"ଲୋଥଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
'''ଲୋଥଲ''' ({{lang-gu|લોથલ}} ) ଭାରତର ପଶ୍ଚିମ ଭାଗରେ ଅବସ୍ଥିତ [[ଗୁଜରାଟ]] ପୁରୁଣା ରାଜଧାନୀ [[ଅହମଦାବାଦ]] ଠାରୁ ଦକ୍ଷିଣ-ପଶ୍ଚିମ ଦିଗକୁ ୮୦କି.ମି ଦୂର ସରଗବାଲାଠାରେ ଅବସ୍ଥିତ । ଏହାର ଆବିଷ୍କାର ୧୯୫୪ ମସିହା ନଭେମ୍ବର ମାସରେ ହୋଇଥିଲା । ଲୋଥର ଶବ୍ଦର ଅର୍ଥ ମୃତ୍ୟୁ ହେଇଥିବାକୁ ବୁଝାଏ । ଲୋଥଲ କେନ୍ଦ୍ର ସରକାରଙ୍କଦ୍ବାରାସରକାରଙ୍କଦ୍ୱାରା ପରିଚାଳିତ [[ଭାରତୀୟ ପ୍ରତ୍ନତତ୍ତ୍ବପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ]] ବିଭାଗର ଏକ ପୁରାତନ ସଂସ୍କୃତିକ ସ୍ଥଳ । ଲୋଥଲକୁ ବହୁତ ପ୍ରାଚୀନ ବୋଲି କୁହାଯାଉଛି । ଏହାର ସମୟକାଳ ଖ୍ରୀ.ପୂ ୨୪୫୦ରୁ ଖ୍ରୀ.ପୂ ୧୯୦୦ ବୋଲି ଅନୁମାନ କରାଯାଏ ।
== ଆଧାର ==
{{ଆଧାର}}
"https://or.wikipedia.org/wiki/ଲୋଥଲ"ରୁ ଅଣାଯାଇଅଛି