"ଲୁନାଭଦା ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୪ କ ଧାଡ଼ି:
 
== ଇତିହାସ ==
1225 ମସିହାରେ ଆହନୀଳବାରା ପତନ ରାଜ୍ୟର ସିଧାରାଜଙ୍କଦ୍ବାରାସିଧାରାଜଙ୍କଦ୍ୱାରା ବୀରପୁର ନାମକ ରାଜ୍ୟ ସ୍ଥାପିତ ହେଇଥିଲା । 1434 ମସିହାରେ ରାଣା ଭୀମ ସିଂହଜୀ ଲୁନାଭଦା ସହରକୁ ରାଜଧାନୀ କରି ମାହି ନଦୀ ତଟରେ ଏହି ରାଜ୍ୟ ସ୍ଥାପନ କଲେ । 
 
1826 ମସିହାରେ ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣକୁ ଆସି ରେୱା ଏଜେନ୍ସି ଅଧୀନରେ ରହିଲା । ମରୁଡି ଗ୍ରସ୍ତ ଏହି ରାଜ୍ୟର ଜନ ଆବାଦୀ 1901ରେ ବହୁ ସଂଖ୍ୟାରେ କମି ଯାଇଥିବାର ଜଣା ଯାଇଥିଲା । <ref>[http://members.iinet.net.au/~royalty/ips/l/lunawada.html Lunawada Princely State (9 gun salute)]</ref>
 
=== ଶାସକ ===
ସୋଲାଙ୍କି ବଂଶଜ ରାଜପୁତ ମାନେ ଏହି ରାଜ୍ୟ ଶାସନ କରୁଥିଲେ । 1867 ମସିହାରେ ୱାଖତ ସିଂହଜୀ ଜଣେ ଜଣାଶୁଣା ରାଜା ଥିଲେ ।<ref>[http://www.indianrajputs.com/view/lunawada Rajput Provinces of India - Lunawada (Princely State)]</ref> ଶାସକ ମାନେ 'ରାଣା " ଉପାଧି ନେଇ ଥିଲେ ଓ ବ୍ରିଟିଶ ମାନଙ୍କଦ୍ବାରାମାନଙ୍କଦ୍ୱାରା 9-ତୋପ ସମ୍ମାନ ପ୍ରାପ୍ତ ଥିଲେ । <ref>[http://www.worldstatesmen.org/India_princes_K-W.html Princely States of India]</ref>
 
==== ରାଣା ସମୂହ ====