"ସୁରେନ୍ଦ୍ର ବିଦ୍ୟାଧର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
 
୪୧ କ ଧାଡ଼ି:
ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ଦଳବେହେରା ପରିବାରରେ ସୁରେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ପିତା ନରସିଂହ ଚରଣ ବିଦ୍ୟାଧର ଓ ମା ଶ୍ରୀରାଧା । ତାଙ୍କ ବଡ଼ବାପା ପୁଅ ଭାଇ ଶରତଚନ୍ଦ୍ର ନରେନ୍ଦ୍ର ସିଂହ ୧୯୪୧ ମସିହାରେ ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତାଗ୍ରନ୍ଥ 'ପଲ୍ଲୀଶ୍ରୀ'ର ପ୍ରଥମ ପ୍ରକାଶକ ଥିଲେ । ମାଉସୀ ପୁଅ ଭାଇ ସତ୍ୟାନନ୍ଦ ଚମ୍ପତ୍ତିରାୟ ସାହିତ୍ୟ ପତ୍ରିକା 'ଝଙ୍କାର'ର ସମ୍ପାଦନା କରୁଥିଲେ ।<ref>{{cite news|last=ଚାନ୍ଦ|first=ଡ. ଗୋବିନ୍ଦ ଚନ୍ଦ୍ର|title=ମୋତି ନା ତୁମେ ହୀରା!|newspaper=ପତ୍ରିକା (ଖବର)|date= ୧୬ ଜୁନ ୨୦୧୩}}</ref>
==ରଚନାବଳୀ==
* ସଞ୍ଜୁ ଓ ପୃଥ୍ବୀପୃଥ୍ୱୀ (କବିତା ଗ୍ରନ୍ଥ)
* ମାନସୀ ଓ କୋଣାର୍କ (କବିତା ଗ୍ରନ୍ଥ)
* ଯେଉଁ ଗାଁରେ ଜହ୍ନ ଉଏଁ (ପଲ୍ଲୀଗୀତି ସଂକଳନ)