"୫ ଫେବୃଆରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୪ କ ଧାଡ଼ି:
 
== ଘଟଣାବଳୀ ==
*୧୮୧୭ – [[ଆମେରିକା]]ରେ ପ୍ରଥମ ଥର [[କୋଇଲା]] ଗ୍ୟାସରେ ବତୀ ପ୍ରଜ୍ଜ୍ବଳିତପ୍ରଜ୍ଜ୍ୱଳିତ
*୧୯୦୦ – ଆମେରିକା ଓ [[ବ୍ରିଟେନ]] ମଧ୍ୟରେ ପାନାମା କେନାଲ ଚୁକ୍ତି ସ୍ବାକ୍ଷରସ୍ୱାକ୍ଷର
*୧୯୩୭ – ପ୍ରଥମ ଥର [[ଚାର୍ଲି ଚାପଲିନ]] ଅଭିନୀତ କଥାଚିତ୍ର (କଥାକୁହା ସିନେମା) ମୁକ୍ତିଲାଭ କରିଥିଲା ।
*୧୯୭୧ – ମହାକାଶ ଯାନ ଆପୋଲୋ-୧୪ ଅଭିଯାନରେ ମହାକାଶଚାରୀ [[ଚନ୍ଦ୍ର]]ରେ ପାଦ ଦେଲେ ।
୧୨ କ ଧାଡ଼ି:
* [[୧୯୩୪]] – [[ରୋହିଦାସ ସିଂ ନାଗ]], ମୁଣ୍ଡାରୀ ଭାଷାର ଲିପି ମୁଣ୍ଡାରୀବାନିର ସ୍ରଷ୍ଟା (ମୃତ୍ୟୁ: ୩୦ ଡିସେମ୍ବର, ୨୦୧୨)
* [[୧୯୭୬]] – [[ଅଭିଷେକ ବଚ୍ଚନ]], ଭାରତୀୟ ଚଳଚ୍ଚିତ୍ର ଅଭିନେତା।
* [[୧୯୯୦]] – [[ଭୁବନେଶ୍ବରଭୁବନେଶ୍ୱର କୁମାର]], ଭାରତୀୟ କ୍ରିକେଟ ଖେଳାଳି
 
== ମୃତ୍ୟୁ ==
* [[୧୯୦୫]] – [[ରାଧାକୃଷ୍ଣ ବିଶ୍ୱାସରାୟ]], ସ୍ବାଧୀନସ୍ୱାଧୀନ ସଂଗ୍ରାମୀ ଓ ରାଜନେତା (ଜନ୍ମ: ୫ ମାର୍ଚ୍ଚ ୧୯୦୫)
* [[୧୯୯୯]] – [[ଇନ୍ଦ୍ରାଣୀ ରହମାନ]], ପଦ୍ମଶ୍ରୀ ସମ୍ମାନିତ ଭାରତୀୟ ଶାସ୍ତ୍ରୀୟ ନର୍ତ୍ତକୀ (ଜନ୍ମ: ୧୯ ସେପ୍ଟେମ୍ବର ୧୯୩୦)
== ପର୍ବପର୍ବାଣୀ ==
୨୬ କ ଧାଡ଼ି:
 
[[ଶ୍ରେଣୀ:ଫେବୃଆରୀ]]
[[ଶ୍ରେଣୀ:ବଟଦ୍ବାରାବଟଦ୍ୱାରା ତିଆରି ତାରିଖ ଲେଖା]] <!--ଏହି ଶ୍ରେଣୀକୁ ବଦଳେଇବା ପୂର୍ବରୁ ଆଲୋଚନା କରନ୍ତୁ-->