନ୍ୟତା ଦିଆଯାଏ । ନାଟ୍ୟ ଶାସ୍ତ୍ରରେ ବି '''ଓଡ୍ର ମାଗଧିକୁମାଗଧି'''କୁ ଗୁରୁତଗୁରୁତ୍ତ୍ଵ ଦିଆଯାଇଛି ଆଉ ଓଡ୍ର ଓଡ଼ିଶାକୁ ହିଁ ସୁଚାଏସୂଚାଏ ।<ref>http://www.nadanam.com/odissi/o_history.htm</ref>
 
===ମନ୍ଦିର ଇତିହାସ===
ଖ୍ରିଷ୍ଟପୁର୍ବ ୨କ ଶତାବ୍ଦିରେଶତାବ୍ଦୀରେ ତିଆରି [[ଭୁବନେଶ୍ୱର]]ରେ ଥିବା [[ଖଣ୍ଡଗିରି]] ଓ [[ଉଦୟଗିରି]] ସେତେବେଳର ରଜାସମ୍ରାଟ [[ଖାରବେଳ]]ଙ୍କ ଦେଇଦ୍ଵାରା ତିଆରି କରାଯାଇଥିଲା । ଗବେଷାଳିମାନେଗବେଷକମାନେ କହନ୍ତି ଗୁମ୍ଫାରେ ଅଙ୍କାଯାଇଥିବା ହେତୁ ଓ ଅନେକ ସେହିଭଳି ପୁରୁଣା ପ୍ରମାଣ ମିଳୁଥିବାରୁ ଓଡ଼ିଶିଓଡ଼ିଶୀ ସବୁଠୁ ବେଶି ପୁରୁଣା ନାଚକଳାନୃତ୍ୟକଳା । [[କୋଣାରକକୋଣାର୍କ]] ଓ [[ବ୍ରହ୍ମେଶ୍ଵର]] ମନ୍ଦିର କାନ୍ଥରେ ଅଙ୍କା ଚିତ୍ରରେ ବି ନାଚୁଥିବା ଓଡ଼ିଶିଓଡ଼ିଶୀ ନର୍ତକ ଓ ନର୍ତକି ଦେଖିବାକୁ ମିଳନ୍ତି ।<ref>http://www.jagannatha.net/dance.html</ref>
 
୬କଷଷ୍ଠ-୯କନବମ ଶତାବ୍ଦିରେ ତିଆରି ହୋଇଥିବା ବଉଧବୌଧ କିରତିକୀର୍ତ୍ତି, [[ଯାଜପୁର]]ର [[ରତନଗିରି]]ରେ ଥିବା ପାହାଡ଼ରେ ଏବେକାର ଓଡ଼ିଶିଓଡ଼ିଶୀ ସହ ସମାନତା ଥିବା ନାଚ ଉପରେ ଅଙ୍କାଯାଇଥିବା ଚିତ୍ର ଦେଖିବାକୁ ମିଳେ ।
 
ହିରାପୁରର [[ଚଉଷଠି ଯୋଗିନି ମନ୍ଦିର]] ଭଳି [[ତନ୍ତ୍ର]] ମନ୍ଦିର ମାନଙ୍କରେ ଥିବା ଯୋଗିନିମାନେ ଯେଉଁ ମୁଦ୍ରାରେ ଅଛନ୍ତି ସେସବୁ ଏବେକାର ଓଡ଼ିଶିରଓଡ଼ିଶୀର ଇତିହାସ ଜାଣିବାରେ ସାହାଜ୍ୟ କରେ ।
 
ଓଡ଼ିଶିଓଡ଼ିଶୀ, ଓଡ଼ିଶାର ଶିବ, ବିଷ୍ଣୁ ଓ ବାକି ମନ୍ଦିର (କୋଣାରକର[[କୋଣାର୍କ]]ର ସୁର୍ଯ୍ୟ ମନ୍ଦିର)ରେ ଥିବା ଅଗଣିତ ମୁରତିରେମୂର୍ତ୍ତିରେ ଦେଖିବାକୁ ମିଳେ ।</big>
 
[[File:Rahul-acharya.jpg|thumb|୫୦୦px|right||ରାହୁଳ ଆଚାର୍ଯ୍ୟଙ୍କ ଓଡ଼ିଶିଓଡ଼ିଶୀ ମୁଦ୍ରା]]
 
==ରେଫେରେଁସ==
୨୬ କ ଧାଡ଼ି:
 
==ବାହାର ଲିଁକ==
*[http://www.dmoz.org/Arts/Performing_Arts/Dance/Classical_Indian/Odissi/ ଓଡ଼ିଶିଓଡ଼ିଶୀ] ଖୋଲା ଡାଇରେକ୍ଟୋରି
*[http://www.narthaki.com ଭାରତିୟଭାରତୀୟ ଶାସ୍ତ୍ରିୟ ପୋଟାଲ]
*[http://www.olywa.net/ratna-david/home.htm ମାହାରି ଓ ଗୋଟିପୁଅ ଚଳଣି]
*[http://orissagov.nic.in/e-magazine/Orissareview/2008/May-2008/engpdf/The_Story17-19.pdf ଓଡ଼ିଶିରଓଡ଼ିଶୀର ଇତିହାସ]
*[http://www.odissivilas.org/costumes.htm ଓଡ଼ିଶିଓଡ଼ିଶୀ ନାଚର ଠାଣି]
*[http://www.nadanam.com/odissi/o_index.htm ଓଡ଼ିଶିରଓଡ଼ିଶୀର ଐତିହାସିକ ଭୁଇଁ]
*[http://www.dancecostumesandjewelry.com ଓଡ଼ିଶିଓଡ଼ିଶୀ ନାଚର ଗହଣା]
*[http://www.gotipua.com ଗୋଟିପୁଅ ନାଚ ଗୁରୁକୁଳ]
*[http://www.swapnokalpa.com/pages.asp?menuid=13 ଓଡ଼ିଶିଓଡ଼ିଶୀ ଅନଲାଇନ]
 
{{ଓଡ଼ିଶାର ନାଚ}}
[[ବିଭାଗ:ନାଚ]]
 
 
[[bn:ওড়িশি]]
"https://or.wikipedia.org/wiki/ଓଡ଼ିଶୀ"ରୁ ଅଣାଯାଇଅଛି