"ଶ୍ରୀରାମ ପଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୨ କ ଧାଡ଼ି:
 
== ଜୀବନ ଓ ପରିବାର ==
ଶ୍ରୀରାମ ପଣ୍ଡା [[ଓଡ଼ିଶା]]ର [[ନବରଙ୍ଗପୁର]]ଠାରେ ୧୯୫୪ ମସିହାରେ ଜନ୍ମ ନେଇଥିଲେ । ସେ ୮୦ ଦଶକରେ [[ଓଡ଼ିଆ କଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍ର]] ମାନଙ୍କରେ ଅଭିନୟ କରୁଥିଲେ । ସେତେବେଳେ ତାଙ୍କର କଥାଚିତ୍ରର ଚରିତ୍ରରେ କ୍ୟାଭେଣ୍ଡର ସିଗାରେଟର ମଡ଼େଲ ଭାବରେ ସିଗାରେଟ ଟାଣିବା ଅନେକଙ୍କୁ ସିଗାରେଟ ଟାଣିବା ପାଇଁ ଅନୁପ୍ରାଣିତ କରିଥିଲା । ସେ ତାହାପରେ ୧୯୯୨ରେ ଅଭିନୟ ଛାଡ଼ି [[ବିହାରା]]ର ଶୃଙ୍ଗେରଠାରେ ଏକ ଆଶ୍ରମରେ "ସ୍ବାମୀସ୍ୱାମୀ ନିତ୍ୟ ଚୈତନ୍ୟ" ନାମରେ ସନ୍ଥ ଭାବେ ଜୀବନ କାଟୁଛନ୍ତି । ଓଡ଼ିଆ କଥାଚିତ୍ରର ବିଗତ ଦିନର ଅଭିନେତ୍ରୀ [[ତ୍ରିପୁରା ମିଶ୍ର]] ତାଙ୍କର ସ୍ତ୍ରୀ ଓ ସେ ଅଧୁନା ଅଭିନୟ ଛାଡ଼ି ଜଣେ ମହାବିଦ୍ୟାଳୟ ଅଧ୍ୟାପିକା ଭାବରେ କାମ କରୁଛନ୍ତି । ଶ୍ରୀରାମ ଓ ତ୍ରିପୁରାଙ୍କର ଦୁଇଟି ସନ୍ତାନ ଅଛନ୍ତି ।
 
== ଅଭିନୟ==
[[୧୯୭୨ର ଓଡ଼ିଆ କଥାଚିତ୍ର|୧୯୭୨]] ମସିହାରେ [[ଧୀର ବିଶ୍ବାଳବିଶ୍ୱାଳ]]ଙ୍କ [[ଧରିତ୍ରୀ (ଓଡ଼ିଆ କଥାଚିତ୍ର)|ଧରିତ୍ରୀ]] କଥାଚିତ୍ରରୁ ପଣ୍ଡା ଅଭିନେତା ଜୀବନ ଆରମ୍ଭ କରିଥିଲେ । ସେ ୫୨ରୁ ଅଧିକ [[ଓଡ଼ିଆ ସିନେମା|ଓଡ଼ିଆ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।<ref>[http://www.odishanewstoday.com/entertainment/1144-shriram-panda-the-legend-of-odia-cinema.html Shriram Panda - The Legend of Odia Cinema]</ref>
 
== ପ୍ରଯୋଯନା ଓ ନିର୍ଦ୍ଦେଶନା ==