"ସ୍ୱରୂପ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Jnanabot ସ୍ଵରୂପ ନାୟକ ପୃଷ୍ଠାଟି ସ୍ବରୂପ ନାୟକକୁ ଲେଉଟାଇଲେ: ଵ
ଟିକେ ବ/ୱ ଫଳା ବଦଳ
୨୬ କ ଧାଡ଼ି:
|footnotes =
}}
'''ସ୍ବରୂପସ୍ୱରୂପ ନାୟକ''' (ଜନ୍ମ ୮ ଫେବୃଆରୀ ୧୯୪୭),<ref>{{cite news|url=http://www.dharitri.com/Bhubaneswar/040116/p11.htm|accessdate=4 January 2016|newspaper=ଧରିତ୍ରୀ ୦୪/୦୧/୨୦୧୬ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧}}</ref> ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା । ଓଡ଼ିଆ ଅଭିନେତ୍ରୀ [[ପାର୍ବତୀ ଘୋଷ]] ତାଙ୍କ ଭଉଣୀ ଓ ଓଡ଼ିଆ କଥାଚିତ୍ର ସଙ୍ଗୀତକାର [[ସାରଦା ପ୍ରସନ୍ନ ନାୟକ]]ତାଙ୍କ ଭାଇ ।
 
== କଥାଚିତ୍ର ଜୀବନ ==
ସ୍ବରୂପସ୍ୱରୂପ, ମୋଟ ୪୧ଟି ଓଡ଼ିଆ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ୧୯୬୨ ମସିହାରେ [[ଜୟଦେବ (୧୯୬୨ର କଥାଚିତ୍ର)|ଜୟଦେବ]] କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ । ୧୯୮୪ ମସିହାର [[ହୀରାନୀଳା]] କଥାଚିତ୍ର ଥିଲା ସଙ୍ଗୀତକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ।
 
=== ଓଡ଼ିଆ କଥାଚିତ୍ରକୁ ଅବଦାନ ===
୪୭ କ ଧାଡ଼ି:
== ବାହାର ଆଧାର ==
* {{IMDb name|3376661}}
* [http://odiamusic.com/Category/CategoryResult.php?first=2&second=Swarup%20Nayak odiamusic.comରେ ସ୍ବରୂପଙ୍କସ୍ୱରୂପଙ୍କ ଗୀତ ସଙ୍ଗୀତ]
 
[[ଶ୍ରେଣୀ:୧୯୪୭ ଜନ୍ମ]]