"ସଂଯୁକ୍ତା ପାଣିଗ୍ରାହୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୦ କ ଧାଡ଼ି:
| birth_place = [[ବ୍ରହ୍ମପୁର]], [[ଗଞ୍ଜାମ ଜିଲ୍ଲା]], [[ଓଡ଼ିଶା]]
| death_date = {{death date and age|1997|6|24|1944|8|24|df=y}}
| death_place = [[ଭୁବନେଶ୍ବରଭୁବନେଶ୍ୱର]], [[ଓଡ଼ିଶା]]
| occupation = [[ଓଡ଼ିଶୀ]]ନାଟଶିଳ୍ପୀ, [[ନାଟ ନିର୍ଦ୍ଦେଶିକା]]
| yearsactive = ୧୯୫୦-୧୯୯୭
୧୮ କ ଧାଡ଼ି:
}}
 
'''ସଂଯୁକ୍ତା ପାଣିଗ୍ରାହୀ''' (୨୪ ଅଗଷ୍ଟ ୧୯୪୪– ୨୪ ଜୁନ ୧୯୯୭) <ref>[http://www.odissivilas.org/panigrahi.htm Sanjukta at odissivilas]</ref> ଜଣେ ଭାରତୀୟ ନୃତ୍ୟଶିଳ୍ପୀ, ଯିଏ [[ଭାରତୀୟ ଶାସ୍ତ୍ରୀୟ ନାଟ]] [[ଓଡ଼ିଶୀ]]ର ଜଣେ ପ୍ରଧାନ ପ୍ରଚାରିକା ଥିଲେ । ସଂଯୁକ୍ତା ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ନାରୀଭାବେ ପୁରାତନ ଶାସ୍ତ୍ରୀୟ ନାଟକୁ ଶିଶୁକାଳରୁ ଆଦରି ନେଇଥିଲେ ତଥା ଏହାର ପୁନରୁଦ୍ଧାର ଓ ଏହାକୁ ଦେଶବିଦେଶରେ ଆଦୃତ କରାଇବାରେ ମହତ୍ତ୍ବପୂର୍ଣ୍ଣମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ । <ref>[http://www.indianexpress.com/res/web/pIe/ie/daily/19970625/17650503.html Sanjukta: the danseuse who revived Odissi] ''[[Indian Express]]'', June 25, 1997.</ref><ref name=ny>[http://query.nytimes.com/gst/fullpage.html?res=9404E7D81E30F935A35754C0A961958260 Sanjukta Panigrahi, Indian Dancer, 65] ''[[New York Times]]'', July 6, 1997.</ref>
<ref>{{cite book|last=panchastari|first=padachinha|title=75 barshare odisha|publisher=IIPM PRESS}}</ref>
 
ଓଡିଶୀ ନୃତ୍ୟକୁ ଭାରତ ସମେତ ସମଗ୍ର ବିଶ୍ବରେବିଶ୍ୱରେ ଆଦୃତ କରାଇବା ପାଇଁ ସେ ଭିନ୍ନ ଭିନ୍ନ ସ୍ଥାନ ଯେପରି ଆମେରିକା, ଫିଲିପାଇନ୍ସ, ୟୁନାଇଟେଡ୍ କିଙ୍ଗଡମ୍, ଇସ୍ରାଏଲ୍, ଗ୍ରୀସ୍, ପ୍ୟାରିସ୍ ତଥା ଅନ୍ୟାନ୍ୟ ଦେଶ ଗୁଡିକ ଭ୍ରମଣ କରି ସେଠାରେ ଓଡିଶୀ ନୃତ୍ୟର ପ୍ରଚାର କରିଥିଲେ | ତାଙ୍କ ନୃତ୍ୟ ପ୍ରତିଭା ଓ ନୃତ୍ୟକଳା ପ୍ରତି ଅବଦାନ ସ୍ବରୁପସ୍ୱରୁପ ତାଙ୍କୁ ୧୯୭୫ ମସିହାରେ ଭାରତର ଅନ୍ୟତମ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା । ୧୯୭୬ରେ ମଧ୍ୟ ସେ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ । <ref>http://www.narthaki.com/info/profiles/profil48.html</ref>
 
