"ଶତ୍ରୁଘ୍ନ ନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୬ କ ଧାଡ଼ି:
|known_for = ଶିକ୍ଷାବିତ ଓ ସାହିତ୍ୟିକ
|education = ସ୍ନାତକୋତ୍ତର (ଶିକ୍ଷା ଶାସ୍ତ୍ର)
|alma_mater = [[ରେଭେନ୍ସା ମହାବିଦ୍ୟାଳୟ]], <br/>[[ଲଣ୍ଡନ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
|religion =
|spouse =
୩୪ କ ଧାଡ଼ି:
 
== ବୃତ୍ତିଗତ ଜୀବନ==
ଶତ୍ରୁଘ୍ନ, ୧୯୪୦ ମସିହାରେ, କଟକ ଟ୍ରେନିଂ କଲେଜରୁ ବି.ଇଡି ପାସ କରି, ଶିକ୍ଷକତା ଆରମ୍ଭ କରିଥିଲେ । ୧୯୪୬ ମସିହାରେ ବିହାର-ଓଡ଼ିଶା ଲୋକ ସଭା ଆୟୋଗଦ୍ବାରାଆୟୋଗଦ୍ୱାରା ଶ୍ରେଷ୍ଠ ବିବେଚିତ ହୋଇ, ବିଲାତ ଯାତ୍ରା କରିଥିଲେ । ସେଠାରେ ଲଣ୍ଡନ ବିଶ୍ବବିଦ୍ୟାଳୟରୁବିଶ୍ୱବିଦ୍ୟାଳୟରୁ ଶିକ୍ଷା ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୪୮ ମସିହାରେ ସେ ବିଲାତରୁ ଫେରି, କଟକ ଟ୍ରେନିଂ କଲେଜ ଓ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି କରିଥିଲେ । ପରବର୍ତ୍ତୀ ସମୟରେ, ସେ [[ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ଅନୁଷ୍ଠାନ|ରାଧାନାଥ ଟ୍ରେନିଂ କଲେଜ]], ଭଦ୍ରକ ମହାବିଦ୍ୟାଳୟ, ଅନୁଗୁଳ ମହାବିଦ୍ୟାଳୟ ଆଦିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତିତ, ସେ [[ରାଜ୍ୟ ଶିକ୍ଷା ପ୍ରତିଷ୍ଠାନ]]ର ପ୍ରତିଷ୍ଠାତା ଅଧ୍ୟକ୍ଷ, [[ଉତ୍କଳ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ର ଉନ୍ନୟନ ଅଧିକାରୀ, [[ରାଜ୍ୟ ସାକ୍ଷରତା ସାଧନ କେନ୍ଦ୍ର]]ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
 
== ସାହିତ୍ୟକୃତି==
ଶତ୍ରୁଘ୍ନ ନାଥ, ତାଙ୍କ ଜୀବକାଳ ମଧ୍ୟରେ ୪୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଯାଇଛନ୍ତି ।
* ଶିକ୍ଷାର ଧାରା
* ବିଶ୍ୱବନ୍ଧୁ
* ବିଶ୍ବବନ୍ଧୁ
* ଜଗତର ଭାରତ
* ମୌଳିକ ଶିକ୍ଷାନୀତି
୪୬ କ ଧାଡ଼ି:
* ମହିମା ଧର୍ମ ପ୍ରକାଶ ବିକାଶ
* ନବ ଅଭିଧାନ
* ବିଶ୍ବବିଶ୍ୱ ଓ ବ୍ୟକ୍ତି
* ଜୀବନ ଶିକ୍ଷା<ref>http://www.nayagarhcollegeiqac.org.in/LibraryBooks.asp?pgno=435</ref>
* ଅନେକରେ ଏକ<ref>http://www.sncollegerajkanika.org.in/LibraryBooks.asp?pgno=68</ref>
 
== ପୁରସ୍କାର ଓ ସମ୍ମାନ ==
* ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ - ୧୯୯୪ (ବିଶ୍ବବିଶ୍ୱ ଓ ବ୍ୟକ୍ତି ପୁସ୍ତକ ପାଇଁ)<ref>http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
* ଭୀମଭୋଇ ସ୍ମୃତି ସମ୍ମାନ
* ମହାପୁରୁଷ ଅରକ୍ଷିତ ଦାସ ଧର୍ମଚକ୍ର ସମ୍ମାନ