"ଶ୍ରୀନିବାସ ରାମାନୁଜନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୨୫ କ ଧାଡ଼ି:
ନିଜର କ୍ଷୁଦ୍ର ଜୀବନକାଳରେ ସେ ସ୍ୱତନ୍ତ୍ର ଭାବରେ ପାଖାପାଖି ୩୯୦୦ ଉପପାଦ୍ୟ ରଚନା କରିଥିଲେ। <ref>{{Cite book|last=Berndt |first=Bruce C. |title= Ramanujan's Notebooks Part V|year= 2005 |publisher= [[Springer Science+Business Media|SpringerLink]] |isbn= 0-387-94941-0 | page=4}}</ref> ଗଣିତଜ୍ଞମାନଙ୍କର ସମ୍ପ୍ରଦାୟ, ଯାହା ମୁଖ୍ୟତଃ ସେ ସମୟରେ ଇଉରୋପ ମହାଦେଶରେ କେନ୍ଦ୍ରିତଥିଲେ, ସେମାନଙ୍କଠାରୁ ଦୂରରେ ରହି ସେ ନିଜର ଗାଣିତିକ ଅନୁସନ୍ଧାନ ବ୍ୟକ୍ତିଗତ ଭାବରେ ଭାରତରେ ରହି ଚଳାଇଥିଲେ । ତାଙ୍କ ପ୍ରଣିତ ସମସ୍ତ ଉପପାଦ୍ୟ ଭିତରୁ ଅଧିକାଂଶ ଠିକ୍ ପ୍ରମାଣିତ ହୋଇଛି ଏବଂ ଅଳ୍ପକିଛି ଭୁଲ ବୋଲି ଜଣା ପଡ଼ିଛି ଓ ପୂର୍ବରୁ ଆବିସ୍କୃତ ହୋଇସାରିଥିବା କେତେକ ଉପପାଦ୍ୟକୁ ସେ ପୁନଃ ଉତ୍ଥାପିତ କରିଛନ୍ତି। <ref>{{Cite journal|year=1999 |month=August |title=Rediscovering Ramanujan |journal= [[Frontline (magazine)|Frontline]]|volume=16 |issue=17 |page=650|url=http://www.frontlineonnet.com/fl1617/16170810.htm |accessdate=20 December 2012|ref=harv }}</ref> ଇଂରାଜୀ ଗଣିତଜ୍ଞ ଜି.ଏଚ୍. ହାର୍ଡି ତାଙ୍କୁ ଏକ ବିରଳ ପ୍ରତିଭା ଭାବରେ କହିଥିଲେ।<ref>[[C.P. Snow]] Foreword to "[[A Mathematician's Apology]]" by [[G.H. Hardy]]</ref> ସେ ୩୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ ।
ଯେଉମାନେ ଅଙ୍କ କଷିକଷି ଗଣିତଜ୍ଞ ହୋଇଛନ୍ତି ସେମାନଙ୍କୁ ’ଫର୍ମ।ଲିଷ୍ଟ' (Formalist) କୁହାଯାଏ। ଏହି ପ୍ରଖର ଗଣିତଜ୍ଞଙ୍କ ସଂଖ୍ୟା ବହୁଳ। ସେମାନଙ୍କ ମଧ୍ୟରେ ଅଛନ୍ତି ସୁପ୍ରସିଦ୍ଧ ଗଣିତଜ୍ଞ କେମ୍ବ୍ରିଜ୍
ପ୍ରତିଦିନ ରାମାନୁଜନ୍ ପ୍ରାୟ ଅଧାଡଜନ୍ ନୂଆନୂଆ ଉପପାଦ୍ୟ ସୃଷ୍ଟିକରି ହାର୍ଡିଙ୍କୁ ଦେଖାନ୍ତି। ଏହି ଉପପାଦ୍ୟମାନଙ୍କର ”ପ୍ରମାଣ" ସମ୍ବନ୍ଧରେ ହାର୍ଡି ଜିଜ୍ଞାସା କରନ୍ତି। ରାମାନୁଜଙ୍କର ଉତ୍ତର - ପ୍ରମାଣ ଆଉ କ'ଣ ? ଏହି ଉପପାଦ୍ୟଗୁଡ଼କି - ସ୍ପଷ୍ଟଭାବରେ ତାଙ୍କୁ ଦେଖାଯାଉଛି । ସେ କହୁଥିଲେ "An equation for me has no meaning unless it expresses a thought of God." ରାମାନୁଜନ୍ ଇଂଲଣ୍ଡରେ ପ୍ରାୟ ପାଞ୍ଚବର୍ଷ ପ୍ରଫେସର ହାର୍ଡିଙ୍କ ସହିତ ରହିଲେ। ଏହି
ହାର୍ଡିଙ୍କର ବକ୍ତବ୍ୟ ଥିଲା ସେ ରାମାନୁଜଙ୍କ ନିକଟରୁ ଅନେକ ଶିକ୍ଷାଲାଭ କରିଛନ୍ତି ଏବଂ ରାମାନୁଜଙ୍କୁ ସେ ଯେଉ ଶିକ୍ଷା ଦେଇଛନ୍ତି ତାହା ନିଜେ ଲାଭକରିଥିବା ଶିକ୍ଷାଠାରୁ ଯଥେଷ୍ଟ କମ୍। ବିନା ପ୍ରମାଣରେ ଉପପାଦ୍ୟ ସୃଷ୍ଟି କରିଥିବା ରାମାନୁଜଙ୍କୁ ହାର୍ଡି କଦାପି ଜୋର୍ କରି ପ୍ରମାଣ ସମ୍ବନ୍ଧରେ କହିନାହାନ୍ତି, କାରଣ ଏହା ଫଳରେ ରାମାନୁଜଙ୍କ ହୃଦୟରେ ଆଘାତ ଲାଗିବ ଓ
