"ସୁରେନ୍ଦ୍ରନାଥ ଦ୍ୱିବେଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Surendranath Dwivedy}}
{{Infobox officeholder
|birth_name = ସୁରେନ୍ଦ୍ରନାଥ ଦ୍ବିବେଦୀଦ୍ୱିବେଦୀ
|name = ସୁରେନ୍ଦ୍ରନାଥ ଦ୍ବିବେଦୀଦ୍ୱିବେଦୀ
|image =
|office = ରାଜ୍ୟପାଳ, ଅରୁଣାଚଳ ପ୍ରଦେଶ
୨୬ କ ଧାଡ଼ି:
| party = [[ପ୍ରଜା ସୋସିଆଲିଷ୍ଟ ପାର୍ଟି]]
|otherparty = [[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]], କଂଗ୍ରେସ ସୋସିଆଲିଷ୍ଟ ପାର୍ଟି
|spouse = ଗାୟତ୍ରୀ ଦ୍ବିବେଦୀଦ୍ୱିବେଦୀ
|children =
|alma_mater = [[ରେଭେନ୍‌ସା କଲିଜିଏଟ ସ୍କୁଲ]]<br />
୩୪ କ ଧାଡ଼ି:
|data1 =
}}
'''ସୁରେନ୍ଦ୍ରନାଥ ଦ୍ୱିବେଦୀ''' ଜଣେ ସ୍ବାଧୀନତାସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ଓ ଲେଖକ ଥିଲେ । ସେ ୧୯୧୩ ମସିହା ଫେବୃଆରୀ ୧୧ତାରିଖରେ<ref>{{cite web|title=TODAY IN INDIAN HISTORY: Events for February 11|url=http://www.indianage.com/0211.html|publisher=IndianAge|accessdate=13 December 2014}}</ref> ଅବିଭକ୍ତ କଟକ ଜିଲ୍ଲାର ଖଣ୍ଡାସାହିରେ ଜନ୍ମଗ୍ରହଣ କରିଥିଲେ । ୧୯୩୦ରେ ପାଠପଢ଼ା ଛାଡ଼ି ସେ ଅସହଯୋଗ ଅାନ୍ଦୋଳନରେ ଯୋଗ ଦେଇଥିଲେ । ଭାରତ ଛାଡ଼ ଆନ୍ଦୋଳନ ତଥା ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ସେ ମୋଟ ସାତବର୍ଷ କାରାବାସ ଦଣ୍ଡ ପାଇଥିଲେ ।<ref>{{cite web|title=LOK SABHA _ SYNOPSIS OF DEBATES|url=http://parliamentofindia.nic.in/lsdeb/ls13/ses8/191101.html|publisher=LOK SABHA SECRETARIAT|accessdate=13 December 2014}}</ref>
 
୧୯୪୬ରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ହୋଇଥିଲେ । ୧୯୫୦ରେ ପତ୍ନୀଙ୍କ ବିୟୋଗ ପରେ ନିଜକୁ ରାଜନୀତି ଓ ସମାଜସେବାରେ ସମ୍ପୂର୍ଣ ସମର୍ପି ଦେଇଥିିଲେ ।<ref name=ରାଜଭବନ>{{cite web|last=ପଣ୍ଡା|first=ଶୁଭ୍ରାଂଶୁ|title=ରାଜଭବନରେ ଓଡ଼ିଆ|url=http://sambadepaper.com/epaperpdf%5C11122014%5C11-md-bm-8.pdf|publisher=ସମ୍ବାଦ|accessdate=13 December 2014}}</ref>
୪୨ କ ଧାଡ଼ି:
୨୦୦୧ ଅକ୍ଟୋବର ୧ ତାରିଖ ଦିନ ରାଉରକେଲାରେ ତାଙ୍କର ମୃତ୍ୟୁ ହୋଇଥିଲା ।
==ରଚନାବଳୀ==
ଓଡ଼ିଆ ସାପ୍ତାହୀକ 'କୃଷକ'ର ସେ ପ୍ରତିଷ୍ଠାତା ଓ ବହୁବର୍ଷ ଧରି ସେ ଏହାର ସମ୍ପାଦନା କରିଥିଲେ । ସୁରେନ୍ଦ୍ରନାଥଙ୍କଦ୍ବାରାସୁରେନ୍ଦ୍ରନାଥଙ୍କଦ୍ୱାରା ଲିଖିତ ଓ ଅନୁଦିତ ପୁସ୍ତକ ଗୁଡ଼ିକ ହେଲା:
* ଅଗଷ୍ଟ ବିପ୍ଳବ
* କାରାଗାରର କାହାଣୀ
୪୯ କ ଧାଡ଼ି:
* ସ୍ମୃତି ସଂପର୍କ
* ମୋ ଜୀବନ ସଂଗ୍ରାମ
* ସ୍ବାଧୀନତାସ୍ୱାଧୀନତା ପୂର୍ବର କଂଗ୍ରେସ
* ଲୌହ ପରଦା ଖୋଲିଗଲା
* ଜଣେ ରାଜ୍ୟପାଳର ଅନୁଭୂତି
* ରାଜନୀତି ବିଚାର
* ଜୟପ୍ରକାଶଙ୍କ ଜୟଯାତ୍ରା
* ବିଶ୍ବବିଶ୍ୱ ଇତିହାସ (ଜବାହରଲାଲ ନେହେରୁଙ୍କ ଲିଖିତ Glimpses of World History ବହିର ଅନୁବାଦ)
* Away from Dust and Din
* Untold Story of August Revolution
୬୫ କ ଧାଡ଼ି:
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ରାଜ୍ୟ ସଭା ସଭ୍ୟ]]
[[ଶ୍ରେଣୀ:ଓଡ଼ିଶାର ସ୍ବାଧୀନତାସ୍ୱାଧୀନତା ସଂଗ୍ରାମୀ]]