"ହୀରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ବ/ୱ ଫଳା ବଦଳ
୪୧ କ ଧାଡ଼ି:
 
 
ପୃଥିବୀ ଗହ୍ବରରେଗହ୍ୱରରେ ପ୍ରବଳ ଚାପ ଓ ତାପଦ୍ୱାରା ହୀରା ତିଆରି ହୁଏ । ଅତି ଚାପ ଓ ତାପ ଯୋଗୁ ଏହା ତରଳରେ ପରିଣତ ହୋଇ ଆଗ୍ନେୟ ଉଦ୍ଗିରଣରେ ଭୂପୃଷ୍ଠକୁ ଆସେ ଓ ହୀରା ସ୍ପଟିକରେ ପରିଣତ ହୁଏ । (ତେଣୁ ହୀରା ଏକ ଆଗ୍ନେୟ ଶିଳା ।) ବେଳେବେଳେ ମାଗ୍ମା ସହିତ ହୀରା ଅଗ୍ନେୟଗିରିର ଉପରକୁ ଚାଲିଆସେ । ଆଗ୍ନେୟ ଉଦ୍ଗିରଣର ଅନେକ ଦିନ ପରେ ଲୋକେ ହୀରା ପାଆନ୍ତି । କେତେବେଳେ ହୀରା ଭୂମି ଉପରେ ମଧ୍ୟ ମିଳେ । କିନ୍ତୁ ଦକ୍ଷିଣ ଆଫ୍ରିକା ପରି ସ୍ଥାନରେ ଖଣି ଖୋଳିଲା ପରେ ହୀରା ମିଳେ । ହୀରା ପ୍ରଥମେ ଭାରତରେ ମିଳିଥିଲା ।
 
== ଆଧାର ==
"https://or.wikipedia.org/wiki/ହୀରା"ରୁ ଅଣାଯାଇଅଛି