"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୪ କ ଧାଡ଼ି:
}}
ସରୋଜିନୀ ନାଇଡୁ ଜଣେ କବି, ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସେ ପରିଚିତା । ସେ ଦେଶର ପ୍ରଥମ ମହିଳା ରାଜ୍ୟପାଳ ଓ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷ ଥିଲେ । ସରୋଜିନୀଙ୍କୁ ଭାରତୀୟ କୋକିଳ ବୋଲି କୁହାଯାଏ । <ref>http://www.thecolorsofindia.com/interesting-facts/government/first-woman-governor-of-a-state-in-india.html</ref><ref>{{cite web|title=Colors of India|url=http://www.thecolorsofindia.com/interesting-facts/government/first-woman-governor-of-a-state-in-india.html|work=First Woman Governor of a State in India|accessdate=25 March 2012}}</ref>
ଭାରତୀୟ ସ୍ବାଧୀନତାସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧିଜୀଙ୍କ ସହଯୋଗୀ ରୁପେ ସରୋଜିନୀ ନାଇଡୁଙ୍କ ଅବଦାନ ଅତୁଳନୀୟ । ଜଣେ ଇଂରାଜୀ କବି ରୂପେ ଭାରତୀୟ ଇଂରାଜୀ ସାହିତ୍ୟର ଇତିହାସରେ ତାଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣଗୁରୁତ୍ୱପୂର୍ଣ୍ଣ
== ଜନ୍ମ ==
ସରୋଜିନୀ ନାଇଡୁ ୧୮୭୯ ମସିହା ଫେବୃଆରୀ ୧୩ ତାରିଖରେ [[ହାଇଦ୍ରାବାଦ]]ରେ ଜନ୍ମ ଗ୍ରହଣ କରିଥିଲେ । ଡକ୍ଟର ଅଘୋରନାଥ ଚଟ୍ଟୋପାଧ୍ୟାୟ ଓ ତାଙ୍କର ପତ୍ନୀ ବରଦା ସୁନ୍ଦରୀ ଦେବୀଙ୍କ ଆଠଟି ସନ୍ତାନ ମଧ୍ୟରୁ ଜ୍ୟେଷ୍ଠ ସନ୍ତାନ ଥିଲେ।<ref>{{cite web|url=http://en.banglapedia.org/index.php?title=Naidu,_Sarojini|title=Naidu, Sarojini|accessdate=5 August 2015|publisher=[[Banglapedia]] : National Encyclopedia of Bangladesh|author=Lilyma Ahmed}}</ref> <ref name="Biography of Naidu">{{cite web|title=Biography of Naidu|url=http://www.poemhunter.com/sarojini-naidu/biography/}}</ref>ବ୍ରାହ୍ମଣ ପରିବାରରେ ଜନ୍ମହୋଇଥିଲେ ମଧ୍ୟ [[ମୁସଲମାନ]] ସଂସ୍କୃତି ପ୍ରଧାନ ହାଇଦ୍ରାବାଦ ସହରରେ ବଢିଥିବାରୁ ସେ ନିଜକୁ ଅଧା ହିନ୍ଦୁ ଅଧା ମୁସଲମାନ ମନେ କରୁଥିଲେ ।