"ରୁକ୍ମଣୀ ଦେବୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
[[ଫାଇଲ:Rukmini_temple.JPG|ଡାହାଣ|thumb|Rukmini Devi Temple]]
ରୁକ୍ମଣୀ ଦେବୀ ମନ୍ଦିର,  ଭାରତର [[ଦ୍ବାରକାଦ୍ୱାରକା]] ଠାରୁ 2 କିଲୋମିଟର ଦୂରରେ ରହିଥିବା ଏକ ହିନ୍ଦୁ ମନ୍ଦିର । ଭଗବାନ ଶ୍ରୀକୃଷ୍ଣଙ୍କ ରାଣୀ ରୁକ୍ମିଣୀଙ୍କ ଉପାସନା ପାଇଁ ଏହା ନିର୍ମିତ । ଏହି ମନ୍ଦିର 2500 ବର୍ଷ ପୁରାତନ ବୋଲି ଲୋକବାଦ ଥିଲେ ମଧ୍ୟ ଏହାର ନିର୍ମାଣ ଶୈଳୀରୁ ଏହା 12 ଶ ଶତାବ୍ଦୀର ବୋଲି ଜଣାଯାଇଥାଏ । 
 
== ବର୍ଣ୍ଣନା ==
୬ କ ଧାଡ଼ି:
 
== କିମ୍ବଦନ୍ତୀ ==
ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କର ପତ୍ନୀ ରୁକ୍ମିଣୀ ପରଶ୍ବରପରଶ୍ୱର ଠାରୁ ଏତେ ଦୂରରେ ଅବସ୍ଥାନ କରୁଥିବା ବିଷୟରେ ଏକ କାହାଣୀ ରହିଛି । ଥରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀ ମହାମୁନି ଦୁର୍ବାସାଙ୍କୁ ତାଙ୍କ ଘରେ ଭୋଜନ ପାଇଁ ରଥରେ ଆମନ୍ତ୍ରଣ କରୁଥିଲେ । ବାଟରେ ଶୋଷ ହେବାରୁ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ଜଳ ପାଇଁ କହିବାରୁ ଶ୍ରୀକୃଷ୍ଣ ଗଙ୍ଗା ଜଳ ତାଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ମହା କ୍ରୋଧୀ ମୁନି ଦୁର୍ବାସା ତାଙ୍କୁ ଆଗରୁ ଜଳ ନ ଦେବାରୁ ସେ ପତିପତ୍ନୀ ବିଚ୍ଛିନ୍ନ ହେଇ ରହିବେ ବୋଲି ଅଭିଶାପ ପ୍ରଦାନ କରିଥିଲେ । <ref>{{Cite web|url=http://www.gujarattourism.com/destination/details/6/307|title=Jamnagar|accessdate=14 April 2015|publisher=Government of Gujarat Tourism}}</ref>
 
== ଆଧାର ==