"ଶ୍ରୀରାମ ମନ୍ଦିର, ଡୁମୁରିପୁଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{About|ଶ୍ରୀରାମ ମନ୍ଦିର, ଡୁମୁରିପୁଟ||ରାମ ମନ୍ଦିର}}
[[ଫାଇଲ:Dumuriput Hanuman.JPG|thumb|ହନୁମାନ, ଡୁମୁରିପୁଟ]]
[[କୋରାପୁଟ ଜିଲ୍ଲା]] ସଦର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଡୁମୁରିପୁଟରେ ଏହି ଶ୍ରୀରାମ ମନ୍ଦିର ଅବସ୍ଥିତ । ଏଠାରେ [[ହନୁମାନ]]ଙ୍କ ସମେତ ଶ୍ରୀରାମ ଲକ୍ଷ୍ମଣ ଓ ସୀତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ପୂଜା ପାଉଛନ୍ତି । ୧୯୯୭ ମସିହାରେ ଏହି ମନ୍ଦିରଟି ପ୍ରତିଷ୍ଠା କରାଯାଇଥିଲା । ପ୍ରତିବର୍ଷ [[ମାଘ]]ମାସ ଶୁକ୍ଳ [[ଏକାଦଶୀ]] ଦିନ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥାଏ । ଏଠାରେ ୩୩ ଫୁଟ ଉଚ୍ଚ [[ହନୁମାନ]]ଙ୍କ ମୂର୍ତ୍ତି ରହିଛି । ଏହା [[କୋରାପୁଟ ଜିଲ୍ଲା]]ର ସର୍ବୋଚ୍ଚ ତଥା [[ରାଉରକେଲା]] ସ୍ଥିତ [[ହନୁମାନ ବାଟିକା]] ପରେ ରାଜ୍ୟର ଦ୍ବିତୀୟଦ୍ୱିତୀୟ ସର୍ବୋଚ୍ଚ ମୂର୍ତ୍ତି । <ref>{{cite web |url= http://www.xploreodisha.com/places.php?pid=pla%2076 |title=Welcome to xplore odisha |work=xploreodisha.com |year=2012 |quote=DUMURIPUT ( SRI RAM TEMPLE) Place information |accessdate=28 March 2012}}</ref>
[[କୋରାପୁଟ]]ରୁ ସୁନାବେଡ଼ା ରାସ୍ତାରେ ୧୨ କିମି ଦୁର ଡୁମୁରିପୁଟ ଛକରୁ ଏହି ମନ୍ଦିରକୁ ଯାଇ ପହଞ୍ଚିହୁଏ । <ref>{{cite web |url= http://www.odisha360.com/koraput/dumuriput/ |title=Dumuriput (Sri Ram temple)|work=odisha360.com |year=2012 |accessdate=28 March 2012}}</ref>