"ସୁବର୍ଣ୍ଣପୁର ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୦ କ ଧାଡ଼ି:
}}
 
'''ସୁବର୍ଣ୍ଣପୁର ଜିଲ୍ଲା''' ବା '''ସୋନପୁର ଜିଲ୍ଲା''' [[ଓଡ଼ିଶା]]ର ଏକ ପ୍ରଶାସନିକ ଜିଲ୍ଲା । [[ସୁବର୍ଣ୍ଣପୁର]] ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟାଳୟ । ସୁବର୍ଣ୍ଣପୁର ଜିଲ୍ଲା ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ଗଠନ ହେଇଥିଲା । ତା ପୂର୍ବରୁ [[ବଲାଙ୍ଗିର ଜିଲ୍ଲା]]ରେ ମିଶିକି ଥିଲା । ଏହି ଜିଲ୍ଲାକୁ ସୋନପୁର ଜିଲ୍ଲା ମଧ୍ୟ କୁହାଯାଏ । ଏହି ଜିଲ୍ଲାର ଉତ୍ତରରେ [[ସମ୍ବଲପୁର ଜିଲ୍ଲା]] ଅବସ୍ଥିତ ଏବଂ ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ [[ବୌଦ୍ଧ ଜିଲ୍ଲା]] ଅବସ୍ଥିତ ଏବଂ ପଂଶ୍ଚିମରେ ବଲାଙ୍ଗିର ଜିଲ୍ଲା ଅବସ୍ଥିତ । ସୋମବଂଶୀ ରାଜାମାନଙ୍କ ଶାସନ କାଳରୁ "ସୁବର୍ଣ୍ଣପୁର" ନାମଟି ଆସିଥିବା ବିଶ୍ବାସବିଶ୍ୱାସ କରାଯାଏ । ସୋନପୁର ଏହାର ସାଂସ୍କୃତିକ ବିଭବ, କଳା, ସୋନପୁରର ତନ୍ତବୁଣା ଲୁଗା, କାରିଗରୀ, ହାତତିଆରି କଳାକୃତି, ପିତଳ ଓ ଟେରାକୋଟା କାମ ଓ ତରଭାର ଫିଲିଗିରି କାମ, ଉଲୁଣ୍ଡାର ପଥର ଖୋଦେଇ ଓ ଡୁଙ୍ଗୁରିପାଲିର ଧାନରେ ତିଆରି ହାତକାମ ପାଇଁ ପ୍ରସିଦ୍ଧ ।
 
== ଭୂଗୋଳ ==
୮୭ କ ଧାଡ଼ି:
== ପର୍ଯ୍ୟଟନ ସ୍ଥଳ ==
[[ଫାଇଲ:Lankeswari Thakurani Sonepur Subarnapur Odisha.jpg |thumb|150px|alt=Alt text|ଖମ୍ବେଶ୍ୱରୀ ମା ]]
* ଲଙ୍କେଶ୍ବରୀଲଙ୍କେଶ୍ୱରୀ ମନ୍ଦିର: ଲଙ୍କେଶ୍ବରୀଲଙ୍କେଶ୍ୱରୀ ଠାକୁରାଣୀ ମନ୍ଦିର ସୋନପୁରର ଏକ ପ୍ରସିଦ୍ଧ ଠାକୁରାଣୀ ମନ୍ଦିର ।
* ସୁବର୍ଣ୍ଣମେରୁ ମନ୍ଦିର: ଏହି ମନ୍ଦିରର ନାମ ଅନୁସାରେ ସୁବର୍ଣ୍ଣପୁର ହେବା କଥା କେତେକ ମତ ଦେଇଥାନ୍ତି । ଏହା ଏକ ଶିବ ମନ୍ଦିର ।
* [[ପାତାଳୀ ଶ୍ରୀକ୍ଷେତ୍ର]], କୋଟସମଲାଏ: କୋଟ ସମଲାଏ: କୋଟସମଲାଏ ପାହାଡ଼ ଉପରେ ଥିବା ଏକ ସୁନ୍ଦର ଜଗନ୍ନାଥ ମନ୍ଦିର ।
* ମହିମା ପୀଠ, ଖଲିଆପାଲି: ମହିମା ଧର୍ମର ଏକ ମୁଖ୍ୟ କେନ୍ଦ୍ର
* [[ମେଟାକାନୀ]], ଉଲୁଣ୍ଡା
* କପିଳେଶ୍ବରକପିଳେଶ୍ୱର ମନ୍ଦିର, ଚରଦାଠାରେ ଅବସ୍ଥିତ ।
*ସୁରେଶ୍ବରୀସୁରେଶ୍ୱରୀ ମନ୍ଦିର – ଏହି ମନ୍ଦିର ସୋନପୁରଠାରେ ଅବସ୍ଥିତ ।
* ରାମେଶ୍ବରରାମେଶ୍ୱର ମନ୍ଦିର – ଏହି ମନ୍ଦିର ମଧ୍ୟ ସୋନପୁରଠାରେ ଅବସ୍ଥିତ ।
*ଚମ୍ପେଶ୍ବରଚମ୍ପେଶ୍ୱର ଶିବ ମନ୍ଦିର – ଏହି ମନ୍ଦିର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଚମ୍ପାମାଳ ଗ୍ରାମରେ ଅବସ୍ଥିତ ।
*ପାପକ୍ଷୟ ଏକ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରୁ ୩ କି.ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋହର ।
୧୦୫ କ ଧାଡ଼ି:
File:Subarnameru Sonepur Subarnapur district Odisha.jpg||ସୁବର୍ଣ୍ଣମେରୁ ମନ୍ଦିର
ଫାଇଲ:Kotsamalae_Sonepur_Patali_Srikhetra_Odisha.jpg|thumb|କୋଟସମଲାଏର [[ପାତାଳୀ ଶ୍ରୀକ୍ଷେତ୍ର]]
ଫାଇଲ:Bali_jata_Lankeswari_Temple_Sonepur_Odisha.jpg|thumb|ବଳି ଯାତ, ଲଙ୍କେଶ୍ବରୀଲଙ୍କେଶ୍ୱରୀ ମନ୍ଦିର
ଫାଇଲ:Hanumana Podi Sonepur Subarnapur Odisha.jpg|ଲଙ୍କାପୋଡ଼ି
</gallery>