"ଲଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୪ କ ଧାଡ଼ି:
 
== ପ୍ରସ୍ତୁତି ବିଧି ==
ଲଡୁର ଅରସ୍ତୁତି ବିଧି ବିଭିନ୍ନ ପ୍ରକାର ଲଡୁ ପାଇଁ ବିଭିନ୍ନ । ତେବେ ବହୁଳ ଭାବରେ ଲଡୁ ବେସନ , ଗହମ ଗୁଣ୍ଡ , ବଟା ଯାଇଥିବା ନଡିଆ , ଚିନି ଦେଇ ପ୍ରସ୍ତୁତ ହୁଏ । ଲଡୁକୁ ଆକର୍ଷଣୀୟ ଦେଖାଯିବା ପାଇଁ ଏଥିରେ ରଙ୍ଗର ମଧ୍ୟ ପ୍ରୟୋଗ କରା ଯାଏ । ସମସ୍ତ ଦ୍ରବ୍ଯକୁ ଘିଅରେ ରନ୍ଧା ଯାଇ ତାକୁ ଶୀତଳ ହେଲା ପରେ ବଲ ଆକାରରେ ସଜା ଯାଏ । କେତେକ ସ୍ଥଳରେ ଆୟୁର୍ବେଦିକ ଜୈବିକ ପଦାର୍ଥର ମିଶ୍ରଣରେ ସ୍ବତନ୍ତ୍ରସ୍ୱତନ୍ତ୍ର ଲଡୁ ମଧ୍ୟ ପ୍ରସ୍ତୁତ ହୁଏ । ଲଡୁରେ ବାଦାମ ବା କାଜୁ ଖଣ୍ଡ, ପିସ୍ତାବାଦାମ  ଦେଇ ତାହାକୁ ଆହୁରି ସ୍ବାଦିଷ୍ଟସ୍ୱାଦିଷ୍ଟ କରାଯାଇଥାଏ ।  
 
=== ବୁନ୍ଦି ଲଡୁ ===
୧୨ କ ଧାଡ଼ି:
[[ଫାଇଲ:Besan_laddu_photo.JPG|thumb|ସିଲ୍ଭର ଫଏଲ ଓ ପିସ୍ତା ବାଦାମ ଖଣ୍ଡରେ ସଜା ଯାଇଥିବା ବେସନ ଲଡୁ ]]
ବେସନ ଲଡୁ 
 ଏହା ଏକ ଲୋକପ୍ରିୟ ମିଷ୍ଠାନ୍ନ । ଏହାର ପ୍ରସ୍ତୁତି ବିଧି ମଧ୍ୟ ସରଲ । ବେସନକୁ ଚିନି ସହିତ ମିଶେଇ ବହଳ ଘୋଳ କଳା ପରେ ତାକୁ ବଲ ଆକାରର କରି ଗରମ ଘିଅରେ ଛଣା ଯାଇଥାଏ । ତାକୁ ଭଲ ଭାବରେ ଘାନ ସ୍ବରନିମସ୍ୱରନିମ ରଙ୍ଗ ହେବା ଯାଏ ଛାଣି ତାକୁ ଚିନି ସିରାରେ ପକା ଯାଏ । ତାହା ଉପରେ ସିଲଭର ଫଏଲ, ଓ ପିଷ୍ଟ ବାଦାମ ଖଣ୍ଡ ଦେଇ ସଜାଇ ଦିଅ ଯାଏ । ଏହି ଲଡୁକୁ ବେଶ କିଛି ଦିନ ରଖା ଯାଇପାରେ ।  
 
=== ନଡିଆ ଲଡୁ ===
୨୧ କ ଧାଡ଼ି:
 
== ବ୍ୟବହାର ==
ଲଡୁ ଧାର୍ମିକ ଅନୁଷ୍ଠାନ , ମନ୍ଦିର ଆଦିରେ ଭୋଗ ହିସାବରେ ବ୍ୟବହାର ହେଇଥାଏ । ଭେଙ୍କଟେଶ୍ବରଭେଙ୍କଟେଶ୍ୱର ମନ୍ଦିର , ପୁରୀ ଜଗନ୍ନାଥ ମନ୍ଦିର ଆଦିରେ ଲଡୁ ଭୋଗ ନିୟମିତ ଲାଗିବାର ପରମ୍ପରା ରହିଛି । ଏପରିକି ମୁସଲମାନ ସଂପ୍ରଦାଯଙ୍କ ଈଦ ଉତ୍ଶାବରେ ଲଡୁର ବହୁତ ବ୍ୟବହାର ହୁଏ । 
 
== ସଂସୃତି ସହ ଲଡୁର ସଂଯୋଗ ==
ଭାରତୀୟ ସଂସୃତି ସହ ଲଡୁର ଗଭୀର ସମ୍ବନ୍ଧ ରହିଥିବା ଜଣା ଯାଏ । ମହାରାଷ୍ଟ୍ରରେ ଗଣେଶ ପୂଜା ସମୟରେ ଲଡୁ ପ୍ରସ୍ତୁତ ହେଇ ଭକ୍ତ ମାନଙ୍କୁ ପ୍ରସାଦ ହିସାବରେ ବଣ୍ଟନ ହୁଏ । ଆନ୍ଧ୍ର ପ୍ରଦେଶରେ ୨୦୧୨ ମସିହାରେ ଗଣେଶ ପୂଜା ସମୟରେ ୬,୩୦୦ କିଲୋଗ୍ରା ଓଜନର ଲଡୁ ତିଆରି ହେଇ ଥିଲା , ଯାହାକୁ ବିଶ୍ବରବିଶ୍ୱର ସର୍ବବୃହତ ଲଡୁ ବୋଲି କୁହାଯାଏ ।
 
== ଆଧାର==
"https://or.wikipedia.org/wiki/ଲଡୁ"ରୁ ଅଣାଯାଇଅଛି