"ସପ୍ତପୁରୀ ଅମାବାସ୍ୟା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୨୪ କ ଧାଡ଼ି:
}}
[[ଭାଦ୍ରବ]] ମାସର [[ଅମାବାସ୍ୟା]]କୁ '''ସପ୍ତପୁରୀ ଅମାବାସ୍ୟା''' ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କଠାରେ ସପ୍ତପୁରୀ ଭୋଗ ଲାଗିଥାଏ ।<ref name="Manti2014">{{cite book|author=J C Manti|title=The Saga of Jagannatha and Badadeula at Puri (: Story of Lord Jagannatha and his Temple)|url=http://books.google.com/books?id=QweqCQAAQBAJ&pg=PA243|date=22 August 2014|publisher=Vij Books India Pvt Ltd|isbn=978-93-82652-45-8|pages=243–}}</ref> ଶ୍ରୀଜୀଉଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ
[[ଅଠର ନଳା]] ନିକଟରେ ଅବସ୍ଥିତ [[ଅଲାମଚଣ୍ଡୀ ମନ୍ଦିର]]ରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ [[ଶ୍ରୀମନ୍ଦିର]]କୁ ଯାଇଥାଏ । ଭାଦ୍ରବ କୃଷ୍ଣ ଚତୁର୍ଦ୍ଦଶୀ ଦିନ କୁମ୍ଭାର ବିଶୋଇମାନେ ମୁହଁରେ ବାଘମୁହାଁ ବାନ୍ଧି ସାତପୁରୀ ତାଡ଼କୁ ମୁଣ୍ଡରେ ମୁଣ୍ଡାଇ [[ଘଣ୍ଟ]],[[ଛତା]],[[କାହାଳୀ]] ସହ ସିଂହଦ୍ୱାର ଦେଇ ଘେନାଣ ନିମନ୍ତେ
[[File:ସପ୍ତପୁରୀ ତାଡ଼ ବିଜେ.jpg|thumb|ସପ୍ତପୁରୀ ତାଡ଼ ବିଜେ ପଟୁଆରର ଚିତ୍ର]]
ହିନ୍ଦୁଧର୍ମର ପରମ୍ପରାରେ ଅନେକ ପ୍ରକାର ପୂଜାକାର୍ଯ୍ୟରେ [[କୁଶ]] (ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ କରାଯାଇଥାଏ) କରାଯାଇଥାଏ । ପ୍ରତ୍ୟେକ ଗୃହସ୍ଥ ଏହି ଅମାବାସ୍ୟା ଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି । ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରାଯାଇଥାଏ । ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି । “ କୁଶାଃ କାଶ ଯବା ଦୁର୍ବା ଉଶୀରଚ୍ଛ ସକୁନ୍ଦକାଃ । ଗୋଧୂମା ବ୍ରାହ୍ମୟୋ ମୌନ୍ଜା ଦଶ ଦର୍ଭାଃ
==ଆଧାର==
|