"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୮ କ ଧାଡ଼ି:
| birth_place = [[ନୟାଗଡ଼ ଜିଲା|ନୟାଗଡ଼]], [[ଓଡ଼ିଶା]]
|death_date = {{death date and age|df=y|2014|5|11|1934|8|8|}}
|death_place = [[ଭୁବନେଶ୍ବରଭୁବନେଶ୍ୱର]]
|death_cause = [[ହୃଦ୍‌ଘାତ]]
| residence = ସେଭେନ ଏକର୍‌ସ, ବିଜୟ ବିହାର, ଚନ୍ଦ୍ରଶେଖରପୁର, ଭୁବନେଶ୍ବରଭୁବନେଶ୍ୱର
| education = ଡିପ୍ଳୋମା (ଚିତ୍ରାଙ୍କନ), ସ୍ନାତକ (ଅର୍ଥନୀତି)
| alma_mater = [[ଆହ୍ଲାବାଦ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
| occupation = ଅଧ୍ୟାପକ, ଅଧ୍ୟକ୍ଷ
| years_active = ୧୯୫୯-୨୦୧୪
| known_for = ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ
| spouse = ସାନ୍ତ୍ବନାସାନ୍ତ୍ୱନା
| children = ଦୁଇ ପୁତ୍ର (ସିଦ୍ଧାର୍ଥ, ସୌମେନ) ଓ ଦୁଇ କନ୍ୟା (ଶିଖା, ସାଗରିକା)
| awards = [[ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର|ଜୟଦେବ ପୁରସ୍କାର]] (୧୯୮୫)
୨୪ କ ଧାଡ଼ି:
 
== ଶିକ୍ଷା ଓ ପ୍ରାରମ୍ଭିକ ଜୀବନ ==
ଶରତଙ୍କ ବାପା ସମ୍ବଲପୁର ଝାଡୁଆପଡାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ ରାଜ୍ୟରେ ଦେୱାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖରେ ନୟାଗଡରେ ଶରତ ପୂଜାରୀଙ୍କ ଜନ୍ମ ହୋଇଥିଲା। ବିଭିନ୍ନ ସ୍ଥାନରେ ଶିକ୍ଷା ଶେଷ କଲା ପରେ ସେ [[ଅର୍ଥନୀତି]]ରେ ସ୍ନାତକ ଓ ୧୯୫୬ରେ [[ଚିତ୍ରାଙ୍କନ]]ରେ [[ଆହ୍ଲାବାଦ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ [[ବରଗଡ଼]]ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ରେ ତାପଙ୍ଗ ଲାଇଟ୍ ଫାଉଣ୍ଡ଼୍ରୀରେ ୱାର୍କ୍ସ ମ୍ୟାନେଜର ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ମାତ୍ର ୩୪ ବର୍ଷ ବୟସରେ ଲରମ୍ଭା କଲେଜରେ ଅଧ୍ଧ୍ୟକ୍ଷ ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ। <ref name=TOI>{{cite web|last=Singha|first=Minati|title=Veteran actor Sarat Pujari passes away|url=http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms|publisher=Times of India|accessdate=13 May 2014}}</ref>
<!--.Left as Acting Principal from Panchayat College,Bargarh in 1966.Joined tapang Light Foundery,Nayagarh, as Works Manager.Left service and became a free-lance film actor from September 1966 to September 1968 to learn the technique of Film-making. After that he had became principal at the young age of 34 in [http://Larambha%20CollegeC [[Larambha College]]], [[Bargarh]].Nominated by the State Govt of Orissa as member of the [http://Orissa%20Sangeeta%20Natak%20Academy Orissa Sangeeta Natak Academy], Member of the Board of Director of Film Development Corporation of Orissa,Cuttack.He retired as a principal of Sangeet Nataka college,Bhubaneswar.-->
 
୩୧ କ ଧାଡ଼ି:
* ୧୯୬୮ରୁ ୧୯୯୨: ଅଧ୍ୟକ୍ଷ, ଲରମ୍ଭା କଲେଜର
* ୧୯୮୯- ୧୯୯୦: ଅଧ୍ୟକ୍ଷ, "ବିଭାପା' କଳା ମହାବିଦ୍ୟାଳୟ, ସୁନ୍ଦରଗଡ଼
* ୧୯୯୨- ୧୯୯୪: ଅଧ୍ୟକ୍ଷ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ବରଭୁବନେଶ୍ୱର
* ୨୦୧୧- ୨୦୧୪: ସଭାପତି, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ
 
== କଥାଚିତ୍ର ଜୀବନ ==
୧୯୫୯ରେ '[[ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା]]' କଥାଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିବା ପରେ "ଜୀବନସାଥୀ', "ସାଧନା', "ମାଟିର ମଣିଷ', "ଅରୁନ୍ଧତୀ' ପ୍ରଭୃତି ସିନେମାରେ ଉଲ୍ଲେଖନୀୟ ଅଭିନୟ କରି ସେ ରାଷ୍ଟ୍ରପତିଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ଅଭିନୀତ "କିଏ କାହାର' ସିନେମା କଟକ ସହରର ବିଭିନ୍ନ ପ୍ରେକ୍ଷାଳୟରେ ୧୦୦ଦିନ କ୍ରମାନ୍ବୟରେକ୍ରମାନ୍ୱୟରେ ଚାଲି ରେକର୍ଡ଼ ସୃଷ୍ଟି କରିଥିଲା । ତାଙ୍କ ନିର୍ଦେଶିତ "ତଅପୋଇ', "ଅଶାନ୍ତ ଗ୍ରହ' ଓ "ଅସ୍ତରାଗ' କଥାଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା [[ଗଦାଧର ପୁଟୀ]]ଙ୍କ ନିର୍ଦ୍ଦେଶିତ [[ପୂଜା ପାଇଁ ଫୁଲଟିଏ]] (୨୦୦୭)। ଏହି କଥାଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ସଫଳତା ହାସଲ କରିଥିଲା । "କା', "ଅନ୍ଧ ଦିଗନ୍ତ', "ଭୂଖା', "ଦୃଷ୍ଟି', "ଅରଣ୍ୟ ରୋଦନ', "ଆରଣ୍ୟକ', "ଶେଷଦୃଷ୍ଟି', "ସତମିଛ' ପ୍ରଭୃତି ପ୍ରାୟ ୫୦ରୁ ଊର୍ଦ୍ଧ୍ବଊର୍ଦ୍ଧ୍ୱ କଥାଚିତ୍ରରେ ଅଭିନୟ ସାଙ୍ଗକୁ ୩ଟି କଥାଚିତ୍ରର ନିର୍ଦେଶନା ତଥା ଅଧ୍ୟାପନା ଜୀବନରେ ୭୫ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ ।
 
{| class="wikitable sortable"