୩୭,୫୭୯
ଗୋଟି ସମ୍ପାଦନା
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce) |
ଟିକେ (ବ/ୱ ଫଳା ବଦଳ) |
||
ସଦାଶିବ ଜଣେ ସାମାଜିକ କର୍ମୀ ତଥା ଦାତବ୍ୟ ବ୍ୟକ୍ତି ଭାବରେ ମଧ୍ୟ ତାଙ୍କ ସହରରେ ପରିଚିତ ଥିଲେ । ନରେନ୍ଦ୍ର ଧାବୋଲକର, ବାବା ଆଧବ , ଅଭିନେତା ଡାଃ ଶ୍ରୀରାମ ଲାଗୁ ଙ୍କ ସହ ମିଶି ସେ ସମାଜର ଦଳିତ ଶ୍ରେଣୀ ଲୋକଙ୍କ ସହାୟତା ପାଇଁ ୫୦ ଲକ୍ଷ ଟଙ୍କା ସଂଗ୍ରହ କରି ଏକ ଟ୍ରଷ୍ଟ ସୃଷ୍ଟି କରିଥିଲେ ।
ବିଶିଷ୍ଟ ସମାଜସେବିକା ମେଧା ପାଟକାରଙ୍କ "ନର୍ମଦା ବଞ୍ଚାଅ' ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ନିଭେଇଥିଲେ ।
ଟିଭି ସିରିୟାଲ
* ରାଜ ସେ
* ଭାରତ ଏକ ଖୋଜe
* କୁଜାବାଡୁ
|