== ରାମାନୁଜନଙ୍କ ଘଟନା ବହୁଳ ସଂକ୍ଷିପ୍ତ ଜୀବନ ଓ ତଦୁପରାନ୍ତ ଘଟନାକ୍ରମ<ref>ଓଡ଼ିଶା ବିଜ୍ଞାନ ଏକାଡେମୀ ପତ୍ରିକା ବିଜ୍ଞାନ ଦିଗନ୍ତ, ଡିସେମ୍ବର ୨୦୧୨</ref> ==
୪୭ କ ଧାଡ଼ି:
|୧୮୯୮-୧୯୦୦ || ମାତ୍ର ଦଶ ବର୍ଷ ବୟସରୁ ଗଣିତ ସହିତ ପରିଚୟ ଆରମ୍ଭ। ଅସାଧାରଣ ପ୍ରତିଭା ସମ୍ପନ୍ନ ରାମାନୁଜନ ମାତ୍ର ୧୨ ବର୍ଷ ବୟସରେ ଏସ୍.ଏଲ୍. ଲୋନୀଙ୍କ ତ୍ରିକୋଣମିତି ପୁସ୍ତକ ଅଧ୍ୟୟନ କରି ସେଥିରେ ଦକ୍ଷତା ଅର୍ଜନ କରିଥିଲେ ଏପରିକି ସେ ନିଜେ ଏକ ଉପପାଦ୍ୟ ସୃଷ୍ଟି କରିଥିଲେ ଏବଂ ସେ ନିଜ ଚେଷ୍ଟାରେ ଇଉଲର୍ସ ଆଇଡେଣ୍ଟିଟିର ପୁନରାବିଷ୍କାର କରିଥିଲେ । <ref name="berndt9">{{Harvnb|Berndt|Rankin|2001|p=9}}</ref>
|-
|ଡିସେମ୍ବର ୧୯୦୩|| ମାନ୍ଦ୍ରାଜ
* ଜର୍ଜ୍ ସୂବ୍ରିଜ୍ କାର୍ରଙ୍କ 'A Synopsis of Elementary Results in Pure and Applied Mathematics' ପୁସ୍ତକ ପଢ଼ା ଆରମ୍ଭ ଓ ସେଥିରେ ନିମଗ୍ନ ।
|-
|୧୯୦୪ || ଗଣିତରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ସେ ଆକୋଲାଡସ ପୁରସ୍କାର ପାଇଥିଲେ। ୧୭ ବର୍ଷ ବୟସରେ ସେ ବର୍ଣ୍ଣୌଲି ସଂଖ୍ୟା (Bernoulli number) ଓ ଇଉଲରଙ୍କ ମାସ୍ଚେରୋନି ସ୍ଥିରରାଶି (Euler–Mascheroni constant) ଉପରେ
|-
|୧୯୦୫ || ଗଣିତଭିନ୍ନ ଅନ୍ୟାନ୍ୟ ବିଷୟରେ ଅକୃତକାର୍ଯ୍ୟ ହୋଇ ବୃତ୍ତି କଟିଯିବାରୁ କଲେଜ ଛାଡ଼ି ଆନ୍ଧ୍ରକୁ ପଳାୟନ ଓ ମାସେ ପରେ ଫେରି ପଶାୟାପ୍ପା (Pachaiyappa's) କଲେଜରେ ଏଡମିଶନ୍; ଏଫ୍.ଏ. ପରୀକ୍ଷାରେ ଫେଲ୍
୬୫ କ ଧାଡ଼ି:
|url=http://www.las.uiuc.edu/alumni/news/fall2006/06fall_lostnotebook.html|title=Raiders of the Lost Notebook|accessdate=22 June 2007|last=Peterson|first=Doug|publisher=[[UIUC College of Liberal Arts and Sciences]]|archiveurl = http://web.archive.org/web/20070517174549/http://www.las.uiuc.edu/alumni/news/fall2006/06fall_lostnotebook.html |archivedate = 17 May 2007}}</ref>
|-
|୧୯୧୩ || କେମ୍ବ୍ରିଜ୍
|-
|୧୯୧୪ || ଇଂଲଣ୍ଡ ଯାତ୍ରା (ମାର୍ଚ୍ଚ 17ରେ ଯାତ୍ରା ଆରମ୍ଭ - ଏପ୍ରିଲ୍ 18ରେ ଇଂଲଣ୍ଡରେ ପଦାର୍ପଣ)
୭୪ କ ଧାଡ଼ି:
|୧୯୧୫ || ଇଂଲଣ୍ଡର ୫ଟି ଜର୍ଣ୍ଣ।ଲ୍ ଓ ଅନ୍ୟ ଜର୍ଣ୍ଣ।ଲରେ ୯ଟି ପେପର ପ୍ରକାଶିତ
|-
|୧୯୧୬ || କେମ୍ବ୍ରିଜ୍
|-
|୧୯୧୭ (ଡିସେମ୍ବର) || ଲଣ୍ଡନ ଗାଣିତିକ ସୋସାଇଟିର ଫେଲୋ
|-
|୧୯୧୮ (ଫେବୃୟାରୀ) ||
|-
|୧୯୧୮ (ଅକ୍ଟୋବର) || ପ୍ରଥମ ଭାରତୀୟ ଭାବେ ଟ୍ରିନିଟି କଲେଜର ଫେଲୋ
|