"୧ (ସଂଖ୍ୟା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବ/ୱ ଫଳା ବଦଳ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
ଟିକେ (ବ/ୱ ଫଳା ବଦଳ)
 
ଏକ (୧) ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ପ୍ରଥମ ତଥା ଦୁଇ([[୨ (ସଂଖ୍ୟା)|୨]])ର ପୂର୍ବବର୍ତ୍ତୀ ସଂଖ୍ୟା । ଏହା ଏକକ ପରିମାପର ପରିପ୍ରକାଶ । ଯେ କୌଣସି ସଂଖ୍ୟାକୁ ଏହି ସଂଖ୍ୟା (୧)ଦ୍ୱାରା [[ଗୁଣନ]] କଲେ ମୂଳ ସଂଖ୍ୟାର ମୁଲ୍ୟ ଅପରିବର୍ତ୍ତନୀୟ ରହୁଥିବାରୁ ଏହା ଗୁଣନାତ୍ମକ ଅଭେଦ (ଆଇଡେଣ୍ଟିଟି) ଭାବେ ମଧ୍ୟ ପରିଚିତ ।<ref name="coolmath">{{cite web|title=The Multiplicative Identity Property|url=http://www.coolmath.com/prealgebra/06-properties/08-properties-multiplicative-identity-01|accessdate=8 June 2018}}</ref>
== ଗାଣିତିକ ଧର୍ମ ==
* ୧ ହେଉଛି ସେହି ସ୍ବତଂତ୍ରସ୍ୱତଂତ୍ର ସଂଖ୍ୟା ଯାହା [[ମୌଳିକ ସଂଖ୍ୟା]] ନୁହଁ କି [[ଯୌଗିକ ସଂଖ୍ୟା]] ନୁହଁ ।
* ୧ ହେଉଛି ଏକ ମାତ୍ର ସଂଖ୍ୟା ଯାହାର ବର୍ଗ ଓ ବର୍ଗମୂଳ ସେହି ୧ । ୧ର ଯେ କୌଣସି ଘାତ ନେଲେ ବି ସେହି ଘାତାଙ୍କ ରାଶିର ମୂଲ୍ୟ ସର୍ବଦା ୧ ହୁଏ ।
* ୦ ବ୍ୟତୀତ ଯେ କୌଣସି ସଂଖ୍ୟାକୁ ସେହି ସଂଖ୍ୟାରେ ଭାଗ କଲେ ଭାଗଫଳ ସର୍ବଦା ୧ ମିଳେ ।
* ଗଣନ ସଂଖ୍ୟା ସେଟରେ ୧ ହେଉଛି ଏକମାତ୍ର ଗଣନ ସଂଖ୍ୟା ଯାହାର ପୂର୍ବବର୍ତ୍ତୀ ସଂଖ୍ୟା ନାହିଁ ।<ref name="mooc">{{cite web|title=ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା|url=http://mooc.nios.ac.in/mooc/pluginfile.php?file=/13875/course/summary/504%20Unit%20-%205%20A%20FINAL.pdf|publisher=National Institute of Open Schooling|accessdate=12 June 2018}}</ref>
 
== ଅଙ୍କ ଜ୍ୟୋତିଷରେ ମହତ୍ତ୍ବମହତ୍ତ୍ୱ ==
* ୧ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୧,୧୦,୧୯,୨୮) ଦୃଢମନା ତଥା ସୃଜନଶୀଳ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ବାସବିଶ୍ୱାସ କରାଯାଏ ।<ref name="Numerology">{{cite book|last=Uppal|first=Jagajit|title=Cheiro's NUMEROLOGY & ASTROLOGY|publisher=Orient Paperbacks|pages=34}}</ref>
 
== ବିବିଧ ବିଶେଷତ୍ବବିଶେଷତ୍ୱ ==
* ଶ୍ରେଷ୍ଠ ଅର୍ଥରେ ୧(ପ୍ରଥମ)ର ବ୍ୟବହାର ସର୍ବମାନ୍ୟ ।
 
୩୭,୪୭୯

ଗୋଟି ସମ୍ପାଦନା