Content deleted Content added
No edit summary
This is an user's page, don't raise questions here. Ask any question to the user if you wish!
୧୦ କ ଧାଡ଼ି:
 
ଜଅନ୍ତ ନାଥ ??? ଏଇମିତି କାହିଁକି ହେବ ? ଜୟନ୍ତ ବୋଲି ତ ଠିକ ଅଛି | ପୁଣି ମୁଳ ଓଡିଆ କଣ ? ଏବେକାର ଓଡିଆ ପୁଣି କଣ ? ଏଥି ପାଇଁ ଗୋଟେ ଲେଖା ମିଶା ଯାଉ | ନହେଲେ ମୋ ପରି ଅନେକ ମୁର୍ଖ ଏହାର ଅର୍ଥ ବୁଝି ପାରିବେ ନାହିଁ | [[User:Aahwaan|Dr Jyoti Prasad Pattnaik (ଆହବାନ୍)]]
:ଏଇଟା ଏହି ଇଉଜରଙ୍କର ଆଲୋଚନା ଫରଦ, ତେଣୁ ଜୟନ୍ତ ହେଉ କି ଜଅଁତ, ସେଥିରେ କିଛି ଲେଖିବା/ବଦଲାଇବାରେ କିଛି ଯାଏ ଆସେ ନାହି । ମୂଳ ଓଡ଼ିଆ ବୋଇଲେ ମୂଳ ଓଡ଼ିଆ, ଯେଉଁଥିରେ ମାଦଳା ପାଞ୍ଜି, ସାରଲା ମହାଭାରତ ଲେଖାଯାଇଛି । ସେଥିରେ "ୟ" ବଦଳରେ "ଅ" ଆଉ ଅଙ୍ଗ ବଦଲରେ ଅଁଗ ଅଛି, ଆଉ ଏବେକାର ଓଡ଼ିଆ ବୋଇଲେ ଆଧୁନିକ ଓଡ଼ିଆ, ଯେଉଁଥିରେ ଆମେ ପାଠ ପଢିଲୁ, ଖବର କାଗଜ, ଟିଭି ଆଦିରେ ଆଉ ଏହି ଉଇକିପିଡ଼ିଆରେ ଲେଖା ଓଡ଼ିଆ ଯେଉଁଥିରେ ଯୁକ୍ତାକ୍ଷର ଅଛି, ବ୍ୟବହାରରେ ନ ଲାଗିଲେ ବି ତିନୋଟି ସ (ଶ, ଷ, ସ) ଅଛି । [[User:Psubhashish|ସୁଭ ପା/Subhashish Panigrahi]] ([[User talk:Psubhashish|ମୋ କଥା]]) ୧୫:୧୩୧୪, ୧୫ ଏପ୍ରିଲ ୨୦୧୧ (UTC)
 
Thanks a lot for your help, your name in actual Odia will be ଜଁଅତ ନାଥ and in the present Odia it will be-ଜୟନ୍ତ ନାଥ (ଆପଣକ ନାଆଁ ମୁଳ ଓଡ଼ିଆରେ ହେବ ଜଁଅତ ନାଥ ଆଉ ଏବେକାର ଓଡ଼ିଆରେ ଜୟନ୍ତ ନାଥ) [[User:Psubhashish|Subhashish Panigrahi (ସୁଭ ପା)]][[User:Psubhashish|ସୁଭ ପା]]