"ହଳଦିଆ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ବ/ୱ ଫଳା ବଦଳ
୫୯ କ ଧାଡ଼ି:
 
==ଭୌତିକ ବୈଶିଷ୍ଟ==
ଚୀନ ଏକ୍ସପ୍ଲୋରେସନ ଆଣ୍ଡ ରିସର୍ଚ ସୋସାଇଟି ଅନୁସାରେ, ହଳଦିଆ ନଦୀର ସ୍ରୋତ ପୂର୍ବୀ କୂଳ ନିକଟ 34° 29' 31.1" N, 96° 20' 24.6" E ୟୁସୁ ତିବ୍ବତତିବ୍ୱତ ସ୍ୱାୟତ୍ତ ପ୍ରାନ୍ତର ବାୟାନ ହର ପର୍ବତରେ ହୋଇଥାଏ । କିଙ୍ଗହାଇର ବାୟାନହର ପର୍ବତରେ ଗୁଆଲୁଓ ତିବ୍ବତୀତିବ୍ୱତୀ ସ୍ୱାୟତ ପ୍ରାନ୍ତର ପଶ୍ଚୀମ ପଟେ ଗିୟରିଙ୍ଗ ଲେକ ଏବଂ ନୋଜୋରିଙ୍ଗ ଝରଣା ସ୍ରୋତ ପ୍ରଧାନତମ ହୋଇଥାଏ । ଗାଂସୁ ଷିତ ସୀମାରେ ଜୋଜିଜ ବେସିନରେ , ଉତ୍ତର-ପଶ୍ଚିମ ଏବଂ ପୂର୍ବୋତ୍ତର, ଦକ୍ଷୀଣ ଆଡକୁ ଯିବାଦ୍ୱାରା ଓର୍ଡସ ଲୁପ ତିଆରି ପୂର୍ବରୁ, ଏବଂ ପୁନଶ୍ଚ ପୂର୍ବରେ ଉତ୍ତରୀ ଚୀନ ବୋହାଇ ସାଗର ପାଇଁ, ଜଳ ନିକାସୀ ବେସିନର ଜଳ ବାହାର କରିବା {{convert|752443|km²|sp=us|0}} ଯାହା ୧୪୦ ମିଲିୟନ ଲୋକ ମାନଙ୍କୁ ପିଇବା ପାଇଁ ପାଣି ପୋଷଣ କରିଥାଏ ।
 
==ସଂସ୍କୃତିରେ==