ପିତା ଅଘୋରନାଥ ଜଣେ ଜ୍ଞାନୀ,ଗୁଣୀ ଓ ପ୍ରକୃତିପ୍ରେମୀ ବ୍ୟକ୍ତି।ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ ସେ ପାରଦର୍ଶିତା ହାସଲ କରିଥିଲେ।ମାତା ବରଦା ସୁନ୍ଦରୀ ମଧ୍ୟ ଜଣେ ଶିକ୍ଷିତା ମହିଳା ଥିଲେ।ସେ ବଙ୍ଗଳା ଭାଷାରେ କବିତା ରଚନା କରୁଥିଲେ।ଉଭୟଙ୍କର ପ୍ରତିଭା ସରୋଜିନୀଙ୍କ ପାଖରେ ଦେଖିବାକୁ ମିଳିଥିଲା।
୭୩ କ ଧାଡ଼ି:
 
== ପାଠପଢ଼ା ==
ସରୋଜିନୀଙ୍କ ପିତା ଅଘୋରନାଥ ଜଣେ ସାହିତ୍ୟିକ, ବିଜ୍ଞାନୀ ଓ ହାଇଦ୍ରାବାଦସ୍ଥିତ ଏକ କଲେଜ୍ର ଅଧ୍ୟକ୍ଷ ଥିଲେ।ତେଣୁ ସେ ବଡଝିଅ ସରୋଜିନୀକୁ ନିଜ ଢାଞ୍ଚାରେ ଗଢିବାକୁ ଚାହୁଁଥିଲେ।ସେଥିପାଇଁ ସେ ତାଙ୍କୁ କୌଣସି ସାଧାରଣ ସ୍କୁଲରେ ନପଢାଇ ଇଂରେଜୀ ସ୍କୁଲରେ ପଢ଼ାଇଥିଲେ ଓ ଅଙ୍କ କଷିବା ଓ ବିଜ୍ଞାନ ପଢ଼ିବା ଉପରେ ଗୁରୁତ୍ୱ ଦେଉଥିଲେ।କିନ୍ତୁ ସରୋଜିନୀ କବିତା ଲେଖିବାକୁ ଅଧିକ ପସନ୍ଦ କରୁଥିଲେ।ସେହି ସମୟରେ ହାଇଦ୍ରାବାଦରେ ଝିଅମାନଙ୍କ ପାଇଁ ଭଲ ହାଇସ୍କୁଲ ନଥିଲା।ତେଣୁ ଶିକ୍ଷା ପାଇଁ ତାଙ୍କୁ ମାଡ୍ରାସ ଯିବାକୁ ପଡ଼ିଥିଲା।ମାତ୍ର ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ [[ମାଡ୍ରାସ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । କୁହାଯାଏ ସରୋଜିନୀଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର ନିଜାମ ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ । ତେରବର୍ଷ ବୟସରେ ପ୍ରାୟ ୬ ଦିନ ମଧ୍ୟରେ ସେ ୧୩୦୦ ପଦରେ [[ଲେଡି ଅଫ ଦି ଲେକ୍]] ନାମକ ଦୀର୍ଘ କବିତା ରଚନା କରିଥିଲେ।ଏହାଛଡା ଏକ ୨୦୦୦ ଧାଡ଼ିର ନାଟକ ମଧ୍ୟ ଲେଖିଥିଲେ।<ref>http://www.poemhunter.com/sarojini-naidu/biography/</ref> <ref>ଦିବ୍ୟଭାସ୍କର- ଗୁଜରାଟୀ ଖବର କାଗଜ ତା. ୧୦ ଜୁନ ୨୦୧୨, ପୃଷ୍ଠ୍ ଆ: ୧୧</ref>
 
== ବିଦେଶଯାତ୍ରା ==
