"ଲଳିତଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୦ କ ଧାଡ଼ି:
}}
{{BuddhasHolySites}}
''' ଲଲିତଗିରି ''' ('''ନଳିତଗିରି''' ନାମରେ ମଧ୍ୟ ଜଣା) [[ଓଡ଼ିଶା]]ର କେତେକ ମୁଖ୍ୟ ଓ ପୁରାତନ [[ବୌଦ୍ଧ ବାଦ|ବୌଦ୍ଧ]] [[ସ୍ତୂପ]] ଓ [[ବିହାର]]ର ସମାହାର । ଏହା [[ଓଡ଼ିଶା]]ର [[ରତ୍ନଗିରି]] ଭଳି ଏକ ପୁରାତନ କୀର୍ତ୍ତିରାଜି । ଲଳିତଗିରି, [[ଉଦୟଗିରି]] ଓ [[ରତ୍ନଗିରି]] ପୁରାତନ [[ପୁଷ୍ପଗିରି ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । <ref> http://asi.nic.in/asi_exca_2005_orissa.asp [[ଭାରତୀୟ ପ୍ରତ୍ନତାତ୍ବିକପ୍ରତ୍ନତାତ୍ୱିକ ସର୍ଭେ|ଏ.ଏସ.ଆଇ.]]<!--[[Archaeological Survey of India|A.S.I.]]--></ref>
 
[[ଗୌତମ ବୁଦ୍ଧ]]ଙ୍କ ଅସ୍ଥି-ସମ୍ବଳିତ ଏକ ପୁରାତନ ଆଧାର ରଖାଯାଇ ଏକ ସଂଗ୍ରହାଳୟ ଏଠାରେ ନିର୍ମାଣ କରାଯାଇଅଛି । ତାହା ସହ ବାକି ଅନେକ ପ୍ରତ୍ନତତ୍ତ୍ବିକପ୍ରତ୍ନତତ୍ତ୍ୱିକ ବସ୍ତୁ ମଧ୍ୟ ଏଠାରେ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଅଛି । ୧୯୮୫-୯୨ ଭିତରେ ଏହା [[ଭାରତୀୟ ପ୍ରତ୍ନତାତ୍ବିକପ୍ରତ୍ନତାତ୍ୱିକ ସର୍ଭେ|ଏ.ଏସ.ଆଇ.]] ଦେଇ ବହୁଭାବରେ ଖନନ କରାଯାଇଥିଲା । ଏଥିରୁ ଏକ ବିଶାଳ ସ୍ତୂପର ଅବଶେଷ, ଖୋଣ୍ଡାଲାଇଟ, ଷ୍ଟାଲାଇଟ, ସୁନା ଓ ରୂପରେ ତିଆରି ପୁରାତନ ଆଧାର ଆଦି ଏଠାରୁ ମିଳିଅଛି ।<!--khondalite, [[steatite]]--> <ref>[http://www.inewsone.com/2011/04/25/buddhist-relics-to-be-housed-in-orissa-museum/45830 Buddhist relics to be housed in Orissa Museum]</ref>
 
== ଉତ୍‌ଖନନ ==
୧୯୮୫ରୁ ୧୯୯୨ ମଧ୍ୟରେ ଲଳିତଗିରିର ଉତ୍‌ଖନନ କରାଯିବା ବେଳେ ବହୁ ଦୁର୍ମୂଲ୍ୟ ବୌଦ୍ଧ ମୂର୍ତ୍ତି ଓ ବୌଦ୍ଧ ଧର୍ମ ସମ୍ପର୍କୀତ ଏକ ବିଶାଳ ସ୍ତୂପ ଲୋକଲୋଚନକୁ ଆସିଥିଲା ୤ ଉକ୍ତ ସ୍ତୂପ ମଧ୍ୟରୁ ଗୋଟିତ ଭିତରେ ଗୋଟିଏ ଥାଇ ୪ଟି ଫରୁଆ ମିଳିଥିଲା ୤ ଖାଣ୍ଡେଲାଇଟ ପଥରରେ ନିର୍ମିତ ପ୍ରଥମ ଫରୁଆ ମଧ୍ୟରେ ଷ୍ଟେଟାଇଟ ନିର୍ମିତ ଏକ ଫରୁଆ, ତାମଧ୍ୟରେ ରୂପାର ନିର୍ମିତ ଫରୁଆ ଏବଂ ସେଥିମଧ୍ୟରେ ଏକ ସୁନା ଫରୁଆ ଥିଲା ୤ ଶେଷୋକ୍ତ ସୁନା ଫରୁଆ ମଧ୍ୟରେ [[ଗୌତମ ବୁଦ୍ଧ]]ଙ୍କ ଦେହାବଶେଷ ଥିଲା ୤ ଉକ୍ତ ଦେହାବଶେଷ ସହ ୪ଟି ଫରୁଆ ବର୍ତ୍ତମାନ ପ୍ରତ୍ନତତ୍ତ୍ବପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର [[ଭୁବନେଶ୍ବରଭୁବନେଶ୍ୱର]]ସ୍ଥ କାର୍ଯ୍ୟାଳୟରେ ଅଛି ୤ <ref>[[ସମାଜ (ଖବରକାଗଜ)]], ୧୮ ମଇ ୨୦୧୧, ପୃଷ୍ଠା-୧୦. </ref>
 
== ଅବସ୍ଥାନ ==
୮୬ କ ଧାଡ଼ି:
{{Buddhism topics}}
 
[[ଶ୍ରେଣୀ:ବୌଦ୍ଧ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ]]
[[ଶ୍ରେଣୀ:ପୁରାତନ ବୌଦ୍ଧ ମନ୍ଦିର]]
[[ଶ୍ରେଣୀ:ପୁରାତନ ଭାରତର ଅବଶେଷ]]
[[ଶ୍ରେଣୀ:ଭାରତୀୟ ଉପମହାଦେଶର ପୁରାତନ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]
[[ଶ୍ରେଣୀ:ଓଡ଼ିଶାର ପ୍ରତ୍ନତାତ୍ତ୍ବିକପ୍ରତ୍ନତାତ୍ତ୍ୱିକ ସ୍ଥଳୀ]]
"https://or.wikipedia.org/wiki/ଲଳିତଗିରି"ରୁ ଅଣାଯାଇଅଛି