"ସରକାରୀ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Government Aviation Training Institute}}
 
'''ସରକାରୀ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ'''(ଗତି), ଭୁବନେଶ୍ବରରଭୁବନେଶ୍ୱରର [[ବିଜୁ ପଟ୍ଟନାୟକ ବିମାନ ବନ୍ଦର]] ପରିସରରେ କାର୍ଯ୍ୟକ୍ଷମ ଏକ ବିମାନ ଚାଳନା ଶିକ୍ଷାକେନ୍ଦ୍ର । ଏହା [[ଓଡ଼ିଶା|ଓଡ଼ିଶାର]] ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ବୈମାନିକ [[ବିଜୁ ପଟ୍ଟନାୟକ]]ଙ୍କ ମାନସ ସନ୍ତାନ । ଅନୁଷ୍ଠାନଟି ୧୯୪୬ ମସିହାରେ ଏକ "ଫ୍ଲାଇଙ୍ଗ କ୍ଳବ" ଭାବରେ ଆରମ୍ଭ କରାଯାଇଥିଲା । ଅଭିପ୍ରାୟ ଥିଲା ବେସାମରିକ ବୈମାନିକ ଚାଳନାରା ପ୍ରଶିକ୍ଷଣ ପ୍ରଦାନ କରିବା । ବିଭିନ୍ନ ବିତ୍ତିୟ ଅନିୟମିତତା ଓ ପରିଚାଳନାରେ ତୃଟିକୁ ନେଇ ଅନୁଷ୍ଠାନଟି କ୍ରମେ ରୁଗ୍ଗଣ ହୋଇ ପଡିଥିଲା । ବର୍ତ୍ତମାନ ଏହା ସରକାରୀ-ବେସରକାରୀ ଭାଗିଦାରୀ ମଡେଲ ଭାବରେ ପରିଚାଳିତ ହେଉଛି ।<ref>http://timesofindia.indiatimes.com/city/bhubaneswar/States-top-aviation-club-completes-70-years/articleshow/53582590.cms</ref> ଏହି ଅନୁଷ୍ଠାନଟି "ଏରୋ କ୍ଳବ ଅଫ ଇଣ୍ଡିଆ" ସହିତ ଅନୁବନ୍ଧିତ ।<ref>http://timesofindia.indiatimes.com/city/bhubaneswar/Government-Aviation-Training-Institute-faces-payment-problems/articleshow/23445646.cms</ref> ଏରୋ କ୍ଳବଦ୍ବାରାକ୍ଳବଦ୍ୱାରା ଏହି ଅନୁଷ୍ଠାନଟିକୁ ଦେଶର ଦ୍ବିତୀୟଦ୍ୱିତୀୟ ସବ୍ରଶ୍ରେଷ୍ଠ ଫ୍ଲାଇଙ୍ଗ କ୍ଳବର ମାନ୍ୟତା ମଧ୍ୟ ମିଳିଛି ।<ref>{{cite news|url=http://sambadepaper.com/Details.aspx?id=281643&boxid=31319942|accessdate=24 August 2016|newspaper=ସମ୍ବାଦ ୨୪/୦୮/୨୦୧୬ ଭୁବନେଶ୍ବରଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬}}</ref>
 
== ଆଧାର ==
୧୧ କ ଧାଡ଼ି:
[[ଶ୍ରେଣୀ:ଓଡ଼ିଶାରେ ଶିକ୍ଷା]]
[[ଶ୍ରେଣୀ:ଓଡ଼ିଶାର ବିଦ୍ୟାଳୟ]]
[[ଶ୍ରେଣୀ:ଭୁବନେଶ୍ବରଭୁବନେଶ୍ୱର]]