ସେ ପାର୍ସି ଭାଷାରେ [[ମେହେର୍ ମୁନିର୍]] ନାମକ ନାଟିକା ରଚନା କରିଥିଲେ ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇ ଆଲୋଡନ ସୃଷ୍ଟି କରିଥିଲା।ଏଥିପାଇଁ ତାଙ୍କୁ ୧୮୮୫ ମସିହାରେ ହାଇଦ୍ରାବାଦର ନିଜାମଙ୍କ ତରଫରୁ ବାର୍ଷିକ ୩୦୦ ପାଉଣ୍ଡ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ଓ ସେ ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ବିଲାତ ଯାତ୍ରା କରିଥିଲେ। ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ [[କେମ୍ବ୍ରିଜ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା ।ଏହି ସମୟରେ [[ଆନିବେସାନ୍ତ]]ଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା।[[ଇଂଲଣ୍ଡ]]ରେ ଥିବାବେଳେ ପ୍ରସିଦ୍ଧ ଲେଖକ ଓ ସମାଲୋଚକ [[ଏଡ଼ମଣ୍ଡ ଗସ୍]]ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା।ତାଙ୍କର ଯେଉଁସବୁ ଲେଖା ବ୍ରିଟିସ୍ ପତ୍ରିକାରେ ପ୍ରକାଶିତ ହେଉଥିଲା ଏଡ଼ମଣ୍ଡ ସେସବୁକୁ ପଢି ତାଙ୍କୁ ପ୍ରେରଣା ଓ ପରାମର୍ଶ ଦେଉଥିଲେ । ପରେ ସେ, ତାଙ୍କରି ନିର୍ଦେଶରେ ଭାରତୀୟ ପରିବେଶକୁ ଆଧାର କରି କବିତା ଲେଖିଥିଲେ।ଏହାଦ୍ୱାରା ତାଙ୍କର ଲେଖା ସ୍ବଦେଶଭିମୁଖୀସ୍ୱଦେଶଭିମୁଖୀ ହୋଇପାରିଥିଲେ ଓ ବିଦେଶରେ ତାଙ୍କର ସୁଖ୍ୟାତି ବ୍ୟାପିଯାଇଥିଲା।ସେ [[ଲଣ୍ଡନ]]ର [[କିଂଗ୍ସ କଲେଜ୍]] , [[କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ]] ଓ [[ଗର୍ଟନ କଲେଜ୍]] ଆଦିରେ ଅଧ୍ୟୟନ କରିଥିଲେ।ଲଣ୍ଡନରେ ୩ବର୍ଷ ରହିବା ପରେ ସ୍ବସ୍ଥ୍ୟହାନୀସ୍ୱସ୍ଥ୍ୟହାନୀ ଘଟିଥିଲା।ତେଣୁ ଜଳବାୟୁ ପରିବର୍ତ୍ତନ ପାଇଁ ସେ [[ଇଟାଲୀ]] ଓ [[ସୁଇଜରଲ୍ୟାଣ୍ଡ]] ଯାତ୍ରା କରିଥିଲେ। [[ଇଟାଲୀ]] ତାଙ୍କୁ ଖୁବ୍ ଅଭିଭୂତ କରିଥିଲା।ଏହାପରେ ବିଦେଶରୁ କୌଣସି ଡିଗ୍ରୀ ହାସଲ ନ କରି ସରୋଜିନୀ କେବଳ ବିପୁଳ ଅଭିଜ୍ଞତା ଓ ନୂତନ ଚିନ୍ତାଧାରାକୁ ସାଙ୍ଗରେ ଧରି ୧୮୮୯ରେ ଭାରତକୁ ଫେରିଆସିଥିଲେ।
 
== ବୈବାହିକ ଜୀବନ ==
ସରୋଜିନୀଙ୍କୁ ଯେତେବେଳେ ୧୯ ବର୍ଷ ସେ ନିଜାମଙ୍କ ଚିକିତ୍ସକ ଗୋବିନ୍ଦରାଜୁଙ୍କ ପ୍ରେମରେ ପଡ଼ିଥିଲେ । ଜଣେ ଉଚ୍ଚ ଶ୍ରେଣୀର ବ୍ରହ୍ମଣକନ୍ୟା ବା ଜଣେ ଅଣବ୍ରାହ୍ମଣକୁ କେମିତି ବିବାହ କରିବ କହି ତାଙ୍କ ପରିବାର ପ୍ରଥମେ ବିରୋଧ କରିଥିଲେ କିନ୍ତୁ ଅସାଧାରଣ ଇଛାଶକ୍ତି ଓ ସାହସିକତା ଯୋଗୁଁ ୧୮୯୮ ମସିହା ସରୋଜିନୀ ସ୍ବଦେଶସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ସେହିବର୍ଷ ଡିସେମ୍ବର ମାସରେ ତାଙ୍କୁ ବିବାହ କରିଥିଲେ । <ref name="Biography of Naidu"/>ଏହାପରେ ସେ ସରୋଜିନୀ ଚଟ୍ଟୋପାଧ୍ୟାୟରୁ ସରୋଜିନୀ ନାଇଡୁ ହୋଇଯାଇଥିଲେ। ସରୋଜିନୀଙ୍କ ଗାର୍ହସ୍ଥ୍ୟ ଜୀବନ ସୁଖମୟ ଥିଲା । ବିବାହ ପରେ ସେ ୪ଟି ସନ୍ତାନର ଜନନୀ ହୋଇଥିଲେ।ସେମାନେ ଥିଲେ ଜୟସୁର୍ଯ୍ୟ, ପଦ୍ମଜା,ରଣଧୀର ଓ ଲୀଳାମଣି।
 
== ଦେଶସେବା ==
୯୧ କ ଧାଡ଼ି:
* ଦ ବ୍ରୋକନ ଉଇଙ୍ଗ-୧୯୧୭
 
== ଗୁରୂତ୍ବପୂର୍ଣ୍ଣଗୁରୂତ୍ୱପୂର୍ଣ୍ଣ ଘଟଣାବଳୀ ==
[[ଫାଇଲ:Gandhi Naidu London.jpg|thumb|ଲଣ୍ଡନରେ ଗାନ୍ଧିଜୀଙ୍କ ସହ ସରୋଜିନୀ ନାଇଡୁ]]
<ref>http://www.culturalindia.net/leaders/sarojini-naidu.html</ref>
* ୧୯୦୫ ମସିହାରେ ବଙ୍ଗଭଙ୍ଗ ପରେ ସରୋଜିନୀ ସକ୍ରିୟ ଭାବରେ ଭାରତର ସ୍ବାଧୀନତାସ୍ୱାଧୀନତା ଅନ୍ଦୋଳନରେ ଯୋଗଦେଲେ । [[ଅସହଯୋଗ ଆନ୍ଦୋଳନ]] ଓ ସତ୍ୟାଗ୍ରହରେ [[ଗାନ୍ଧିଜୀ]]ଙ୍କ ସହ କାମକରି ସେ ଅନେକ ସମୟ ଜେଲଦଣ୍ଡ ଭୋଗିଥିଲେ ।
* ୧୯୧୯ର [[ଜାଲିଆଁୱାଲାବାଗ ହତ୍ୟାକାଣ୍ଡ]]ର ପରେ ପରେ ସେ ହୃଦ୍‌ରୋଗରେ ପିଡ଼ିତ ହେବାରୁ ସେ [[ଇଂଲଣ୍ଡ]] ଯାଇଥିଲେ ।
* ୧୯୨୪ ମସିହାରେ ସେ ପୂର୍ବ ଓ [[ଦକ୍ଷିଣ ଆଫ୍ରିକା]]ଭ୍ରମଣରେ ଯାଇ ସେଠାରେ ଭାରତୀଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ ।
* ୧୯୨୫ ମସିହାରେ ସେ ପ୍ରଥମେ ଭାରତୀୟ ମହିଳାଭାବେ କାନପୁର [[କଂଗ୍ରେସ]] ସମ୍ମିଳନୀର ସଭାପତିତ୍ବସଭାପତିତ୍ୱ କରିଥିଲେ ।
* ୧୯୩୦ ମସିହାରେ ଦାଣ୍ଡି [[ଲବଣ ସତ୍ୟାଗ୍ରହ]] ସମୟରେ ଗାନ୍ଧିଜୀ ବନ୍ଦୀ ହେଲାପରେ ସେ ପଚିଶ ହଜାର ସ୍ବେଛାସେବୀଙ୍କୁସ୍ୱେଛାସେବୀଙ୍କୁ ନେଇ ଧାରସନା ଲୁଣ କାରଖାନା ଆନ୍ଦୋଳନ କରିଥିଲେ ।
* ୧୯୩୧ ମସିହାରେ[[ଲଣ୍ଡନ]] ଗୋଲ ଟେବୁଲ ବୈଠକରେ ଭାରତୀୟ ମହିଳାମାନଙ୍କର ପ୍ରତିନିଧିତ୍ବପ୍ରତିନିଧିତ୍ୱ କରିଥିଲେ ।
* ୧୯୪୯ ମସିହାରେ ମାର୍ଚ୍ଚ ୩ ତାରିଖରେ ସେ ମୃତ୍ୟୁବରଣ କରିଥିଲେ ।
 
୧୦୭ କ ଧାଡ଼ି:
[[ଶ୍ରେଣୀ:୧୮୭୯ ଜନ୍ମ]]
[[ଶ୍ରେଣୀ:୧୯୪୯ ମୃତ୍ୟୁ]]
[[ଶ୍ରେଣୀ:ଭାରତର ସ୍ବାଧୀନତାସ୍ୱାଧୀନତା ସଂଗ୍ରାମୀ]]
[[Category:୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ‎]]