"ଲଙ୍ଗଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବ/ୱ ଫଳା ବଦଳ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
ଟିକେ (ବ/ୱ ଫଳା ବଦଳ)
 
[[File:Yaks_still_provide_the_best_way_to_plow_fields_in_Tibet.jpg|thumb|250px|ହଳ ଲଙ୍ଗଳ]]
[[File:Plough.JPG|thumb|250px| କଳ ଲଙ୍ଗଳ]]
ଲଙ୍ଗଳ ([[ସଂସ୍କୃତ]]: ''ଲାଙ୍ଗଳ'') ହଳ କରିବା ବା ଭୂମି ଚଷିବା ପାଇଁ ବ୍ୟବହୃତ ଏକ ଲୌହମୁଖ ଯନ୍ତ୍ର । ଏହା ଖ୍ରୀ.ପୂ. ୫୫୦୦ରେ ମେସୋପଟାମିଆରେ ଉଦ୍ଭାବନ ହୋଇଥିଲା।<ref>{{cite book|title=1001 inventions that changed the world|publisher=Hachete India|isbn=9789350096857}}</ref> ମଣିଷର ସ୍ଥାୟୀ ସଭ୍ୟତା ପାଇଁ ଲଙ୍ଗଳର ଭୂମିକା ଅତି ଗୁରୁତ୍ବପୂର୍ଣଗୁରୁତ୍ୱପୂର୍ଣ ସାବ୍ୟସ୍ତ ହୋଇଥିଲା, କାରଣ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ପ୍ରଥମ ଆବଶ୍ୟକତା ଥିଲା କୃଷି। କୃଷି ପାଇଁ ଲଙ୍ଗଳର ଆବଶ୍ୟକତାକୁ ତ ଏଡ଼ାଇ ଦିଆ ଯାଇ ନପାରେ। ଜମିକୁ ଭଲ ଭାବରେ କର୍ଷଣ କଲେ ହିଁ ତାହା ଅଙ୍କୁରୋଦ୍‌ଗମ ପାଇଁ ସୁଗମ ହୋଇଥାଏ।
ସେବେକାର ଲଙ୍ଗଳ ଓ ଏବେର ଲଙ୍ଗଳ ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ ଅନୁମାନ କରାଯାଇପାରେ । ପ୍ରାଥମିକ ସମୟର ଲଙ୍ଗଳ ମୁଖ୍ୟତଃ ପଶୁମାନଙ୍କଦ୍ବାରାପଶୁମାନଙ୍କଦ୍ୱାରା ପରିଚାଳିତ ହେଉଥିବା ସ୍ଥଳେ ଏବେ ଏହା ଯନ୍ତ୍ରଦ୍ବାରାଯନ୍ତ୍ରଦ୍ୱାରା ଚାଳିତ ହେଉଅଛି ।
 
==ଗଠନ==
୩୫,୫୫୩

ଗୋଟି ସମ୍ପାଦନା