"ସମ୍ବଲପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୦ କ ଧାଡ଼ି:
| image_skyline = sambapur.jpg
| image_alt =
| image_caption = ଉପର ବାମରୁ ଡାହାଣକୁ: ବୁଢାରାଜା ମନ୍ଦିର , [[ହୀରାକୁଦ ବନ୍ଧ]], ଗାନ୍ଧୀ ମନ୍ଦିର, [[ଶୀତଳ ଷଷ୍ଠୀ|ଶୀତଳ ଷଷ୍ଠି ଯାତ୍ରା]], [[ସମଲେଶ୍ବରୀସମଲେଶ୍ୱରୀ ମନ୍ଦିର]].
| pushpin_map = ଓଡ଼ିଶା
| pushpin_label_position =
୬୪ କ ଧାଡ଼ି:
}}
 
'''ସମ୍ବଲପୁର''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ସମ୍ବଲପୁର ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଐତିହାସିକ ସହର । ଏଠାରେ [[ସମଲେଶ୍ବରୀସମଲେଶ୍ୱରୀ ମନ୍ଦିର]] ରହିଛି । ଏଠାରେ ହିରାକୁଦ ନଦୀବନ୍ଧ ରହିଛି ।ଏହା ଏସିଆର ସବୁଠୁ ବୃହତ୍ ନଦୀ ବନ୍ଧ |
==ଭୂଗୋଳ==
ଓଡ଼ିଶାର ପଶ୍ଚିମ ଦିଗରେ ଏହି ସହର ଅବସ୍ଥିତ | ଏହି ସହର ପାହାଡ଼ ବନ ଘେରା, ପ୍ରାକୃତିକ ସୌନ୍ଦର୍ଯ୍ଯରେ ପରିପୂର୍ଣ୍ଣ |
୭୦ କ ଧାଡ଼ି:
==ଇତିହାସ==
==ପର୍ଯ୍ୟଟନ ଓ କଳା==
ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ସହରରେ ନାନାଦି କଳାକୃତି ଦେଖିବାକୁ ମିଳେ | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇ ଏହି ସହରରେ ପୂଜା ପାଆନ୍ତି | ଏଠି ବାର ମାସରେ ତେର ପରବ | କଳା ସଂସ୍କୃତିରେ ଭରପୂର ସମ୍ବଲପୁର ସହର | ସମ୍ବଲପୁରୀ ନାଚ, ବାଦ୍ୟଯନ୍ତ୍ର, ସମ୍ବଲପୁରୀ ଶାଢ଼ୀ ଏହି ସହରର ପରିଚୟ | ରଙ୍ଗବତୀ ଗୀତ ପୁରା ବିଶ୍ବକୁବିଶ୍ୱକୁ ହଲାଇ ପାରିଛି | ଏ ବର୍ଷ ରଙ୍ଗବତୀର ଗାୟକ ଜିତେନ୍ଦ୍ରୀୟ ହରିପାଲ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି |
 
== ଆଧାର ==
"https://or.wikipedia.org/wiki/ସମ୍ବଲପୁର"ରୁ ଅଣାଯାଇଅଛି