"ସତ୍ୟନାରାୟଣ ରାଜଗୁରୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୫ କ ଧାଡ଼ି:
| occupation =
| education = ସ୍ନାତକ (ଓଡ଼ିଆ, ସଂସ୍କୃତ ଓ ଇଣ୍ଡୋଲୋଜି)
| alma_mater = ବିଶାଖାପାଟଣା ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ
| spouse = ତାରାମଣି ଦେବୀ
| children = ସୀତାକାନ୍ତ ରାଜଗୁରୁ
୨୩ କ ଧାଡ଼ି:
'''ସତ୍ୟନାରାୟଣ ରାଜଗୁରୁ''' ୧୯ ଅଗଷ୍ଟ ୧୯୦୩, (କାଳୀୟ ଦଳନ ଏକାଦଶୀ)<ref>{{cite web|last=Rajguru|first=Sitakanta|title=Memories of My Father Padmashree Dr. Satya Narayan Rajguru|url=http://orissa.gov.in/e-magazine/Orissareview/2010/April/engpdf/58-64.pdf|publisher=Odisha Review|accessdate=30 April 2014|page=58}}</ref> <!-- (୯ ସେପ୍ଟେମ୍ବର ୧୯୦୩, ଭାଦ୍ରବ ମାସ, କୃଷ୍ଣ ଏକାଦଶୀ, ବୁଧବାର, ଦ୍ରଷ୍ଟବ୍ୟ: ଲେଖକଙ୍କ ସଂକ୍ଷିପ୍ତ ପରିଚୟ, ଓଡ଼ିଶାର ଇତିହାସ) --> ଦିନ [[ପାରଳାଖେମୁଣ୍ଡି]]ଠାରେ ରାଜଗୁରୁ ବଂଶରେ ଜନ୍ମଗ୍ରହଣ କରିଥିଲେ ‌। ପିତା ହରେକୃଷ୍ଣ ରାଜଗୁରୁ ଓ ମାତା ସୁନାମଣି ଦେବୀ ସତ୍ୟନାରାୟଣ ବ୍ରତ ପାଳନ କରି ସନ୍ତାନ ଲାଭ କରିଥିବାରୁ ପୁତ୍ରର ନାମ ସତ୍ୟନାରାୟଣ ଦେଇଥିଲେ ଜନ୍ମଲାଭର ସପ୍ତମଦିନ ତାଙ୍କର ମାତୃବିୟୋଗ ଘଟିଥିଲା ।
ଗୃହପଣ୍ଡିତଙ୍କଠାରୁ ସଂସ୍କୃତ ଓ କର୍ମକାଣ୍ଡ ଶିକ୍ଷା କରିବା ପରେ ସ୍ଥାନୀୟ ଉଚ୍ଚବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
୧୯୪୭ ମସିହାରେ ସେ ଚାକିରି କ୍ଷେତ୍ରରେ ପ୍ରବେଶକରି ‘କଳିଙ୍ଗ ଐତିହାସିକ ଗବେଷଣା ସମିତି’ରେ ଯୋଗ ଦେଇଥିଲେ । ୧୯୫୦ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ ‘[[ଓଡ଼ିଶା ରାଜ୍ୟ ସଂଗ୍ରହାଳୟ]]’ର ଅଭିଲେଖ ବିଭାଗରେ କ୍ୟୁରେଟର ଦାୟିତ୍ବଦାୟିତ୍ୱ ଓ ପରେ ୧୯୬୩-୧୯୭୦ ପର୍ଯ୍ୟନ୍ତ ଏପିଗ୍ରାଫିଷ୍ଟ ଦାୟିତ୍ବଦାୟିତ୍ୱ ସମ୍ଭାଳିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅବୈତନିକ ପ୍ରତ୍ନତତ୍ତ୍ୱ ଉପଦେଷ୍ଟା ରୂପେ ମଧ୍ୟ ଦୁଇ ବର୍ଷ କାମ କରିଥିଲେ ।<ref>{{cite web|title=EMINENT PERSONS|url=http://gajapati.nic.in/sonsofsoil/eminent%5Cemiperson.htm|accessdate=30 April 2014}}</ref>
ଉତ୍କଳ ସାହିତ୍ୟ, ସହକାର, ନବଭାରତ ପ୍ରଭୃତି ମାସିକ ସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କର ବହୁ ଐତିହାସିକ ପ୍ରବନ୍ଧ ପ୍ରକାଶ ପାଇଛି । 'ଉତ୍କଳ ହିତୈଷିଣୀ' ନାମକ ସାପ୍ତାହିକ ପତ୍ରିକାର ସମ୍ପାଦକ ରୂପେ ସେ କାର୍ଯ୍ୟ କରିଥିଲେ ।
==ପ୍ରକାଶିତ ପୁସ୍ତକ==
୩୮ କ ଧାଡ଼ି:
* ଖାରବେଳ (ନାଟକ)
* ପାଲିଙ୍କି ବାହକ (ସରୋଜିନୀ ନାଇଡୁଙ୍କ ‘The Palanquin Bearers’ର ଓଡ଼ିଆ ଅନୁବାଦ)
* ସ୍ବପନେସ୍ୱପନେ ଚୁମ୍ବନ
{{Multicol break}}
* Invocatory Verses from Inscriptions
୫୫ କ ଧାଡ଼ି:
* ଉତ୍କଳ ରତ୍ନ,୧୯୯୬<ref>http://odisha.gov.in/e-magazine/Orissareview/2010/April/engpdf/58-64.pdf</ref>
* ସାରଳା ସମ୍ମାନ, ୧୯୮୯
* ୧୯୮୦: ଓଡ଼ିଶା ଇତିହାସ କଂଗ୍ରେସଦ୍ବାରାକଂଗ୍ରେସଦ୍ୱାରା ସମ୍ମାନିତ
* ୧୯୭୭: ଉତ୍କଳ ପାଠକ ସଂସଦଦ୍ବାରାସଂସଦଦ୍ୱାରା ସମ୍ମାନିତ
* ୧୯୭୫: ବ୍ରହ୍ମପୁର ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ ତାଙ୍କୁ ଆଜୀବନ ସିନେଟ ସଭ୍ୟ ରୂପେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ତାଙ୍କୁ ଡିଲିଟ ଉପାଧିରେ ଭୂଷିତ କରିଥିଲେ ।
* ପଦ୍ମଶ୍ରୀ, ୧୯୭୪<ref>{{cite web|title=Padma Awards Directory (1954 - 2013)|url=http://www.mha.nic.in/sites/upload_files/mha/files/LST-PDAWD-2013.pdf|publisher=Ministry of Home Affairs|accessdate=23 April 2014}}</ref>
* ୧୯୬୮: ଗଞ୍ଜାମ ସାହିତ୍ୟ ସମ୍ମିଳନୀଦ୍ବାରାସମ୍ମିଳନୀଦ୍ୱାରା ସମ୍ମାନିତ
* ଭାରତୀ ଭୂଷଣ (ଆନ୍ଧ୍ର ମହାସଭା ଦ୍ବାରାଦ୍ୱାରା)
==ଆଧାର==
{{Reflist|30em}}