"ସବ୍ୟସାଚୀ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୫ କ ଧାଡ଼ି:
'''ସବ୍ୟସାଚୀ ମିଶ୍ର''' ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର ଅଭିନେତା । ସେ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।<ref>https://timesofindia.indiatimes.com/entertainment/telugu/movies/news/meet-sabyasachi-mishra-the-half-telugu-odia-superstar/articleshow/57186332.cms</ref> ଅଭିନୟ ବ୍ୟତିତ ସେ ଏକାଧିକ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟ କରିଛନ୍ତି ।<ref>http://www.newindianexpress.com/states/odisha/2018/jul/13/sabyasachi-turns-singer-yet-again-1842846.html</ref>
== ପ୍ରାରମ୍ଭିକ ଜୀବନ ==
'''ସବ୍ୟସାଚୀ''' [[ଓଡ଼ିଶା]]ର [[ଭୁବନେଶ୍ବରଭୁବନେଶ୍ୱର]]ଠାରେ ୧୯୮୪ ମସିହା ଅକ୍ଟୋବର୦୬ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ।
== ସିନେମା ଜୀବନ ==
୨୦୦୭ ମସିହାରେ [[ପାଗଳ ପ୍ରେମୀ]] କଥାଚିତ୍ରରୁ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିବା ସବ୍ୟସାଚୀ,<ref>{{cite web |url= http://www.telegraphindia.com/1120916/jsp/odisha/story_15980782.jsp#.UPzywGdP9tY |title=Hara conquers cancer, directs life |first= Shilpi|last=Sampad |work=telegraphindia.com |year=2012|quote=Actor Sabyasachi, who was inducted into the Odia moviedom by Patnaik in Pagala Premi in 2007 |accessdate=21 January 2013}}</ref> ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ [[ଓଡ଼ିଆ ସିନେମା|ଓଡ଼ିଆ କଥାଚିତ୍ର]], ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ।<ref>{{cite news |title=ମୋ ଅନୁଭୂତି |url=http://dharitriepaper.in/edition/666/metro-mijaj/page/6 |accessdate=9 August 2018 |issue=ମେଟ୍ରୋ ମିଜାଜ ୦୯/୦୮/୨୦୧୮ପୃଷ୍ଠା ୮}}</ref> ଏଥିସ‌ହିତ ସେ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।<ref name="ସବ୍ୟସାଚୀ-ଧରିତ୍ରୀ">{{cite news |title=ବିନା ରାଜନୀତିରେ ଭଲ କାମ କରିବାକୁ ଚାହେଁ |url=http://dharitriepaper.in/edition/1240/metro-mijaj/page/7 |accessdate=23 October 2018 |work=ଧରିତ୍ରୀ |date=18 October 2018 |archiveurl=http://www.webcitation.org/73O4vrTB7 |archivedate=23 October 2018 |location=ଓଡ଼ିଶା |page=8 |language=Odia}}</ref>