"ଶିଳ୍ପୀ , ତାମିଲ ଚିତ୍ରକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨ କ ଧାଡ଼ି:
 
== ଜୀବନୀ ଓ ଜୀବିକା ==
ଶ୍ରୀନିଭାସନ ପ୍ରଥମେ ମାଦ୍ରାସ ସ୍କୁଲ ଅଫ ଆର୍ଟସରେ ଶିକ୍ଷ୍ୟା ପ୍ରାପ୍ତ ହେଇ ପରେ ଚେନ୍ନଇ ସ୍ଥିତ  ସରକାରୀ ସୂକ୍ଷ୍ମ କଳା ମହାବିଦ୍ୟାଳୟ ସେ କାଳି ଓ କଲମଦ୍ବାରାକଲମଦ୍ୱାରା ଅଙ୍କନରେ ଦକ୍ଷ୍ୟତା ହାସଲ କରିଥିଲେ । .<ref>{{cite web|first=Vijay|title=Silpi - An Artist Par Excellence|url=http://poetryinstone.in/lang/en/2008/10/21/silpi-an-artist-par-excellance.html|publisher=Poetry in Stone}}</ref>
 
ଆନନ୍ଦ ଭିକାତନ ମେଗାଜିନରେ ଶ୍ରୀନିଭାସନ ରାଜନୈତିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ଅଙ୍କନ ମାନ ପ୍ରକାଶ କରୁଥିଲେ । ତତ୍ କାଳୀନ ବରିଷ୍ଠ ଚିତ୍ରକାର ମାଳୀଙ୍କ ତତ୍ବାବଧାନରେତତ୍ୱାବଧାନରେ ସେ ଅଙ୍କନ କରୁଥିଲେ ଓ ମାଳୀ ହିଁ ତାଙ୍କୁ " ଶିଳ୍ପୀ" ନାମ ଦେଇଥିଲେ । ସେ ନିଜେ ଜଣେ ନିଷ୍ଠାପର ଭକ୍ତ ହେଇଥିବାରୁ ହିନ୍ଦୁ ମନ୍ଦିର ତଥା ଦେବାଦେବୀଙ୍କ ଚିତ୍ର ଅଙ୍କନରେ ଖୁବ ମନ ଦଉଥିଲେ । 
 
ସେ 'ଆନନ୍ଦ ଭିକାତନ ' ମେଗାଜିନ ପାଇଁ ୧୯୪୫ରୁ ୧୯୬୭ ଯାଏ କର୍ଜୟା କଳା ପରେ ଭବନ 'ଙ୍କ ପତ୍ରିକା , କଳାଇ ମାଗଳ , ଥିନାମଣି କାଠିର , ଅମୁଥୁସୁରଭି ଆଦି ପ୍ରକାଶନରେ କାର୍ଯ୍ୟ କରିଥିଲେ ଓ ପରେ ଜଣା ଶୁଣା ଚିତ୍ରକର ପଦ୍ମଭାଷନଙ୍କୁ ସେ ଦିଗଦର୍ଶନ ଦେଇଥିଲେ ।