"ଲିସମାନିଆସିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୨ କ ଧାଡ଼ି:
| MeshID = D007896 |
}}
'''ଲିସମାନିଆସିସ''' ବା '''ଲିସମାନିଓସିସ''' (ଇଂରାଜୀରେ ଯଥାକ୍ରମେ '''Leishmaniasis''' କିମ୍ବା '''leishmaniosis''') ଏକ [[ରୋଗ]] ଯାହା ଏକ ପ୍ରୋଟୋଜୋଆ ପରଜୀବୀ [[ଜିନସ]] [[ଲିସମାନିଆ]]ଦ୍ବାରାଦ୍ୱାରା ହୁଏ ଓ ଏହା କେତେକ ପ୍ରକାର [[ସ୍ୟାଣ୍ଡଫ୍ଲାଇ]] କାମୁଡିଲେ ବ୍ୟାପେ । <ref name=WHO2014/> ଏହି ରୋଗ ତିନି ପ୍ରକାର ପ୍ରଦର୍ଶନ କରାଏ ଯଥା ଚର୍ମ, ଝିଲ୍ଲୀଚର୍ମ ଓ ଭିସେରାଲ ଲିସ୍‌ମାନିଆସିସ ।<ref name=WHO2014>{{cite web|title=Leishmaniasis Fact sheet N°375|url=http://www.who.int/mediacentre/factsheets/fs375/en/|work=World Health Organization|accessdate=17 February 2014|date=January 2014}}</ref> ଚର୍ମ ଲିସମାନିଆସିସରେ ଚର୍ମରେ ଘାଆ ହୁଏ, କିନ୍ତୁ ଝିଲ୍ଲୀଚର୍ମରେ ଚମ, ପାଟି ଓ ନାକରେ ହୁଏ । ଭିସେରାଲ ରୋଗରେ ଆରମ୍ଭରୁ ଚର୍ମରେ ହୁଏ ଓ ପରେ ଜ୍ୱର ହୁଏ, ଲୋହିତ ରକ୍ତ କଣିକା କମିଯାଏ, ପ୍ଲୀହା ଓ ଯକୃତ ବଢ଼ିଯାଏ । <ref name=WHO2014/><ref name=Barrett2012/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->