== ପ୍ରାରମ୍ଭିକ ଜୀବନ ==
ତାଙ୍କର ଜନ୍ମ ବ୍ରହ୍ମପୁରର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିତା ଅଭିରାମ ମିଶ୍ର ଓ ମାତାଙ୍କ ନାମ ଶକୁନ୍ତଳା ମିଶ୍ର ଥିଲା । ବାଲ୍ୟ ସମୟରୁ ତାଙ୍କ ଭିତରେ ନୃତ୍ୟ ପ୍ରତିଭା ବିକଶିତ ହୋଇଥିଲା । ମାତ୍ର ତାଙ୍କ ପିତାଙ୍କ ବିରୋଧ ସତ୍ତ୍ୱେ ତାଙ୍କ ମା ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ତାଙ୍କ ପିତାଙ୍କ ବିରୋଧର କାରଣ ଥିଲା, ସେ ସମୟରେ ସାଧାରଣ ନାରୀମାନେ ନାଚୁ ନଥିଲେ । କେବଳ ମନ୍ଦିର ମାନଙ୍କରେ ମାହାରୀ ମାନଙ୍କ ନାଚିବା ପ୍ରଥା ଥିଲା । ହେଲେ ପିତାଙ୍କ ପ୍ରତିରୋଧକୁ ଖାତିର ନ କରି ମା'ଙ୍କ ପ୍ରୋତ୍ସାହନ ବଳରେ ସଂଯୁକ୍ତା ନୃତ୍ୟ କରିବା ଆରମ୍ଭ କରିଥିଲେ | ପିଲାବେଳେ ସେ ନିଜ ପରିବେଶରୁ ବିଭିନ୍ନ ଧ୍ବନୀଧ୍ୱନୀ ଶୁଣି ନୃତ୍ୟ କରୁଥିଲେ | <ref>http://www.narthaki.com/info/profiles/profil48.html</ref>
<ref>{{cite book|last=panchastari|first=padachinha|title=75 barshare odisha|publisher=IIPM PRESS}}</ref>
 
୩୧ କ ଧାଡ଼ି:
 
== ବୃତ୍ତି ଜୀବନୀ ==
ସଂଯୁକ୍ତା ଓ ତାଙ୍କ ସ୍ବାମୀସ୍ୱାମୀ ରଘୁନାଥ ପାଣିଗ୍ରାହୀ ଏକାଠି ଓଡିଶୀ ନୃତ୍ୟର ଉନ୍ନତି ଦିଗରେ କାର୍ଯ କରିଥିଲେ | କ୍ୟାରିଅର୍ର ପ୍ରାରମ୍ଭିକ ସମୟରେ ସେ ଦୁହିଁଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା | ୧୯୬୬ ମସିହାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସଂଗୀତ ଏକାଡେମୀ ପୁରସ୍କାର ମିଳିବା ପରେ ସେମାନଙ୍କ ସ୍ଥିତିରେ ସ୍ବାଭାବିକସ୍ୱାଭାବିକ ହେବାରେ ଲାଗିଥିଲା | ସେ ସମୟରେ ସେ ଦିଲ୍ଲୀରେ ଓଡିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମଧ୍ୟରେ ପ୍ରଂଶସିତ ହୋଇଥିଲେ | ଏହି ସମୟ ମଧ୍ୟରେ ତାଙ୍କ ସ୍ବାମୀସ୍ୱାମୀ ରଘୁନାଥ ଜଣେ ଶାସ୍ତ୍ରୀୟ ଗାୟକ ଭାବେ ପ୍ରସିଦ୍ଧି ଲାଭ କରିଥିଲେ | ସଂଯୁକ୍ତାଙ୍କ ନୃତ୍ୟ ପରିବେଷଣ ପାଇଁ ମଧ୍ୟ ରଘୁନାଥ ସଙ୍ଗୀତ ପ୍ରସ୍ତୁତ କରୁଥିଲେ | ପରେ ସଂଯୁକ୍ତା ଓ ରଘୁନାଥଙ୍କ ଯୋଡି ପ୍ରସିଦ୍ଧ ହେବାରେ ଲାଗିଲା | ଶାସ୍ତ୍ରୀୟ ନୃତ୍ୟ ପ୍ରତି ସଂଯୁକ୍ତାଙ୍କ ଅବଦାନ ସ୍ବରୂପସ୍ୱରୂପ ୧୯୭୫ ମସିହାରେ ତାଙ୍କୁ ସର୍ବଶ୍ରେଷ୍ଠ ନାଗରିକ ପୁରସ୍କାର, ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା | ଏହାପରେ ୧୯୭୬ ମସିହାରେ ତାଙ୍କୁ ଓ ରଘୁନାଥଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଦିଆଯାଇଥିଲା | <ref>{{cite book|last=panchastari|first=padachinha|title=75 barshare odisha|publisher=IIPM PRESS}}</ref>
 
