"ସ୍ନେହଲତା ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୪ କ ଧାଡ଼ି:
| children =
| parents = ଦିବ୍ୟସିଂହ ମହାନ୍ତି, ଇନ୍ଦ୍ରମଣି ଦେବୀ
| relatives = ଆନନ୍ଦ ଚନ୍ଦ୍ର ମହାନ୍ତି(ଶ୍ବଶୁରଶ୍ୱଶୁର)
| callsign =
| awards = କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ୨୦୧୫<ref>http://www.orissadiary.com/CurrentNews.asp?id=59867</ref>
୪୭ କ ଧାଡ଼ି:
 
== ବାଲ୍ୟଜୀବନ ଓ ଶିକ୍ଷା ==
ସ୍ନେହଲତା ମହାନ୍ତି ୧୯୩୨ ମସିହା ମାର୍ଚ୍ଚ ୨୩ ତାରିଖରେ [[ଜଗତସିଂହପୁର]] ନିକଟସ୍ଥ ବାଘସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଦିବ୍ୟସିଂହ ମହାନ୍ତି ଓ ମାତାଙ୍କ ନାମ ଇନ୍ଦ୍ରମଣି ଦେବୀ । ପିତା ନୂଆପଡାର ତହସିଲଦାର ଥିବାରୁ, ଘରର ଆର୍ଥିକ ଅବସ୍ଥା ସ୍ବଛଳସ୍ୱଛଳ ଥିଲା । ସ୍ନେହଲତାଙ୍କୁ ୮ବର୍ଷ ବସସ ବେଳକୁ ମାତା ଇନ୍ଦ୍ରମଣିଙ୍କର ଦେହାନ୍ତ ଘଟିଥିଲା । [[ସିପି]], ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ, ସ୍ନେହଲତା ନିଜର ପ୍ରାଥମିକ ଶିକ୍ଷାରମ୍ଭ କରିଥିଲେ । ୧୯୪୦ ମସିହାରେ ସେ ତୃତୀୟ ଶ୍ରେଣୀ ପାସ କରିଥିଲେ । ଏହି ପରୀକ୍ଷାରେ ସେ ସମଗ୍ର କଟକ ସର୍କଲରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୯୪୨ ମସିହାରେ ମାତ୍ର ୧୦ବର୍ଷ ବୟସରେ ସେ ସ୍ବାଧୀନତାସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ସେତେବେଳକୁ ପିତା ତାଙ୍କର ପାଠପଢାରେ ଡୋରି ବାନ୍ଧିଦେଲେ । ୧୯୫୦ ମସିହା ମାର୍ଚ୍ଚ ୧୧ ଦିନ, ସ୍ନେହଲତାଙ୍କର ବିବାହ [[ବାଲିକୁଦା]] ନିବାସୀ ଆନନ୍ଦ ଚନ୍ଦ୍ର ମହାନ୍ତିଙ୍କର ଜ୍ୟେଷ୍ଟ ପୁତ୍ର ପୂର୍ଣ୍ଣଚନ୍ଦ୍ରଙ୍କ ସହ ସଂଗଠିତ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ପୁଲିସ ଚାକିରି କରୁଥିଲେ ।
 
== ରଚନାବଳୀ ==
୬୬ କ ଧାଡ଼ି:
* ହନୁକୁ ପାନେ
* ସବୁଠାରୁ ବଡ
* ଅଲିଭା ଦୀପ<ref>{{cite news|title=ପିଲାଙ୍କ ମନ ବୁଝି ସେମାନଙ୍କ ପାଇଁ ଲେଖେ|accessdate=25 June 2015|newspaper=ଧରିତ୍ରୀ ୨୫/୦୬/୨୦୧୫ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦|date=25 June 2015}}</ref>
{{div col end}}
== ସମ୍ମାନ ଓ ପୁରସ୍କାର ==