== ବ୍ୟକ୍ତିଗତ ଜୀବନୀ ==
୩୮ କ ଧାଡ଼ି:
 
== ପରବର୍ତ୍ତୀ ଜୀବନ ==
ପରବର୍ତ୍ତୀ ସମୟରେ ସେ ଓଡିଶୀ ନୃତ୍ୟ ଜାରି ରଖିବା ସହ ଏହାକୁ ଦେଶ ବିଦେଶରେ ପ୍ରସିଦ୍ଧ କରାଥିଲେ | ନିଜର ଶେଷ ସମୟ ପର୍ଯ୍ୟନ୍ତ ଏହି ନୃତ୍ୟଧାରାକୁ ଜାରି ରଖିବା ପାଇଁ ସେ ପ୍ରତିଶୃତି ନେଇଥିଲେ | ନିଜର ଚେଷ୍ଟା ବଳରେ ସେ ଓଡିଶୀ ନୃତ୍ୟକୁ ବିଶ୍ବସ୍ତରରେବିଶ୍ୱସ୍ତରରେ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ଦେବାରେ ସଫଳ ହୋଇଥିଲେ | ୧୯୯୭ ମସିହା ଜୁନ୍ ୨୪ ତାରିଖରେ ୫୨ ବର୍ଷ ବୟସରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା |<ref>http://www.narthaki.com/info/profiles/profil48.html</ref>
<ref>{{cite book|last=panchastari|first=padachinha|title=75 barshare odisha|publisher=IIPM PRESS}}</ref>
 
== ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ ==
ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ବାମୀସ୍ୱାମୀ ରଘୁନାଥ ପାଣିଗ୍ରାହୀ ୧୯୯୯ ମସିହାରେ ତାଙ୍କ ନାଁରେ ଏକ ଟ୍ରଷ୍ଟ୍ ପ୍ରତିଷ୍ଠା କରିଥିଲେ | ଯାହାର ନାଁ ଥିଲା 'ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ୍ ଟ୍ରଷ୍ଟ୍' | ୨୦୦୧ ଠାରୁ ଏହିି ସଂସ୍ଥା ପ୍ରତିବର୍ଷ ଓଡିଶୀ ନୃତ୍ୟ କ୍ଷେତ୍ରରେ ମେଧା ନୃତ୍ୟାଙ୍ଗନାମାନଙ୍କୁ ବୃତ୍ତି ଦେବା ସହ ସଫଳ ନୃତ୍ୟାଙ୍ଗନା ମାନଙ୍କୁ ସମ୍ମାନିତ ମଧ୍ୟ କରିଆସୁଛି |
 
== ସଂଯୁକ୍ତା ପାଣିଗ୍ରାହୀଙ୍କ ଉପରେ ସିନେମା ==